ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 26 ନଭେମ୍ବର Gold rate

୨ ଦିନ ପରେ ଆଜି ଓଡ଼ିଶାରେ ବହୁତ କମିଲା ସୁନାର ଦର । ଗତ କିଛି ଦିନ ଧରି ସୁନାର ମୂଲ୍ୟ ଆକାଶ ଛୁଆଁ ଥିଲା ଫଳରେ ସୁନା କିଣିବା ସ୍ବପ୍ନ ହେଇଯାଇଥିଲା । ବିବାହ ବ୍ରତ ଘରରେ ବାଧ୍ୟ ହୋଇ ଯେତିକି ଆବଶ୍ୟକ ଲୋକେ ସେତିକି ହିଁ କିଣୁଥିଲେ । ଆଜିର ଦର ଶୁଣିଲେ ଆପଣ ନିଶ୍ଚୟ ହେବେ ଆଶ୍ଚର୍ଯ୍ୟ କାରଣ ଓଡ଼ିଶାରେ ବହୁତ ପରିମାଣରେ କମିଲା ସୁନାର ଦର ।

କେତେ ରହିଛି ସୁନାର ବଜାର ମୂଲ୍ୟ ଏହା ଆମେ ଆପଣଙ୍କୁ ଆଜି ଜଣାଇବୁ । ଯଦି ଆପଣ ସୁନା କିମ୍ବା ରୂପା କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଉପଯୁକ୍ତ ସମୟ କି ନାହିଁ ତେବେ ଜାଣି ରଖନ୍ତୁ ।

ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଅନେକ ଦିନ ହେଲା ଲକଡାଉନ ଯୋଗୁଁ ସୁନାର ଦର ବଢ଼ିବାରେ ଲାଗିଥିଲା । କିନ୍ତୁ କରିବା ଭ୍ୟାକ୍ସିନ ଆସିବାର ଖବର ଆସିବା ପରେ ଧୀରେ ଧୀରେ ବଜାରରେ ସୁନାର ଦର ହ୍ରାସ ହେବାର ଦେଖିବାର ମିଳୁଛି । ତେଣୁ MCX ରେ ଆଜି ହଠାତ୍ ସୁନା ଦାମ୍ ୦.୯ପ୍ରତିଶତ ହ୍ରାସ ପାଇବାରେ ଦେଖିବାକୁ ମିଳିଛି ।

ଭାରତର ବିଭିନ୍ନ ସହରରେ ସୁନା ଦର ହ୍ରାସ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ସୁନା ଦର ବହୁତ ତଳକୁ ଖସି ଆସିଛି । ଭାରତର ରାଜଧାନୀ ଦିଲ୍ଲୀର ସରାଫା ବଜାରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୪୮, ୨୬୦ଟଙ୍କା ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୬, ୨୪୦ଟଙ୍କା ରହିଛି । ସେହିଭଳି ଉତ୍ତର ଭାରତର ଚେନ୍ନାଇ ସହରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଯଥାକ୍ରମେ ୪୬, ୪୧୦ ଟଙ୍କା ଓ ୫୦୬୩୦ ଟଙ୍କା ଦେଖିବାକୁ ମିଳୁଛି ।

ଏବଂ ଭାରତର ପ୍ରମୁଖ ସହର ମୁମ୍ବାଇରେ ମଧ୍ୟ ସୁନା ଦର୍ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ତେବେ ୨୨ କ୍ୟାରେଟ ସୁନାର ମୂଲ୍ୟ ୪୯, ୮୧୦ ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୦, ୮୧୦ ଟଙ୍କା ଦେଖିବାକୁ ମିଳିଛି । ତେବେ ଓଡ଼ିଶାର ଭୁବନେଶ୍ଵର ସହରରେ ମଧ୍ୟ ବହୁତ ପରିମାଣର ସୁନା ରେଟ ରେ ହ୍ରାସ ଦେଖିବାକୁ ମିଳିଛି ।

ଯାହାକି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୫୧୦ ଟଙ୍କା ତଳକୁ ଖସି ୪୫, ୬୧୦ଟଙ୍କାରେ ପହଞ୍ଚିଛି ସେହିପରି ୨୪ କ୍ୟାରେ ଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୬୪୦ ଟଙ୍କା ତଳକୁ ଖସି ୪୯, ୭୫୦ଟଙ୍କା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।