ପ୍ରଥମ ଥର ଝିଅ ସହିତ କଥା ହେବା ସମୟରେ କହିଦିଅନ୍ତୁ ଏହି କଥା, ଝିଅ ନିଜେ ଆସି କରିବ ପ୍ରପୋଜ, ବିଶ୍ଵାସ ନ ଆସୁଥିଲେ ନିଜେ ଦେଖିନିଅ

କହିବାକୁ ଗଲେ ଏହି ଦୁନିଆରେ ସବୁ ପୁଅକୁ କେବେ ନା କେବେ କୌଣସି ଝିଅ ଭଲ ଲାଗିଥାଏ । ଏମିତିରେ କେତେକ ପୁଅମାନେ ତ ତାଙ୍କ ସହ କଥାବାର୍ତ୍ତା କରିଥାନ୍ତି ତ କେତେକ ପୁଅମାନେ ତାଙ୍କ ସହ କଥାବାର୍ତ୍ତା କରିବାକୁ ଭୟ କରନ୍ତି । ଯଦି ଆପଣଙ୍କ ସହ ବି ଏହିଭଳି ଅସୁବିଧା ହେଉଛି ଅର୍ଥାତ ଆପଣଙ୍କୁ କୌଣସି ଝିଅ ପସନ୍ଦ ଆସି ଯାଉଛି ଓ ଆପଣ ଚିନ୍ତା କରୁଛନ୍ତି କି ତାକୁ ନିଜର ଭଲ ପାଇବା କଥା କହିବ ଉଚିତ । ଏମିତିରେ ଆପଣ ବହୁତ କିଛି ଚିନ୍ତା କରି ଦିଅନ୍ତି ।

କିନ୍ତୁ ଯେତେବେଳେ ତାଙ୍କ ସହିତ କଥାବାର୍ତ୍ତା କରିବାର ସମୟ ଆସିଥାଏ ସେତେବେଳେ ଆପଣ ଡରି ଯାଆନ୍ତି । କହିବାକୁ ଗଲେ ଏହା ମଧ୍ୟରେ ସବୁଠୁ ବଡ କଥା ହେଉଛି କି ଆପଣ ତାଙ୍କୁ ନେଇ ବହୁତ ଆକାଂକ୍ଷା ରଖିଥାନ୍ତି ।

ଯେଉଁ କାରଣରୁ ଆପଣ ତାଙ୍କ ସହିତ କଥାବାର୍ତ୍ତା କରି ପାରନ୍ତି ନାହିଁ । କିନ୍ତୁ ଆପଣଙ୍କୁ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ହିଁ ପଡିବ । ଝିଅକୁ ଇମ୍ପ୍ରେସ କରିବାକୁ ଯାଆନ୍ତୁ ନାହିଁ । ସେ ମନକୁ ମନ ହିଁ ଇମ୍ପ୍ରେସ ହୋଇଯିବ । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଟିପ ଦେବୁ କି କେମିତି ଆପଣ କୌଣସି ବି ଝିଅ ସହ ପ୍ରଥମ ଦେଖାରେ ହିଁ ତାହା ସହିତ କଥାବାର୍ତ୍ତା କରି ପାରିବେ । ପ୍ରଥମ ସାକ୍ଷାତରେ କେବେ ବି ନିଜକୁ ତାଙ୍କ ପାଖରେ ସମର୍ପିତ କରନ୍ତୁ ନାହିଁ । ଏମିତିରେ ସେମାନେ ଆପଣଙ୍କୁ କଣ୍ଟ୍ରୋଲ କରିବାକୁ ଲାଗନ୍ତି ।

ସେଥିପାଇଁ ଏହିଭଳି କିଛି ବି କରନ୍ତୁ ନାହିଁ । ଏହା ପରେ ଯେତେବେଳେ ଆପଣ କୌଣସି ନୂଆ ଝିଅ ସହ ଦେଖା କରନ୍ତି ତେବେ କଣ କହିବେ କଣ ନ କହିବେ ଏହାକୁ ନେଇ ବହୁତ ଦ୍ଵନ୍ଦରେ ଥାନ୍ତି । ଏମିତିରେ ଆପଣ କୌଣସି ଜିନିଷ ମାଗି ନିଅନ୍ତୁ କିମ୍ବା ସାହାର୍ଯ୍ୟ ମାଗି ନିଅନ୍ତୁ । ଏହା ସହିତ ଆପଣ ନର୍ମାଳ ବ୍ୟବହାର କରନ୍ତୁ । ଯାହା ଦ୍ଵାରା ଆପଣ ତାଙ୍କ ସହିତ ଅଧିକ ସମୟ ଧରି କଥା ହୋଇ ପାରିବେ । ଆପଣ ତାଙ୍କୁ କିଛି ବି ପ୍ରଶ୍ନ କରି କଥାବାର୍ତ୍ତା ଆରମ୍ଭ କରି ପାରିବେ ।

ଆପଣ ଯଦି ପ୍ରଥମ ସାକ୍ଷାତରେ ହିଁ ସବୁ କିଛି କହିବାକୁ ଚେଷ୍ଟା କରିବେ ତେବେ ଆପଣ କିଛି ବି କରି ପାରିବେ ନାହିଁ । ପ୍ରଥମ ଥରରେ କିଛି ବି ହୋଇ ପାରିବ ନାହିଁ । ଏମିତିରେ ଆପଣ ତାଙ୍କ ସହିତ କିଛି ବି କଥା ହୁଅନ୍ତୁ ଯେମିତି କି ବହି ମାଗନ୍ତୁ, କି ରାସ୍ତା ପଚାରନ୍ତୁ ଇତ୍ୟାଦି । ଏହିଭଳି କରିବା ପରେ ଆପଣ ଯେତେବେଳେ ଘରକୁ ଆସିବେ ତେବେ ଆପଣଙ୍କ ମନକୁ ଶାନ୍ତି ମିଳିବ । ଏହା ପରେ ଦ୍ଵିତୀୟ ଥର ଯେତେବେଳେ ଆପଣଙ୍କୁ ଚାନ୍ସ ମିଳିବ କଥାବାର୍ତ୍ତା ହେବା ପାଇଁ ତେବେ ଆପଣ ତାଙ୍କୁ ପ୍ରଶ୍ନ ପଚାରନ୍ତୁ । ଏମିତିରେ ସେ ଧୀରେ ଧୀରେ ଆପଣଙ୍କ ପ୍ରତି ପ୍ରଭାବିତ ହେବାକୁ ଲାଗିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।