ପ୍ରଥମଥର ଦେଖନ୍ତୁ Devashish ଓ Monalisa ଙ୍କ ଝିଅ ଓ ପୁଅ ଦେଖିବାକୁ କେମିତି ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ଏମାନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ । ସିନେମା ରେ ନାୟକ ଓ ନାୟିକା ଙ୍କ ର ଭଲ ଯୋଡି ଦେଖିବାକୁ ନ ମିଳିଲେ ଫିଲ୍ମ ଦେଖିବାକୁ ଏତେ ଟା ଆଗ୍ରହ ଆସି ନ ଥାଏ ।

ଓଡ଼ିଆ ସିନେମା ଜଗତ ରେ ଅନେକ ପ୍ରସିଦ୍ଧ ଯୋଡି ଅଛନ୍ତି ଯେଉଁମାନେ ଦର୍ଶକ ମାନଙ୍କ ର ମନ କୁ ଜିତି ପାରିଛନ୍ତି । ସେହିପରି ଏକ ଯୋଡି ହେଉଛନ୍ତି ଦେବାଶିଷ ଓ ମୋନାଲିସା ଙ୍କ ର ଯୋଡି । ଏମାନଙ୍କ ର ବିବାହ ବହୁତ ବର୍ଷ ହେବ ହୋଇସାରିଛି ।

କିନ୍ତୁ ଏମାନଙ୍କ ର ପୁଅ ଝିଅ କିପରି ଦେଖିବାକୁ ତାହା ପ୍ରାୟତଃ ଅନେକ ଲୋକ ଜାଣି ନାହାନ୍ତି । ତେବବ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ବିଷୟରେ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ ଅନେକ କିଛି କଥା ।

ବନ୍ଧୁଗଣ ଆପଣ ମାନେ ଦେବାଶିଷ ଓ ତାଙ୍କ ପତ୍ନୀ ମୋନାଲିସା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଦେବାଶିଷ ଓଲିଉଡ ର ଜଣେ ଜଣାଶୁଣା ଅଭିନେତା ଅଟନ୍ତି । ଏହା ବ୍ୟତୀତ ସେ ଅନେକ ଆଲବମ ରେ ମଧ୍ୟ କାମ କରିଛନ୍ତି । ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ସେ ଓଡିଶା ର ସମସ୍ତ ଘରେ ବେଶ ପରିଚିତ ହୋଇ ପାରିଛନ୍ତି । ସେହିପରି ତାଙ୍କର ପତ୍ନୀ ମଧ୍ୟ ଆଲବମ ରେ ଅଭିନୟ କରୁଥିଲେ । ଏହି ଆଲବମ କରିବା ସମୟ ରେ ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଏହା ପରେ ସେମାନେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବିବାହ ପରେ ମୋନାଲିସା ଆଉ କୌଣସି ଆଲବମ ରେ ଦେଖିବାକୁ ମିଳି ନ ଥିଲେ । ସେ ସମ୍ପୂର୍ଣ୍ଣ ଭାବରେ ଓଲିଉଡ ରୁ ଦୁରେଇ ଯାଇଥିଲେ । ଦେବାଶିଷ ଓ ମୋନାଲିସା ଅନେକ ସମୟ ରେ ନିଜ ର ଖୁବ ସୁନ୍ଦର ଫୋଟୋ ଗୁଡିକ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜର ପୁଅ ଓ ଝିଅ ଙ୍କ ର କିଛି ଫୋଟୋ ମଧ୍ୟ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।

ଏହି ଫୋଟୋ ରେ ଦେବାଶିଷ ଓ ମୋନାଲିସା ଉଭୟ ନିଜ ପୁଅ ଝିଅ ଙ୍କ ସହିତ ଥିବାର ନଜର ଆସିଛନ୍ତି । ଆପଣ ମାନେ ହୁଏ ର ପୂର୍ବ ରୁ ତାଙ୍କ ଝିଅ ଙ୍କ ଫୋଟୋ କୁ ଦେଖିଥିବେ । କାରଣ ସେ ପୂର୍ବ ରୁ ମଧ୍ୟ ଅନେକ ଥର ନିଜ ଝିଅ ର ଫୋଟୋ କୁ ଫେସବୁକ ଓ ଇନ୍ସଟାଗ୍ରାମ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । କିନ୍ତୁ କିଛି ଦିନ ହେବ ସେ ଯେଉଁ ଫୋଟୋ ଟି ପୋଷ୍ଟ କରିଛନ୍ତି ସେଥିରେ ତାଙ୍କ ପୁଅ ଙ୍କ ଫୋଟୋ ଦେଖିବାକୁ ମିଳିଥିଲା ।

ତାଙ୍କ ପୁଅ ଓ ଝିଅ ଉଭୟ ଦେଖିବାକୁ ବଷ୍ଟ ସୁନ୍ଦର ଅଟନ୍ତି । ଉଭୟ ନିଜ ମାତା ପିତା ଙ୍କ ସହିତ ବହୁତ ଖୁସି ରେ ରହୁଥିବାର ଏହି ଫୋଟୋ ରୁ ଜଣାପଡୁଛି । ତେବେ ବନ୍ଧୁଗଣ ଆପଣଂକୁ ଦେବାଶିଷ ଓ ମୋନାଲିସା ଙ୍କ ଯୋଡି ଏବଂ ତାଙ୍କ ପରିବାର ର ଫୋଟୋ ଟି କିପରି ଲାଗିଲା ଆମକୁ ନିଶ୍ଚୟ ଜଣାଇବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।