ସୁନ୍ଦରତା ରେ ବଲିଉଡ ହିରୋଇନଙ୍କୁ ପଛରେ ପକାଇଦେବେ ଏହି 5 ନେପାଳୀ ହିରୋଇନ, ଦେଖିଲେ ଆଖି ଲାଖି ରହିଥିବ

ବଲିଉଡ ର ଅଭିନେତ୍ରୀ ମାନେ ଅଲଗା ଅଲଗା ଜାଗାରୁ ଆସିଥାନ୍ତି । କିନ୍ତୁ ଆଜି ସେହି ଅଭିନେତ୍ରୀ ମାନେ ବଲିଉଡ ରେ ନିଜର ଖାସ ପରିଚୟ ସୃଷ୍ଟି କରିସାରିଛନ୍ତି । ବଲିଉଡ ଅଭିନେତ୍ରୀ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । କିନ୍ତୁ ନେପାଳୀ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ସୁନ୍ଦରତା ରେ ବଲିଉଡ ଅଭିନେତ୍ରୀ ଙ୍କୁ ପଛରେ ପକାଇଦେବେ । ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କୁ ବିଷୟରେ ।

ଆଲିଶା ରାୟ:- ନେପାଳ ର ହଟେଷ୍ଟ ଏବଂ ସୁନ୍ଦର ଅଭିନେତ୍ରୀ ମାନଙ୍କ ଭିତରୁ ଆଲିଶା ଜଣେ ଅଟନ୍ତି । କେବଳ ଅଭିନେତ୍ରୀ ନୁହନ୍ତି ଅଲିଶା ଜଣେ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ନେପାଳୀ ଫିଲ୍ମ ଲୁଟ ୨ ରେ ନିଜ ଡ୍ୟାନ୍ସ ପାଇଁ ବହୁତ ଚର୍ଚ୍ଚାରେ ରହିଥିଲେ ଆଲିଶା ।

ଅଦିତି:-ନେପାଲ ର ସୁନ୍ଦରୀ ଅଟନ୍ତି ଅଦିତି । ସେ ଦେଖିବାକୁ ଏତେ ସୁନ୍ଦର ଯେ ସମସ୍ତେ ତାଙ୍କର ଦିୱାନା । ଅଦିତି ବହୁତ ସୁପରହିଟ ଫିଲ୍ମ ରେ କାମ କରିସାରିଛନ୍ତି । ଅଦିତି ବହୁତ ପଞ୍ଜାବୀ ଗୀତରେ ମଧ୍ୟ କାମ କରିଛନ୍ତି । ଅଦିତି ନିଜ ଅଭିନୟ ପାଇଁ ବହୁତ ପ୍ରସିଦ୍ଧ । ଅଦିତି ଙ୍କ ଫ୍ୟାନସ ମାନେ ତାଙ୍କୁ ସବୁବେଳେ ପସନ୍ଦ କରିଥାନ୍ତି ଏବଂ ତାଙ୍କୁ ଦେଖିବାକୁ ଇଚ୍ଛା ରଖିଥାନ୍ତି ।

ସମ୍ରାଗି ରାଜ୍ୟଲକ୍ଷ୍ମି ସାହ:- ଏହି ଅଭିନେତ୍ରୀ ନେପାଲ ର ରାଜ ଘର ସହ ସମ୍ବନ୍ଧ ରଖନ୍ତି । ନେପାଳୀ ସିନେମା ର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ସମ୍ରାଗି । ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କିଣିଥାନ୍ତି ସମ୍ରାଗି । ନ୍ୟାସନାଲ ଫିଲ୍ମ ପୁରସ୍କାର ହାସିଲ କରିଛନ୍ତି ସମ୍ରାଗି । ତାଙ୍କର ସୋସିଆଲ ମିଡିଆରେ ବହୁତ ଫ୍ୟାନସ ଅଛନ୍ତି ।

ନମ୍ରତା ଶ୍ରେଷ୍ଟ:- ନେପାଳୀ ଫିଲ୍ମ ରେ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ମଡେଲ ଅଟନ୍ତି ନମ୍ରତା । ସେ ଦେଖିବାକୁ ଏତେ ସୁନ୍ଦର କି ତାଙ୍କୁ ଦେଖିବା ପରେ ସମସ୍ତେ ତାଙ୍କର ଦିୱାନା ହୋଇଯାଆନ୍ତି । ନମ୍ରତା ବହୁତ ଫିଲ୍ମ ରେ କାମ କରିଛନ୍ତି ସେଥିପାଇଁ ତାଙ୍କୁ ବହୁତ ପୁରସ୍କାର ମଧ୍ୟ ମିଳିଛି । ନମ୍ରତା ନିଜର ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ସୃଷ୍ଟି ଶ୍ରେଷ୍ଟ:-ନେପାଲ ର ଅଭିନେତ୍ରୀ ସହିତ ମଡେଲ ଅଟନ୍ତି ସୃଷ୍ଟି । ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ମୋହିତ କରିଥାନ୍ତି ସୃଷ୍ଟି । ସେ ଦେଖିବାକୁ ଏତେ ସୁନ୍ଦର କି ତାଙ୍କ ଫ୍ୟାନସ ମାନେ ତାଙ୍କର ଫିଲ୍ମ ଆସିବାର ଅପେକ୍ଷା କରିଥାନ୍ତି । ସୃଷ୍ଟି ଙ୍କୁ ନେପାଳୀ ରାଷ୍ଟ୍ର ପୁରସ୍କାର ମିଳିଛି । ସୋସିଆଲ ମିଡିଆରେ ସୃଷ୍ଟି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ।

ତେବେ ଆପଣଙ୍କ ପସନ୍ଦ ଅଭିନେତ୍ରୀ କିଏ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।