କୌଣସି ଫିଲ୍ମ ନକରି ବି କୋଟି କୋଟି ଟଙ୍କା କମାନ୍ତି ଏହି bollywood ହିରୋଇନ ମାନେ, ଦେଖନ୍ତୁ କେମିତି

ବନ୍ଧୁମାନେ ଆପଣମାନେ ଜାଣିଥିବେ କି ବଲିଉଡ ରେ ସବୁବର୍ଷ କେତେ କେତେ ହିରୋଇନ ଫିଲ୍ମ ଦୁନିଆକୁ ଆସିଥାନ୍ତି କିନ୍ତୁ ସମସ୍ତେ ଏହିଦୁନିଆରେ ସଫଳ ହୋଇନଥାନ୍ତି କିନ୍ତୁ ସେମାନେ ପ୍ରଚୁର ଧନ ଉପାର୍ଜ କରିବାରେ ସକ୍ଷମ ହୋଇଥାନ୍ତି । କିନ୍ତୁ ସେମାନେ କେଉଁ ଉପାୟରେ ଧନ ଉପାର୍ଜନ କରିଥାନ୍ତି ଆସନ୍ତୁ ଜାଣିବା ।

ଅମିଶା ପଟେଲ

ତାଙ୍କର କ୍ୟାରିୟର ପ୍ରଥମ ଫିଲ୍ମ କହନା ପ୍ୟାର ହେ ଭଳି ହିତ ଫିଲ୍ମ ରୁ ଆରମ୍ଭ କରିଥିଲେ ଏହାଫଳରେ ସେ ରାତା ରାତି ତାରକା ଅଭିନେତ୍ରୀ ହୋଇଯାଇଥିଲେ କିନ୍ତୁ ଏବେ ତାଙ୍କ କ୍ୟାରିୟର ପୁରା ପୁରି ଫ୍ଲପ ହୋଇଯାଇଛି । ଅମିଶା ପଟେଲ ଆଲକହଲିକ ହୋଇଥିବାରୁ ସେ କୌଣସି ବକ୍ତବ୍ୟ ଦେଇପାରନ୍ତି ନାହିଁ । ଯାହାଫଳରେ କି ତାଙ୍କୁ ସବୁବେଳେ କୌଣସି ନା କୌଣସି ପ୍ରୋଗ୍ରାମରେ ନିଶାଗ୍ରସ୍ତ ଅବସ୍ଥାରେ ଥାଆନ୍ତି ।

ଏମିତିରେ ଆଜିକା ସମୟରେ ତାଙ୍କ ପାଖରେ କୌଣସି କାମ ନାହିଁ କିନ୍ତୁ ଏବେ ଏବେ ଖବର ମିଳିଥିଲା କି ତାଙ୍କର ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ କୋଣସି ରାଜନୀତିକ ଦଳ ପାଇଁ ୨୦୧୯ ନିର୍ବାଚନ ପ୍ରଚାର କରା ଯାଇପାରେ ଯାହାଫଳରେ କି ଦଳ ପାଇଁ ଲୋକମତ ଶ୍ରୁଷ୍ଟି ହୋଇପାରିବ । ତାଙ୍କୁ କୁହାଯାଇଥିଲା କି ସବୁ ମାସରେ ଅଲଗା ଅଲଗା ତଥ୍ୟ ବିଷୟରେ ନିଜ ଭାଷା ଓ ଷ୍ଟାଇଲରେ ଇଣ୍ଟରନେଟରେ ପ୍ରଚାର କରିବା ପାଇଁ ଏବଂ ତାଙ୍କୁ ଦଳ ତରଫରୁ କୁହାଯାଇଥିଲା କି ବାହାରକୁ ଦେଖେଇବା ପାଇଁ ୭ କି ୮ ମାସର ଚୁକ୍ତି ପତ୍ର କରାଯିବ ଯଦି ଦଳ କୌଣସି ବିଷୟରେ ଅସୁବିଧାରେ ପଡ଼ିଯାଏ ତେବେ ଦଳକୁ ସୁରକ୍ଷା ଦେବାକୁ ପଡିବ ଏବଂ ଏଥିପାଇଁ ଅମିଶା ଦଳକୁ ମୋଟା ଅଙ୍କର ଅର୍ଥ ମାଗିଥିଲେ ।

ଚିତ୍ରାଙ୍ଗଦା ସିଂ

ଚିତ୍ରାଙ୍ଗଦା ସିଂ ସେ ତାଙ୍କର ଅଭିନୟ ଓ ସୁନ୍ଦରତାରେ ଭଲ ଭଲ ଅଭିନେତ୍ରୀ ଙ୍କୁ ବି ପଛରେ ପକାଇଦେଇଥିଲେ କିନ୍ତୁ ସେ ବହୁତ କମ ଫିଲ୍ମରେ ଅଭିନୟ କରିଛନ୍ତି କିନ୍ତୁ ସେ ସବୁବେଳେ ତାଙ୍କର ବୋଲଡ଼ ଓ ହଟ ଫିଗର ପାଇଁ କିଛି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲେ କିନ୍ତୁ ତାଙ୍କୁ କୌଣସି ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିନଥିଲା ତଥାପି ସେ ଖୁବ ଧନ ଉପାର୍ଜନ କରୁଛନ୍ତି । ସେ ଏବେ କିଛି ଇଭେଣ୍ଟ ରେ ଯୋଗ ଦେବାକୁ ଯାଉଛନ୍ତି ଏବଂ ସେ ଗୋଟିଏ ଇଭେଣ୍ଟ ପାଇଁ ୧୫ ରୁ ୧୮ ଲକ୍ଷ ଟଙ୍କା ପାଉଛନ୍ତି ଓ ଏଥିରେ କୌଣସି ଅଭିନୟ କରିବା ପାଇଁ ଅଲଗା ଭାବରେ ଟଙ୍କା ଡିମାଣ୍ଡ କରନ୍ତି । ଚିତ୍ରାଙ୍ଗଦା ବଲିଉଡ ରେ ଏ ସାଲି ଜିନଦେଗି ଓ ଦେଶୀ ବଏଜ ଭଳି ଫିଲ୍ମରେ କାମ କରିଛନ୍ତି ।

ଏଲି ଇବ୍ରାହିମ

ଏଲି ଇବ୍ରାହିମ ସେ ମଧ୍ୟ ବଲିଉଡରେ ବେଶି କିଛି କରିପାରିନାହାନ୍ତି କିନ୍ତୁ ସେ ଚର୍ଚ୍ଚା କୁ ଆସିଲେ ଯେତେବେଳେ ବିଗ ବଶ ରେ ଥିଲେ ଓ ସଲମାନ ଖାନଙ୍କର ପସନ୍ଦିଦା ପ୍ରତିଯୋଗୀ ଥିଲେ ବୋଲି  ଜଣାଯାଏ । ଯେ କେହିବି ଯଦି ସଲମାନ ଖାନାଙ୍କର ଯେଉଁ ଅଭିନେତ୍ରୀ ପସନ୍ଦ ଆସନ୍ତି ତାଙ୍କ କ୍ୟାରିୟର ସଫଳ ହୋଇଯାଏ । କିନ୍ତୁ ଏଲି ଏମିତି ଏକ ହିରୋଇନ ଯାହାକି ସେ ସବୁବେଳେ ହିଟ ଭାବରେ ପରିଚିତ ଥାଆନ୍ତି । ସେ ବହୁତ ଇଭେଣ୍ଟ କୁ ଯାଇଥାନ୍ତି । ତାଙ୍କର ଇଭେଣ୍ଟ ପାଇଁ ୩ ଲକ୍ଷଠାରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି ।

ନେହା ଧୂପିଆ

ନେହା ଧୂପିୟାଙ୍କ ଫିଲ୍ମ କୟରିୟର ବହୁତ ହିଟ ନ ଥିଲା । ଫିଲ୍ମରେ କମ ନ ମିଳିବାରୁ ସେ ଛୋଟ ପରଦାରେ କାମ କରିବାକୁ ଆରମ୍ଭ କରିଦେଇଥିଲେ । ସେ ଗୋଟେ ଇଭେଣ୍ଟକୁ ଗଲେ ୭ ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି । ଟିଭିର ସୋ ରୋଡ଼ିଜରେ ବହୁତ ଥର ଦେଖା ଯାଇଛନ୍ତି ।

ଶ୍ରୀୟା ସରନ

ଶ୍ରୀୟା ସରନ ଅଜୟ ଦେବଗନଙ୍କ ସହ ଦୃଶ୍ୟମ ଫିଲ୍ମରେ କାମ କରିଛନ୍ତି । ସେ ସାଉଥ ଫିଲ୍ମରେ ଭଲ ଅଭିନେତ୍ରୀ ଭାବରେ କାମ କରିଛନ୍ତି । କିନ୍ତୁ ବଲିଉଡରେ ତାଙ୍କର ଜଲ୍ବା ଚାଲିପାରି ନ ଥିଲା । ଶ୍ରୀୟା ସରନ ଗୋଟେ ଇଭେଣ୍ଟରେ ଯିବା ପାଇଁ ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।