TVର ଏହି ପପୁଲାର ହିରୋଇନ ବହୁତ ଜଲ୍ଦି କରିବାକୁ ଯାଉଛନ୍ତି ଦ୍ଵିତୀୟ ବିବାହ, ଦେଖନ୍ତୁ କାହାକୁ

ଟିଭିର ଦମଦାର ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଜେନିଫର ୱିଂଗେଟ ସବୁବେଳେ ହିଁ ନିଜର ଅଭିନୟ କାରଣରୁ ଚର୍ଚାରେ ରହିଥାନ୍ତି । ଏହା ସହିତ ଟିଭି ଇଣ୍ଡଷ୍ଟ୍ରିରେ ଜେନିଫର ୱିଂଗେଟଙ୍କ ନାଁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ବି ସାମିଲ ଅଛି । କହିଦେଉଛୁ କି ଶିଶୁ କଳାକାର ରୂପରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଜେନିଫର ୱିଂଗେଟଙ୍କ ପର୍ସନାଳ ଲାଇଫ ବି ସବୁବେଳେ ଚର୍ଚାରେ ରହିଥାଏ ।

ଏମିତିରେ ପୁଣି ଥରେ ଜେନିଫର ୱିଂଗେଟ ନିଜର ଲଭ ଲାଇଫକୁ ନେଇ ଲାଇମଲାଇଟରେ ଆସି ଯାଇଛନ୍ତି । କହିବାକୁ ଗଲେ ମିଳିଥିବା ସୂଚନା ଅନୁସାରେ ଜେନିଫର ୱିଂଗେଟ ଜଲ୍ଦି ହିଁ ଦ୍ଵିତୀୟ ବିବାହ କରିବେ ।

କହିବାକୁ ଗଲେ ସୋସିଆଲ ମିଡିଆରେ ସବୁବେଳେ ନିଜର ବୋଲ୍ଡ ଫଟୋସୁଟକୁ ନେଇ ଚର୍ଚାରେ ରହୁଥିବା ଜେନିଫର ୱିଂଗେଟ ବର୍ତ୍ତମାନ ନିଜର ବିବାହକୁ ନେଇ ବହୁତ ଚର୍ଚାରେ ଅଛନ୍ତି । ଟିଭିର ପପୁଲାର ଅଭିନେତ୍ରୀ ଜେନିଫର ୱିଂଗେଟଙ୍କ ଜନ୍ମ ୩୦ ମେ ୧୯୮୫ ମୁମ୍ବାଇରେ ହୋଇଥିଲା ଓ ସେ ନିଜର ସ୍କୁଲ ଶିକ୍ଷା ବି ମୁମ୍ବାଇରେ ହିଁ ପୁରା କରିଛନ୍ତି । ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ସେ ବର୍ଷ ୧୯୯୫ରେ ଆସିଥିବା ଫିଲ୍ମ ‘ଆକେଲ ତୁମ ଓ ଆକେଲ ହମ’ରେ ଶିଶୁ କଳାକାର ରୂପରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଏହା ପରେ ତାଙ୍କଉ ବହୁତ ଫିଲ୍ମ ଓ ଟିଭି ସିରିୟଲରେ ଶିଶୁ କଳାକାର ରୂପରେ ବି ଦେଖା ଯାଇଛି । ଜେନିଫର ୱିଂଗେଟ ନିଜର ସବୁ ସିରିୟଲରେ ନିଜର ଦମଦାର ଅଭିନୟ ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଏମିତିରେ ତାଙ୍କୁ ଶେଷ ଥର ତାଙ୍କର ହିଁ ସୁପରହିଟ ଶୋ ‘ବେହଦ ୨’ରେ ଦେଖାଯାଇଥିଲା । ଜେନିଫର ୱିଂଗେଟଙ୍କ ପର୍ସନାଲ ଲାଇଫ ବିଷୟରେ କହିବା ତେବେ ସେ ନିଜର ପ୍ରଥମ ସ୍ଵାମୀ କରଣ ସିଂହ ଗ୍ରୋବରଙ୍କୁ ତଲାକ ଦେବା ପରେ ବର୍ତ୍ତମାନ ଦ୍ଵିତୀୟ ବିବାହ କରିବା ପାଇଁ ମନ କରିଛନ୍ତି ।

କହିଦେଉଛୁ କି ସେ ଯାହାକୁ ନିଜର ପାର୍ଟନର ରୂପରେ ବାଛିଛନ୍ତି ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ପପୁଳାର ଅଭିନେତା ତନୁଜ ବୀରାନୀ ଅଟନ୍ତି । ତନୁଜ ବୀରାନୀଙ୍କୁ ହିଁ ଜେନିଫର ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । କହିବାକୁ ଗଲେ ତନୁଜ ବୀରାନୀ ବହୁତ ସୁପରହିଟ ବଲୀଉଡ ଫିଲ୍ମ ଓ ସିରିୟଲରେ କାମ କରିସାରିଛନ୍ତି ଓ ୨୦୧୭ରେ ବି ତନୁଜ ବୀରାନୀ ଏକ ୱେବ ସିରିଜରେ ନଜର ଆସିଥିଲେ ।

କହିଦେଉଛୁ କି ଏକ ୱେବ ସିରିଜରେ ହିଁ ତନୁଜ ଓ ଜେନିଫର ପରସ୍ପର ପାଖାପାଖି ଆସିଥିଲେ ଓ ବର୍ତ୍ତମାନ ଖବର ଆସୁଛି କି ଦୁଇ ଜଣ ପରସ୍ପରକୁ ଡେଟ ବି କରୁଛନ୍ତି ଓ ଜଲ୍ଦି ହିଁ ବିବାହ କରି ପାରନ୍ତି । ଏମିତିରେ ଜେନିଫର ବି ଏହିଭଳି ଜଣେ ଜୀବନସାଥୀକୁ ଚାହୁଁଥିଲେ ଯିଏ ତାଙ୍କୁ ଖୁସିରେ ରଖିବ ଓ ଜୀବନସାରା ତାଙ୍କ ସହିତ ବିଶ୍ଵାସୀ ହୋଇ ରହିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।