ଜାହ୍ନବୀଙ୍କର ଏହି ଅଭ୍ୟାସ ଯୋଗୁ ବିରକ୍ତ ହେଇ ସାରିଲେଣି ବୋନୀ କପୁର, ଭାଇରାଲ ହେଲା ବାପା – ଝିଅଙ୍କର ଏହି Whatsapp ଚାଟ

ବର୍ତ୍ତମାନ ସମୟରେ ବଲୀଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କର ଚର୍ଚା ସବୁଆଡେ ଚାଲିଛି । ଚର୍ଚା ତାଙ୍କର ଫିଲ୍ମ ବିଷୟରେ ନୁହେଁ, ତାଙ୍କର ପର୍ସନଲ ଲାଇଫକୁ ନେଇ ଚାଲିଛି । ଫିଲ୍ମ ‘ଧଡକ’ରୁ ଜାହ୍ନବୀ କପୁର ବହୁତ ଲୋକ ପ୍ରିୟତା ପାଇଥିଲେ । କିନ୍ତୁ ତାଙ୍କ ପିତାଙ୍କର ଗୋଟିଏ ଅଭିଯୋଗ ଅଛି । ଏମିତିରେ ପିତା ଏବଂ ଝିଅ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । କିନ୍ତୁ ବର୍ତ୍ତମାନ ନିଜର ଝିଅକୁ ନେଇ ବୋନୀ କପୁର ବହୁତ ଗମ୍ଭୀର ଅଛନ୍ତି ।

ଏବଂ ଜାହ୍ନବୀଙ୍କର ଗୋଟିଏ ଅଭ୍ୟାସ ପାଇଁ ବହୁତ ଚିନ୍ତିତ ମଧ୍ୟ ଅଛନ୍ତି । ତେବେ ଚାଳନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?

ବାପା ବୋନୀ କପୁରଙ୍କୁ ଜାହ୍ନବୀଙ୍କର ଗୋଟିଏ ଅଭ୍ୟାସ ବିଲକୁଲ ପସନ୍ଦ ନୁହେଁ, ଯାହାକୁ ତାଙ୍କ ଠାରୁ ଦୂର କରିବା ପାଇଁ ସେ ବହୁତ ଚେଷ୍ଟା କରୁଛନ୍ତି । ମାମଲା ଏତେ ବଢି ଗଲାଣି ଯେ ଜାହ୍ନବୀ କପୁର ନିଜ ବାପାଙ୍କର ଏକ whaatsapp ଚ୍ୟାଟ ଶେୟାର କରିଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।

ଜାହ୍ନବୀ କପୁରଙ୍କୁ ଅଛି ସବୁଠୁ ବଡ ଅଭ୍ୟାସ

ଜାହ୍ନବୀ କପୁରଙ୍କୁ ବୋନୀ କପୁର ଗୋଟିଏ ଖବର କାଗଜର କଟିଙ୍ଗ ପଠାଇଛନ୍ତି, ଯେଉଁଥିରେ ଲେଖା ହୋଇଛି କି ‘କଣ ଆପଣଙ୍କୁ ଏକ୍ସରସାଇଜ କରିବାର ଅଭ୍ୟାସ ଅଛି ।‘ ଖବର କାଗଜରେ ଲେଖା ହୋଇଛି କି ଏକ ସୂଚନା ଅନୁସାରେ ନିଜର ଫିଟନେସକୁ ସଠିକ କରିବା ପାଇଁ ଅଧିକ ୱର୍କଆଉଟ କରିବା ଆପଣଙ୍କର ଶରୀରର ପାଇଁ ବହୁତ ହାନିକାରକ ହୋଇପାରେ ।

କହିବାକୁ ଗଲେ ଜାହ୍ନବୀ କପୁର ନିଜକୁ ଫିଟ ରଖିବା ପାଇଁ ଅଧିକରୁ ଅଧିକ ୱର୍କଆଉଟ କରୁଛନ୍ତି, ଯେଉଁ କାରଣରୁ ବୋନୀ କପୁର ଅଧିକ ଚିନ୍ତିତ ଅଛନ୍ତି । ଏହି ଅଭ୍ୟାସରୁ ସେ ଜାହ୍ନବୀଙ୍କୁ ମୁକ୍ତି କରିବା ପାଇଁ ଚାହୁଁଛନ୍ତି ।

ମୋ ଝିଅକୁ ନଜର ଅନ୍ଦାଜ କରାଯାଏ

ବୋନୀ କପୁର ଗୋଟିଏ ଇଣ୍ଟରଭିୟୁରେ କହିଲେ କି ମୋ ଝିଅମାନଙ୍କୁ ଅଧିକ ଲୋକପ୍ରିୟାତା ମିଳୁ ନାହିଁ । କିନ୍ତୁ କହିଲେ କି ସାରା ଅଲୀ ଖାନଙ୍କୁ ଅଧିକ ଲାଇମ ଲାଇଟ ମିଳୁଛି । ଏବଂ ଏଥିପାଇଁ ମୁଁ ଚିନ୍ତିତ ଅଛି, କାରଣ ମୋ ଝିଅମାନଙ୍କୁ ନଜର ଅନ୍ଦାଜ କରାଯାଉଛି । ବୋନୀ କପୁରଙ୍କୁ ଏହି କଥାର ଚିନ୍ତା ଅଛି କି ତାଙ୍କ ଝିଅ ଜାହ୍ନବୀ କପୁରଙ୍କୁ ସାରା ଅଲୀ ଖାନଙ୍କ ଭଳି ପପୁଲରିଟୀ ମିଳୁ ନାହିଁ । ଯେଉଁ କାରଣରୁ ଜାହ୍ନବୀ ଦୁଖୀ ଅଛନ୍ତି ।

ଫିଲ୍ମରେ ଧଡକରେ କରି ସାରିଛନ୍ତି ଦମଦାର ଅଭିନୟ

କହିଦେଉଛୁ ଯେ ଫିଲ୍ମ ‘ଧଡକ’ ଜରିଆରେ ଜାହ୍ନବୀ ବଲୀଉଡରେ ପାଦ ରଖିଥିଲେ । ଏବଂ ବର୍ତ୍ତମାନ ସେ ନିଜର ଆସନ୍ତା ଫିଲ୍ମରେ ବ୍ୟସ୍ଥ ଅଛନ୍ତି । ଫିଲ୍ମ ଧଡକରେ ଜାହ୍ନବୀ ଦମଦାର ଅଭିନୟ କରିଥିଲେ, ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ବର୍ତ୍ତମାନ କିନ୍ତୁ ଦେଖିବାର ଅଛି ଜାହ୍ନବୀ ନିଜର ଆସନ୍ତା ଫିଲ୍ମରେ କେତେ ଲୋକପ୍ରିୟତା ହାସଲ କରି ପାରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।