Bollywood ର ଏହି 5 ଜଣ ହିରୋଇନ ଟଙ୍କା ପାଇଁ ଫିଲ୍ମରେ ଦେଲେ ସବୁଠୁ ଅଧିକ ବୋଲ୍ଡ ସୀନ, 2 ନଂ ହିରୋଇନ ତ ନିଜ ଠାରୁ 30 ବର୍ଷ ବଡ ଆକ୍ଟରଙ୍କ ସହ ସବୁ ସୀମା ଟପିଗଲେ

ସମୟ ଅନୁସାରେ ବଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ସୁନ୍ଦର ଅଭିନୟ କରିଥାନ୍ତି । ପୁରୁଣା ଦିନରେ ହେଉଥିବା ଫିଲ୍ମ ଗୁଡିକ ଯେତିକି ସୁନ୍ଦର ଓ ପ୍ରଶଂସାଯୋଗ୍ୟ ଥିଲା ଆଜିକା ଦିନରେ ହେଉଥିବା ଫିଲ୍ମ ଗୁଡିକ ସେତିକି ଅଶ୍ଳୀଳତା ଭାବେ ପ୍ରଦର୍ଶନ ହେଉଛି । ଆଜି କାଲିର ଅଭିନେତ୍ରୀମାନେ ନିଜର ଅଙ୍ଗ ପ୍ରଦର୍ଶନରେ କୁଣ୍ଠାବୋଧ କରୁ ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ଅଭିନୟରେ ବୋଲ୍ଡ କରି ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ନୂଆ ଜାଗା ସୃଷ୍ଟି କରି ପାରିଛନ୍ତି ।

କରିନା କପୁର ଖାନ : କରିନା କପୁର ଆଜିକା ଦିନରେ କୌଣସି ପରିଚୟର ମୋହତାଜ ନୁହେ । କପୁର ପରିବାରରେ ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବେ ସେ ପରିଚିତ ଅଟନ୍ତି । କରିନା ନିଜର ସୁନ୍ଦର ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । କରିନା କପୁର ବହୁତ ଲମ୍ବା ସମୟରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । କରିନା କପୁର “ଚମେଲି” ଓ “ତଲାସ” ଫିଲ୍ମରେ ନିଜ ଅଭିନୟରେ ବୋଲ୍ଡ ରୋଲ କରି ସାରିଛନ୍ତି ।

ଫିଲ୍ମ “ତଲାସ” ରେ ସେ ନିଜର ସୁନ୍ଦର ଅଭିନୟ ପାଇଁ ଆୱାର୍ଡ ପାଇ ସାରିଛନ୍ତି । ୨୦୧୨ ରେ କରିନା ଅଭିନେତା ସେଫ ଅଲ୍ଲୀ ଖାନଙ୍କୁ ବିବାହ କରିବା ପରେ ତଇମୁର ନାମକ ପୁଅକୁ ଜନ୍ମ ଦେଇଥିଲେ । କରିନାଙ୍କ ଆଗାମୀ ଫିଲ୍ମ “ଲାଲ ସିଂହ ଚଡ୍ଡା”ରେ ଅଭିନେତା ଅମିର ଖାନ ନଜର ଆସିବେ ଯାହା ୨୦୨୧ କ୍ରିସମାସରେ ରିଲିଜ ହେବାକୁ ଯାଉଛି । 

ବିଦ୍ୟା ବାଲନ : ବିଦ୍ୟା ବାଲନ ନିଜର ସୁନ୍ଦର ଅଭିନୟ ପାଇଁ ବଲିଉଡ ଜଗତରେ ନିଜର ସ୍ଵତନ୍ତ୍ର ଜାଗା କରି ପାରିଛନ୍ତି । ସେ “ଦି ଡାର୍ଟି ପିକଚର”ରେ ନିଜର ସୁନ୍ଦର ଅଭିନୟ ପାଇଁ ବୋଲ୍ଡ କରିସାରିଛନ୍ତି । ନିଜ ଠାରୁ ୩୦ ବର୍ଷ ବଡ ଅଭିନେତା ନସିରୁଦ୍ଦିନ ଶାହଙ୍କ ସହ ଏହି ଫିଲ୍ମରେ ଜବରଦସ୍ତ ଇଣ୍ଟିମେଟ ସିନ କରିଥିଲେ । ଏହାଛଡା “ବେଗମ ଜାନ” ଫିଲ୍ମରେ ମଧ୍ୟ ନିଜର ବେଷ୍ଟ ଦେଇଥିଲେ ।

ହୁମା କୁରେଶୀ : ଅଭିନେତ୍ରୀ ହୁମା କୁରେଶୀ “ବଦଲାପୁର” ଫିଲ୍ମରେ ନିଜର ବୋଲ୍ଡନେସ ଅଭିନୟ କରିଥିଲେ । ଏହି ଫିଲ୍ମରେ ହୁମା କୁରେଶୀ ଝୀଲମିଲ ନାମକ ଚରିତ୍ରରେ ଅଭିନୟ କରି ବହୁତ ଚର୍ଚ୍ଚାରେ ଆସିଥିଲେ । ଏହି ଫିଲ୍ମରେ ଅଭିନେତା ନବାଜୁଦ୍ଦିନ ସିଦ୍ଧିକିଙ୍କ ପ୍ରେମିକା ଭାବେ ଅଭିନୟ କରି ନିଜର ବେଷ୍ଟ ଦେଇଥିଲେ ।

ନେହାଁ ଧୂପିୟା : ନେହାଁ ଧୂପିୟା ବଲିଉଡ ଜଗତର ଏକ ନାମୀ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ସେ ଫିଲ୍ମ “ଜୁଲି”ରେ ବୋଲ୍ଡ ଚରିତ୍ରରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ସାଧାରଣ ଅଭିନୟ କରି ତେହଲକା ସୃଷ୍ଟି କରିଥିଲେ ।

କଲ୍କ୍କି କୋଚଲୀନ : ଅଭିନେତ୍ରୀ କଲ୍କ୍କି କୋଚଲିନ ନିଜର ସାନଦାର ଅଭିନୟରେ ବଲିଉଡ ଜଗତରେ କାମ କରି ସାରିଛନ୍ତି । ଏହି ଅଭିନେତ୍ରୀ ଜଣକ “ଦେବ ଡି” ଫିଲ୍ମରେ ଚନ୍ଦା ନାମକ ଚରିତ୍ରରେ ନିଜର ସୁନ୍ଦର ଅଭିନୟ କରି ବୋଲ୍ଡ କରିଥିଲେ । ନିର୍ଦେଶକ ଅନୁରାଗ କଶ୍ୟପ ଏହି ଫିଲ୍ମରେ ଅଭିନେତ୍ରୀ କଲ୍କି ନିଜର ସୁନ୍ଦର ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ଆସିଥିଲେ । ୨୦୧୧ରେ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ସହ ବିବାହ କରି ୨୦୧୫ରେ ପୁଣି ଥରେ ଦୁହେଁ ଅଲଗା ହୋଇ ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।