ଯେତେବେଳେ ଖରାପ ଡ୍ରେସ ପିନ୍ଧିବା କାରଣରୁ Disha Patani ଙ୍କ ସହ ସ୍ଟେଜ ଉପରେ ହିଁ ଝଗଡା କରିଲେ Tiger Shroff, ହେଲା ବ୍ରେକଅପ

ଟାଇଗର ଶ୍ରଫ ଓ ଦିଶା ପାଟନୀଙ୍କ ଅଫେୟାର ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଟାଇଗର ଶ୍ରଫ ଓ ଦିଶା ପାଟନୀ ଏକା ସହିତ ପ୍ରାୟତଃ କୌଣସି ନା କୌଣସି ଇଭେଣ୍ଟ ଓ ଆୱାର୍ଡ ଫଙ୍କସନରେ ନଜର ଆସିଥାନ୍ତି । ଏହା ସହିତ କେତେ ଥର ଏମାନେ ପରସ୍ପରକୁ କିସ କରୁଥିବାର ବି ନଜର ଆସି ଯାଆନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହି ଯୋଡି ପରସ୍ପର ଉପରେ ରାଗି ଯାଇଛନ୍ତି ଓ ଏହା ବି ଶୁଣିବାକୁ ମିଳୁଛି କି ଦୁଇ ଜଣଙ୍କର କଥା ବ୍ରେକଅପ ପର୍ଯ୍ୟନ୍ତ ବି ଚାଲି ଆସିଛି ।

ସବୁବେଳେ ଚର୍ଚାରେ ରହୁଥିବା ଟାଇଗର ଶ୍ରଫ ଓ ଦିଶା ପାଟନୀ ବର୍ତ୍ତମାନ ସମୟରେ ଛୋଟ ଛୋଟ କଥାକୁ ନେଇ ଝଗଡା କରୁଛନ୍ତି । କହିବାକୁ ଗଲେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ର ଫିଲ୍ମର ଶୁଟିଙ୍ଗ ସମୟରେ ଏହା ଖବର ଆସୁଥିଲା କି ଟାଇଗର ଶ୍ରଫ ଅଭିନେତ୍ରୀ ତାରା ସୁତାରିୟାଙ୍କ ସହ ବହୁତ ସମୟ ଅତିବହିତ କରୁଥିଲେ ।

ଅନ୍ୟ ପଟେ ଫିଲ୍ମ ମଲଙ୍ଗ ଫିଲ୍ମର ଶୁଟିଙ୍ଗ ସମୟରେ ବି ଅଭିନେତ୍ରୀ ଦିଶା ପାଟନୀଙ୍କ ନାମ ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ଯୋଡା ଯାଇଥିଲା । କିନ୍ତୁ କିଛି ସମୟ ପରେ ଦୁଇ ଜଣ ଏହି ଏହି ଖବରକୁ ଭୁଲ ବୋଲି କହି ପରସ୍ପର ସହ ବୁଲୁଥିବାର ନଜର ଆସିଥିଲେ । ଲକଡାଉନ ସମୟରେ ଯେତେବେଳେ ଦିଶା ଟାଇଗରଙ୍କ ଘରେ ରହୁଥିଲେ ତେବେ ସେହି ସମୟରୁ ହିଁ ଦୁଇ ଜଣଙ୍କ ମଧ୍ୟରେ କୌଣସି ନା କୌଣସି କଥାକୁ ନେଇ ବିବାଦ ହେଉଥାଏ ।

କହିଦେଉଛୁ କି ଦିଶା ପାଟନୀ ଟାଇଗରଙ୍କ ଭଉଣୀଙ୍କର ସହ ବହୁତ ଭଲ ବନ୍ଧୁ ଅଟନ୍ତି । କିନ୍ତୁ ଟାଇଗରଙ୍କ ମା ଆୟଶା ଶ୍ରଫ ଓ ତାଙ୍କର ପିତା ଜ୍ୟାକି ଶ୍ରଫଙ୍କ ସହ ଦିଶାଙ୍କ ସମ୍ପର୍କ ବିଶେଷ କିଛି ଭଲ ନୁହେଁ । ଏହାର ଅସଲ କାରଣ ଦିଶାଙ୍କ ବୋଲ୍ଡନେସ ବି ଅଟେ । କାରଣ ଦିଶା ପ୍ରାୟତଃ ବୋଲ୍ଡ ଅନ୍ଦାଜରେ ନଜର ଆସିଥାନ୍ତି । ଏହା ସହିତ ଜ୍ୟାକି ଶ୍ରଫଙ୍କୁ ଦିଶାଙ୍କ ଡ୍ରେସ ଓ ଫିଲ୍ମରେ ଆଇଟମ ଗୀତ କରିବା ବିଲକୁଲ ବି ପସନ୍ଦ ନୁହେଁ ।

ଅନ୍ୟ ଅପଟେ ଦିଶାଙ୍କ କେଲଭିନ କେନ ବ୍ରାଣ୍ଡ ପାଇଁ ଦରକାର ଠାରୁ ଅଧିକ ବୋଲ୍ଡ ଅନ୍ଦାଜରେ ଫୋଟୋସୁଟ କରିବା ବି ବିଲକୁଲ ପସନ୍ଦ ନୁହେଁ । ଏହା ଛଡା ଦୁଇ ଜଣ ଥରେ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ଦୁଇଜଣ ପରସ୍ପରକୁ ନେଇ ବହୁତ ସିରିୟସ ଅଛନ୍ତି ଓ ବେଳେ ବେଳେ ପରସ୍ପରକୁ ଅସୁରକ୍ଷିତ ବି ମାନେ କରନ୍ତି । ଯେଉଁ କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଛୋଟ ଛୋଟ ଝଗଡା ବି ହୋଇଯାଏ ।

କିନ୍ତୁ ବର୍ତ୍ତମାନ ଖବର ଆସୁଛି କି ଟାଇଗର ନିଜର ପିତା ଓ ମାତାଙ୍କ କହିବା ଅନୁସାରେ ଦିଶାଙ୍କ ଠାରୁ ନିଜର ରାସ୍ତା ଅଲଗା କରି ଦେଇଛନ୍ତି । କିନ୍ତୁ ଅସଲ ସତ କଣ ଏହା ଦିଶା ଓ ଟାଇଗର ହିଁ ଜାଣିଛନ୍ତି । କିନ୍ତୁ ବହୁତ ସମୟ ହେବ ଦୁଇ ଜଣ ହିଁ ନିଜର ଇଂସ୍ଟାଗ୍ରାମରେ କୌଣସି ବି ଫଟୋ କିମ୍ବା ଭିଡିଓ ଶେୟାର କରି ନାହାନ୍ତି । ଯେଉଁ କାରଣରୁ ଜଣା ପଡି ଯାଉଛି କି ଦୁଇ ଜଣଙ୍କର ବ୍ରେକପଅ ହୋଇ ଯାଇଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।