ନିଜ ପ୍ରଥମ ସ୍ତ୍ରୀଙ୍କ ଝିଅମାନଙ୍କ ସହ ଏମିତି ବ୍ୟବହାର କରିଥାନ୍ତି ଧର୍ମେନ୍ଦ୍ର, ଦେଖନ୍ତୁ କଣ କହିଲେ ସେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଚଳଚ୍ଚିତ୍ର ର ଭୂମିକା ବହୁତ ଅଧିକ ନ ହେଲେ ବି ଆମେ ନିଜର ମନୋରଞ୍ଜନ କରିବା ପାଇଁ ଚଳଚିତ୍ର ଦେଖିଥାନ୍ତି । ଚଳଚିତ୍ର ଦେଖିବା ଦ୍ଵାରା ଆମ ମନ ବହୁତ ଖୁସି ହୋଇଥାଏ । ସେଥିରେ ବିଭିନ୍ନ କଳାକାର ମାନେ ବିଭିନ୍ନ ପ୍ରକାର ଅଭିନୟ କରିଥାନ୍ତି । ଚଳଚିତ୍ରରେ ଅଭିନୟ କରୁଥିବା ଶନି ଦେଓଲଙ୍କ ବିଷୟରେ ଆମେ କିଛି କଥା ଜାଣିବା । ଏହା ଆପଣ କେବେ ଜାଣିନଥିବେ । ଶନି ଦେଓଲ ଙ୍କ ଭଉଣୀ ଏବଂ ତାଙ୍କ ପରିବାର ସବୁବେଳେ ହିଁ ସୋସିଆଲ ମିଡ଼ିଆ ରୁ ଦୁରେଇ ରୁହନ୍ତି ।

ଶନି ଦେଓଲ ଙ୍କ ପରିବାର ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ର ଇଚ୍ଛା ଥାଏ । ତେବେ ଆମେ ଆପଣଙ୍କୁ ଜଣାଇ ଦଉଛୁ ଯେ ଶନି ଦେଓଲ ଙ୍କର ଚାରୋଟି ଭଉଣୀ । ଏମାନଙ୍କ ମଧ୍ୟରୁ ଆପଣ ଇଶା ଦେଓଲ ଙ୍କୁ ତ ଜାଣିଥିବେ ଯିଏ କି ଅନେକ ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ଅଭିନୟ କରି ସାରିଛନ୍ତି । ତେବେ ଆଜି ଆମେ କଥା ହେବା ଶନି ଙ୍କର ନିଜ ଭଉଣୀ ମାନଙ୍କ ବିଷୟରେ ଯିଏ କି ବହୁତ କମ ସୋସିଆଲ ମିଡ଼ିଆ କୁ ଆସିଥାନ୍ତି । ଶନି ଦେଓଲ ଙ୍କର ଚାରୋଟି ଭଉଣୀ ଯାହାର ନାମ ଇସା ଦେଓଲ, ଆହାନା, ଅଜିତା ଏବଂ ବିଜେତା ।

ତେବେ ଆପଣଙ୍କୁ ଜଣାଇ ଦଉଛୁ ଯେ ଇସା ଏବଂ ଆହାନା ଶନି ଦେଓଲ ଙ୍କ ନିଜ ଭଉଣୀ ନୁହନ୍ତି । ସେମାନେ ହେମା ମାଳିନୀ ଏବଂ ଧର୍ମେନ୍ଦ୍ର ଙ୍କ ଝିଅ । ଇସା ଙ୍କ ଜନ୍ମ ୨ ନଭେମ୍ବର ୧୯୮୨ ମସିହାରେ ହୋଇଥିଲା ସେ ୨୦୦୨ ମସିହାରେ ବଲିଉଡ ର “ମେରେ ଦିଲ ସେ କୋଇ ପୁଛୋ” ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏବଂ ୨୯ ଜୁଲାଇ ୨୦୧୨ ମସିହା ରେ ଇସା ଏକ ବ୍ୟବସାୟ କରୁଥିବା ଭରତ ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଆଉ ଗୋଟେ ଭଉଣୀ ଆହାନା ଙ୍କ ର ଜନ୍ମ ୨୮ ଜୁଲାଇ ୧୯୮୫ ମସିହା ରେ ହୋଇଥିଲା ।

ଆହାନା ବଲିଉଡ ର “ତୁମ ଜାନୋ ନା ହମ” ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ୨୦୧୪ ମସିହାରେ ସେ ଜଣେ ବଡ ବ୍ୟବସାୟି ୱେଭବ ଙ୍କ ସହ ବିବାହ କରିଥିଲେ । ତେବେ ଯଦି ଶନି ଙ୍କର ନିଜ ଭଉଣୀ କଥା କହିବା ତେବେ ତାଙ୍କ ନାମ ଅଜିତା ଏବଂ ବିଜେତା ଯିଏ କି ଧର୍ମେନ୍ଦ୍ର ଏବଂ ପ୍ରକାଶ କର ଙ୍କର ଝିଅ । ଶନି ନିଜ ଭଉଣୀ ମାନଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ ଅଜିତା ଏବଂ ବିଜେତା ବଲିଉଡ ରୁ ବହୁତ ଦୁରେଇ କି ରହିଥାନ୍ତି ।

ଏହି ଦୁଇ ଭଉଣୀ ଙ୍କୁ କେବେ କେଉଁ ପରିବାର ମିଳନ ଏବଂ ଉତ୍ସବରେ ମଧ୍ୟ ଦେଖା ଯାଇ ନାହିଁ । ଖବର ଅନୁସାରେ ଏହି ଦୁଇ ଭଉଣୀ ବର୍ତ୍ତମାନ ଆମେରିକା ରେ ରହୁଛନ୍ତି । ଅଜିତା ଙ୍କ ବିବାହ କିରଣ ଚୌଧୁରୀ ଙ୍କ ସାଙ୍ଗରେ ହୋଇଥିଲା । ଯିଏ କି ଜଣେ ବଡ ଡିଜାଇନର ।

ତାଙ୍କ ନାମ ରେ ଗୋଟେ ବହି ମଧ୍ୟ ଅଛି । ତେବେ ଧର୍ମେନ୍ଦ୍ର ବିଜେତା ଙ୍କ ନାମ ରେ ଗୋଟେ ପ୍ରଡକ୍ସନ ହାଉସ ମଧ୍ୟ ଖୋଲିଛନ୍ତି । କିନ୍ତୁ ବିଜେତା ଙ୍କ ବିବାହ ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ଖବର ନାହିଁ । ତେବେ ଆପଣଙ୍କୁ ଧର୍ମେନ୍ଦ୍ର ଏବଂ ତାଙ୍କ ଚଳଚ୍ଚିତ୍ର ସବୁ କେମିତି ଲାଗେ ଆଶା କରୁଛୁ ଭଲ ଲାଗୁଥିବ । ତେବେ ବନ୍ଧୁଗଣ, ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।