ଓଡିଶାର ଫେମସ Singer Ira Mohanty ଙ୍କ Family & Biography

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣ ମାନେ ଅଲିଉଡ ଷ୍ଟାର ଓ ସିଙ୍ଗର ମାନଙ୍କୁ ତ ଭଲଭାବେ ଜାଣିଥିବେ । ଏମାନେ ନିଜ ଜୀବନରେ ବହୁତ କଷ୍ଟ କରି ସଂଘର୍ଷ କରି ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ନିଜର ଦମଦାର ପଦର୍ଶନ ପାଇଁ ଏମାନେ ଓଡିଶା ବାସୀଙ୍କ ମନକୁ ଜିତି ବହୁତ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଏମିତି ହିଁ ଏକ ବହୁତ ଲୋକପ୍ରିୟ ସିଙ୍ଗରଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ସେ ନିଜ ଜୀବନରେ ବହୁତ କଷ୍ଟ କରି ଅଲିଉଡରେ ସଫଳତା ପାଇଛନ୍ତି । ଏହି ସିଙ୍ଗରଙ୍କୁ ଆପଣ ମାନେ ମଧ୍ୟ ଭଲ ଭାବେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡର ଫେମସ ସିଙ୍ଗର ଇରା ମହାନ୍ତି ।

ତେବେ ଆପଣ ମାନେ ଓଡିଶାର ଫେମସ ସିଙ୍ଗର ଇରା ମହାନ୍ତିଙ୍କୁ ନିଶ୍ଚୟ ଜାଣିଥିବେ । ଇରା ମହାନ୍ତି ହେଉଛନ୍ତି ଅଲିଉଡ ଦୁନିଆ ଓ ଆଲବମର ଲୋକପ୍ରିୟ ସିଙ୍ଗର । ଇରା ମହାନ୍ତିଙ୍କ ସମସ୍ତ ଗୀତ ସୁପର ହିଟ ହୋଇଛି । ଦର୍ଶକ ମାନେ ଇରା ମହାନ୍ତିଙ୍କର ଗୀତ ଶୁଣିବା ପାଇଁ ବହୁତ ପସନ୍ଦ ମଧ୍ୟ କରନ୍ତି ।

ଅଧିକାଂଶ ଗୀତରେ ଇରା ମହାନ୍ତି ନିଜର ସୁମଧୁର କଣ୍ଠ ଦେଇ ଆଜି ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି । ଭୁବନେଶ୍ଵର ରେ ଇରା ମହାନ୍ତି ଙ୍କ ଘର । ଇରା ମହାନ୍ତି ବହୁତ ଓଡିଆ ଫିଲ୍ମରେ ଗୀତ ଗାଇଛନ୍ତି । ସେ ଗାଇଥିବା ସମସ୍ତ ଗୀତ ସୁପର ହିଟ ହୋଇଛି । ଇରା ସବୁବେଳେ ଖୁସି ହୋଇ ରୁହନ୍ତି । ଇରା ମହାନ୍ତି ନିଜ ପରିବାରକୁ ବହୁତ ପ୍ରେମ କରନ୍ତି ।

ଇରା ନିଜର ଟ୍ୟାଲେନ୍ଟ ଓ କଷ୍ଟ ମାଧ୍ୟମରେ ଅଲିଉଡ ଦୁନିଆରେ ଏତେ ବଡ ସଫଳତା ପାଇଛନ୍ତି । ଇରା ମହାନ୍ତି ଫିଲ୍ମ ବ୍ୟତୀତ କେତେକ ଓଡିଆ ଆଲବମରେ ମଧ୍ୟ ଗୀତ ଗାଇଛନ୍ତି । ତାଙ୍କର ସମସ୍ତ ଓଡିଆ ଆଲବମ ମଧ୍ୟ ସୁପର ହିଟ ହୋଇଛି ।

ଓଡିଶାରେ ଘରେ ଘରେ ସେ ବେଶ ଲୋକପ୍ରିୟ । ଇରାଙ୍କର ଗୀତ ଶୁଣିବା ପାଇଁ ପ୍ରାୟ ସବୁ ଓଡିଆ ଙ୍କୁ ବହୁତ ଭଲ ଲାଗିଥାଏ । ସେଥିପାଇଁ ସମସ୍ତେ ଇରାଙ୍କୁ ପସନ୍ଦ କରନ୍ତି । ଅଲିଉଡ ଦୁନିଆରେ ଇରା ନିଜର ଏକ ନିର୍ଦ୍ଧିଷ୍ଟ ପରିଚୟ କରିସାରିଛନ୍ତି ଓ ନିଜ କଷ୍ଟରେ ସେ ଅଲିଉଡରେ ସଫଳତା ମଧ୍ୟ ପାଇଛନ୍ତି ।

ଇରା ମହାନ୍ତି ଙ୍କ ବାପାଙ୍କ ନାମ ଜିତେନ୍ଦ୍ର ମହାନ୍ତି ଓ ମାତାଙ୍କ ନାମ କଳ୍ପନା ମହାନ୍ତି। ଇରାଙ୍କ ବାପା ବାଳକାଟି, ଖୋର୍ଦ୍ଧା’ର ବାସିନ୍ଦା ଅଟନ୍ତି । ଜିତେନ୍ଦ୍ର ମହାନ୍ତି ଓଡ଼ିଶା ବିଧାନ ସଭାର ଜଣେ ଅଧୀକ୍ଷକ ଥିଲେ। ସେ ଭୁବେନଶ୍ବର ସ୍ଥିତ ସୁଭଦ୍ରା ମହତାବ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବାବେଳେ ବିଜେବି ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ।

ସେ ବିଜେବିରେ ପାଠ ପଢ଼ିବୋବେଳ ସେ ସଂଗୀତ ଶିକ୍ଷାକୁ ନିଜର ଏକ ବିଷୟ ଭାବେ ନେଇଥିଲେ। ତେବେ ତାଙ୍କୁ ତାଙ୍କ ମାଆ କଳ୍ପନା ମହାନ୍ତି ଗୀତ ଗାଇବା ପାଇଁ ବହୁତ ଉତ୍ସାହିତ କରିଥିଲେ। ସଂଗୀତ ନିଦ୍ଦେ’ଶକ ବାଳକୃଷ୍ନ ଦାଶ ତାଙ୍କୁ ପ୍ରେରିତ କରିଥିଲା। ଚାରି ବର୍ଷ’ ବୟସରେ ସେ ‘ହୃଦୟର ଏହି ଶୁନ୍ୟତାକୁ’ ଗୀତଟିକୁ ବିନା କୌଣସି ବାଧାରେ ଗାଇ ସମସ୍ତଙ୍କୁ ଆଶ୍ଚଯ୍ୟ’ କରିଥିଲେ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଇରା ମହାନ୍ତି କେମିତି ଲାଗନ୍ତି ବା ତାଙ୍କର ଗୀତ ଆପଣଙ୍କୁ କେମିତି ଲାଗେ ଆମକୁ ନିଶ୍ଚିତ କମେନ୍ଟ କରି ଜଣାନ୍ତୁ ଓ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।