ଓଡ଼ିଆ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା Child Artist ମାନେ କେତେ ଟଙ୍କା ଦରମା ପାଆନ୍ତି ? କଣ ଆପଣ ଜାଣନ୍ତି ?

ଓଲିଉଡ ଦୁନିଆର ଶିଶୁ କଳାକାରମାନଙ୍କୁ ତ ଆପଣମାନେ ଭଲ ଭାବରେ ଚିହ୍ନିଥିବେ । ଏହା ସହିତ ସେମାନଙ୍କର ଅଭିନୟ ବି ଦେଖିଥିବେ । କହିବାକୁ ଗଲେ ବର୍ତ୍ତମାନ ସମୟରେ ସିରିଏଲର ମୁଖ୍ୟ କିରଦାରରେ ଅଭିନୟ କରୁଥିବା କଳାକାରମାନଙ୍କ ଭଳି ସିରିଏଲରେ ଅଭିନୟ କରୁଥିବା ଶିଶୁ କଳାକାରମାନେ ବି ବହୁତ ଚର୍ଚିତ ରହୁଛନ୍ତି । ବିଶେଷ କରି ସେମାନେ ନିଜର ଅଭିନୟ ଓ ଦୁଷ୍ଟାମି ଗୁଣ ଯୋଗୁ ଦର୍ଶକମାନଙ୍କର ପସନ୍ଦିତା ବି ହୋଇଯାଉଛନ୍ତି ।

ଆଜି ଆମେ ଆପଣଙ୍କୁ ଓଡିଆ ସିରିଏଲରେ ନଜର ଆସୁଥିବା କିଛି ଲୋକପ୍ରିୟ ଶିଶୁ କଳାକାରମାନଙ୍କ ବିଷୟରେ କହିବୁ ଏହା ସହିତ କହିବୁ କି ସେମାନେ ଗୋଟିଏ ସିରିଏଲ ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ।

ବୀର

ବୀର ସିରିଏଲ ‘ତାରା ତାରଣୀ’ରେ ଶିଶୁ କଳାକାର ରୂପରେ ନଜର ଆସେ । ସେ ନିଜର ଅଭିନୟ ପାଇଁ ବହୁତ ଚର୍ଚିତ ମଧ୍ୟ ଥାଏ । କହିଦେଉଛୁ କି ବୀର ଏହି ସିରିଏଲର ଗୋଟିଏ ଏପିସୋଡ କରିବା ପାଇଁ ୪,୦୦୦ ଟଙ୍କା ନେଇଥାଏ ।

ଚିମ୍ପୁ

ଚିମ୍ପୁକୁ ଆପଣ ସମସ୍ତେ ‘ସଂପର୍କ ହୃଦୟ’ ସିରିଏଲରେ ଦେଖିଥିବେ । ଚିମ୍ପୁ ଏକ ରିୟାଲିଟି ଶୋ ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଗୋଡ ଦେଇଥିଲା । ଚିମ୍ପୁ ଏହି ସିରିଏଲର ଗୋଟିଏ ଏପିସୋଡ କରିବା ପାଇଁ ୪,୦୦୦ ଟଙ୍କା ନେଇଥାଏ ।

ଦୁର୍ଜୟ ଓ ସ୍ତୁତି

ସିରିଏଲ ‘ଦୂର୍ଗା’ରେ ଏହି ଦୁଇ ଶିଶୁ କଳାକାର ନଜର ଆସନ୍ତି । ଏମାନଙ୍କ ଅଭିନୟ ବି ବହୁତ ସୁନ୍ଦର ଅଟେ । କିନ୍ତୁ ବର୍ତ୍ତମାନ ଦୂର୍ଗା ସିରିଏଲ ସମାପ୍ତ ହୋଇଯାଇଛି । ସେହି ସମୟରେ ଏମାନେ ଗୋଟିଏ ଏପିସୋଡ ପାଇଁ ୬,୦୦୦ ଟଙ୍କା ନେଉଥିଲେ ।

ମାନି

ମାନିନୀ ସିରିଏଲରେ ମାନି ବହୁତ ସୁନ୍ଦର ଅଭିନୟ କରନ୍ତି । ମାନିର ଅଭିନୟ ବି ସମସ୍ତ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ । କହିଦେଉଛୁ କି ମାନି ଗୋଟିଏ ଏପିସୋଡ ପାଇଁ ୭,୦୦୦ ଟଙ୍କା ନିଅନ୍ତି ।

ପରି

ପରି ସିରିଏଲ ‘ପରି’ରେ ନଜର ଆସେ । ପରି ଏହି ସିରିଏଲର ଗୋଟିଏ ଏପିସୋଡ ବାବଦରେ ୮,୦୦୦ ଟଙ୍କା ନିଏ ।

ଅନିମେଶ ଘୋଷ

ଅନିମେଶ ଘୋଷ ବହୁତ ଫିଲ୍ମରେ ଅଭିନୟ କରିଛି । ଅନିମେଶ ଘୋଷ ଗୋଟିଏ ଫିଲ୍ମ କରିବା ପାଇଁ ୨୫ ହଜାର ଟଙ୍କା ନେଇଥାଏ ଓ ସେ ଗୋଟିଏ ବର୍ଷ ମଧ୍ୟରେ ୩ – ୪ ଫିଲ୍ମରେ ନଜର ଆସିଥାଏ ।

ରାଜା

ଟିଭିରେ ପ୍ରସାରିତ ହେଉଥିବା ଓଡିଆ ଧାରାବାହିକ ‘ତୁ ମୋ ଜୀବନସାଥି’ ସିରିଏଲରେ ଆପଣ ଶିଶୁ କଳାକାର ରାଜାକୁ ଦେଖିଥିବେ । ରାଜା ଗୋଟିଏ ଏପିସୋଡ କରିବା ପାଇଁ ୧୦,୦୦୦ ଟଙ୍କା ନେଇଥାଏ ।

ରାନୀ

ରାନୀ ସିରିଏଲରେ ରାନୀର କିରଦାର କରୁଥିବା ଶିଶୁ କଳାକାର ଏହି ଧାରାବାହିକର ଗୋଟିଏ ଏପିସୋଡ କରିବା ପାଇଁ ୧୨ ହଜାର ଟଙ୍କା ନେଉଥିଲା । କିନ୍ତୁ ଏହି ସିରିଏଲଟି ବର୍ତ୍ତମାନ ସମୟରେ ବନ୍ଦ ହୋଇ ଯାଇଛି ।

ତାରା ତାରାଣୀ

‘ତାରା ତାରାଣୀ’ ସିରିଏଲରେ ତାରିଣୀର ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥାଏ । ଏହି ସିରିଏଲର ଗୋଟିଏ ଏପିସୋଡ ପାଇଁ ତାରିଣୀ ୧୨,୦୦୦ ଟଙ୍କା ନେଇଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।