ଚାରି ଚାରି ଥର ବିବାହ କରିସାରିଛନ୍ତି ବଲୀଉଡର ଏହି ଷ୍ଟାରମାନେ, ନମ୍ବର 3ତ ବୁଢା ବୟସରେ ଜବାନ ଝିଅ ସହ କରୁଛନ୍ତି ରୋମାନ୍ସ

ବଲିଉଡରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛିନ୍ତି । ତାଙ୍କର ଅଳ୍ପ ଅଳ୍ପ କଥା ମିଡିଆ ଆଗରେ ଆସିଥାଏ । ଯେମିତି କି ଆଫେୟାର, ବ୍ରେକଅପ, ବିବାହ ଓ ତଲାକ ଭଳି ବିଭିନ୍ନ ପ୍ରକାରର ଖବର ଆମେ ଜାଣିବାକୁ ପାଇଥାଉ । ବଲିଉଡର ବହୁତ ଅଭିନେତା ଓ ଅଭିନେତ୍ରୀ ନିଜର ପସନ୍ଦିତା ପାର୍ଟନର ସହ ବିବାହ କରିସାରିଛନ୍ତି । କିନ୍ତୁ କେତେକ ବାହାଘରର କିଛି ବର୍ଷ ପରେ ମା ବାପା ହୋଇ ମଧ୍ୟ କିଛି ନା କିଛି କାରଣରୁ ଜଣେ ଅନ୍ୟ ଜଣକ ଠାରୁ ଅଲଗା ହୋଇ ଯାଇଛନ୍ତି ।

ବଲିଉଡରେ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ଏକରୁ ଅଧିକ ଥର ବିବାହ କରିଛନ୍ତି । ଆମେ ଆଜି ଆପଣଙ୍କୁ ସେହି ୩ ଜଣ ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ଥରେ ବିବାହ କରି ନାହାନ୍ତି ବରଂ ଚାରି ଚାରି ଥର ବିବାହ କରିଛନ୍ତି ।

ଅଦନାନ ସାମୀ

ଅଦନାନ ସାମୀ ପାକିସ୍ତାନିର ନିବାସୀ ଅଟନ୍ତି । ଯିଏ ସଙ୍ଗୀତର ଦୁନିଆରେ ଭାରତର ବହୁତ ନାମ କରିଛନ୍ତି । ତାଙ୍କୁ ବର୍ତ୍ତମାନ ଭାରତର ନାଗରିକତର ପରିଚୟ ବି ମିଳିଯାଇଛି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଅଦନାନ ସାମୀ ବର୍ତ୍ତମାନ ପର୍ଯ୍ୟନ୍ତ ଚାରି ଚାରି ଥର ବିବାହ କରିଛନ୍ତି । ପ୍ରଥମ ବିବାହ ପାକିସ୍ଥାନୀ ଅଭିନେତ୍ରୀ ଜେବା ବଖ୍ତିୟାର ସହିତ ବିବାହ କରିଛନ୍ତି । ଦ୍ଵିତୀୟ ବିବାହ ସବା ଗଲଦାରି ସହ କରିଛନ୍ତି । ତୃତୀୟ ବିବାହ ସେହି ସବା ଗଲଦାରି ସହ କରିଛନ୍ତି । ଚତୁର୍ଥ ବିବାହ ରୋୟାଙ୍କ ସହ କରିଛନ୍ତି ।

କିଶୋର କୁମାର

ପୁରୁଣା ସମୟରେ କିଶୋର କୁମାର ବହୁତ ପ୍ରସିଦ୍ଧ ଅଭିନେତା ଓ ଗାୟକ ଥିଲେ । ସେ ଫିଲ୍ମ ଛଡା ନିଜର ବିବାହକୁ ନେଇ ବହୁତ ଚର୍ଚାରେ ରହୁଥିଲେ । ସେ ପ୍ରଥମ ବିବାହ ରୁମା ଗୁହା ଠାକୁରଙ୍କ ସହ ୧୯୫୧ ମସିହାରେ କରିଥିଲେ । ଦ୍ଵିତୀୟ ବିବାହ ମଧୁବାଲା ସହ ୧୯୬୦ ମସିହାରେ କରିଥିଲେ । ତୃତୀୟ ବିବାହ ୟୋଗିତା ବାଲୀ ୧୯୭୪ ମସିହାରେ କରିଥିଲେ । ଚତୁର୍ଥ ବିବାହ ଲୀନା ଚାନ୍ଦୁଆର୍କର ୧୯୮୦ ମସିହାରେ କରିଥିଲେ । କିଶୋର କୁମାର ନିଜ ଜୀବନରେ ଚାରି ଥର ବିବାହ କରିଛନ୍ତି ।

କବୀର ବେଦି

କବୀର ବେଦି ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଅଭିନୟ କରିସାରିଛନ୍ତି । ସେ ପ୍ରଥମ ବିବାହ ୧୯୬୯ ମସିହାରେ ଓଡିଶୀ ଡ୍ୟାନ୍ସର ପ୍ରତିମା ଗୋରି ବେଦି ସହ ବିବାହ କରିଥିଲେ । ଦ୍ଵିତୀୟ ବିବାହ ପରବୀନ ବାବି କରିଛନ୍ତି । ତୃତୀୟ ବିବାହ ୧୯୯୨ ମସିହାରେ ଟିଭି ଓ ରେଡିଓ ପ୍ରୋଜେକ୍ଟର ନିକି ରେଡନ ସହ ବିବାହ କରିଥିଲେ । ଚତୁର୍ଥ ବିବାହ ୨୦୧୬ ମସିହାରେ ପରବୀନ ଦୋସନ ସେ ବିବାହ କରିଥିଲେ । ଯେତେବେଳେ କି ପରବୀନ ଦୋସନଙ୍କ ବୟସ ୪୩ ବର୍ଷର ଅଟନ୍ତି ଓ କବୀର ବେଦି ୭୪ ବର୍ଷର ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।