ସ୍ୱାମୀ ରାଗିଯାଇ ସ୍ତ୍ରୀ କୁ କହିଲା ତୁମେ କଣ ମୋତେ କୁକୁର କହିଲ ? ସ୍ତ୍ରୀ ଚୁପ ରହିଗଲା… ଏହା ସହିତ ଆହୁରି 9ଟି Jokes

ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।

୧ – ୱେଲଡିଂ ଓ ୱେଡିଙ୍ଗ ମଧ୍ୟରେ କଁ ଫରକ ଅଛି ?

କହିବାକୁ ଗଲେ ୱେଲଡିଂରେ ପ୍ରଥମେ ନିଆଁ ବାହାରେ

ଓ ପରେ ସବୁଦିନ ପାଇଁ ଗଠ ବନ୍ଧନ ହୋଇଯାଏ

କିନ୍ତୁ ୱେଡିଙ୍ଗରେ ପ୍ରଥମେ ଗଠବନ୍ଧନ ହୋଇଥାଏ

ଓ ପରେ ସବୁଦିନ ନିଆଁ ବାହାରେ……..

୨ – ଆଜି ମୁଁ ମୋ ସ୍ତ୍ରୀ କୁ କହିଲି

ଆମେ ମିଶି କୋରୋନା ସହିତ ଲଢ଼ିବା

ଓ ତାକୁ ହରେଇବା

ମୋ ସ୍ତ୍ରୀ ମୋତେ କହିଲା –

ମୋର କୋରୋନା ସହିତ ଜମିବନି

ମୁଁ ତୁମ ସହିତ ହିଁ ଲଢ଼ିବି……..

୩ – ରୋଗୀ – ଡାକ୍ତର ବାବୁ ମୁଁ ସବୁ କଥା ସଙ୍ଗେ ସଙ୍ଗେ ଭୁଲି ଯାଉଛି ।

ଡାକ୍ତର – ତେବେ ତୁମେ ପ୍ରଥମେ ମୋର ଫିସ ଦେଇ ଦିଅ

ନଚେତ ଔଷଧ ନେବା ପରେ

ଯଦି ଫିସ ଦବା କଥା ଭୁଲି ଯିବ ତେବେ…

୪ – ସ୍ତ୍ରୀ – ଆଜି ମୁଁ କିଛି ଏମିତି କରିଛି

ଯାହା ଦ୍ଵାରା ତୁମର ସବୁ ଗରମ ଗାୟବ ହୋଇଯିବ

ସ୍ୱାମୀ – ଏମିତି କଣ କରିଛ କି ?

ସ୍ତ୍ରୀ – ଆଜି ମୁଁ ନବରତ୍ନ ତେଲରେ ପକୁଡି ବନେଇଛି….

୫ – ସ୍ତ୍ରୀ – ମୋର ଭଦ୍ରାମି ତ ଦେଖ

ମୁଁ ତୁମକୁ ନ ଦେଖି ବିବାହ କରିଲି

ସ୍ଵାମୀ – ଆଉ ମୋର ଭଦ୍ରାମି ଦେଖ

ମୁଁ ତୁମକୁ ଦେଖିକି ବି ମନା କରି ପାରିଲି ନାହିଁ…….

୬ – ଭାରତରେ ସ୍ତ୍ରୀ ମାନଙ୍କ ଦ୍ଵାରା

ସ୍ଵାମୀମାନଙ୍କୁ ସବୁଠୁ ଅଧିକ

ଖାଇବାକୁ ଦିଆ ଯାଉ ଥିବା ଖାଦ୍ୟ ହେଲା

ଖାଅ ମୋ ରାଣ……

୭ – ଗୋଟିଏ ଚୋର ଚୋରି କରି ଘରକୁ ଯାଉଥିଲା

ସେତିକିବେଳେ ସୋନୁର ଆଖି ଖୋଲିଗଲା

ଶୋନୁ କହିଲା – ମୋ ସ୍କୁଲ ବ୍ୟାଗ ତ ନଇଜା ଚୋର

ନ ହେଲେ ଚିତ୍କାର କରି ସମସ୍ତଙ୍କୁ କହିଦେବି…..

୮ – ସ୍ୱାମୀ ରାଗିଯାଇ ସ୍ତ୍ରୀ କୁ କହିଲା

ତୁମେ କଣ ମୋତେ କୁକୁର କହିଲ ?

ସ୍ତ୍ରୀ ଚୁପ ରହିଗଲା

ଏହିଭଳି ବାରମ୍ବାର ପ୍ରଶ୍ନ କରିବା ପରେ

ସ୍ତ୍ରୀ କହିଲା – ଭୋକିବା ବନ୍ଦ କର…..

୯ – ଚଉଠି ରାତି ପରେ ସ୍ବାମୀ ସ୍ତ୍ରୀକୁ ପଚାରିଲା କେମିତି ଲାଗୁଛି ….?

ସ୍ତ୍ରୀ ଲାଜେଇ ଯାଇ କହିଲା….

ତମେ ତ ମୋ କଲେଜର ଦିନ

କଥା ମନେ ପକାଇ ଦେଲ…

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।