ସ୍ତ୍ରୀ ସ୍ଵାମୀକୁ କହିଲା ତୁମେ ମୋତେ କେତେ ଭଲ ପାଅ! ସ୍ଵାମୀ ଦେଲା ଏମିତି ଉତ୍ତର ଆପଣ ହସି ହସି ଗଡିବେ, ଏହା ସହିତ ଆହୁରି 9ଟି Jokes

ନିଜକୁ ଚିନ୍ତା ମୁକ୍ତ ରଖିବାର ସବୁଠୁ ଭଲ ଉପାୟ ଖୁସିରେ ରହିବା । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏହି ପୋସ୍ଟରେ କିଛି ମଜାଦାର ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ହସିବା ବନ୍ଦ ହେବ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଡବଲ ମୀନିଂଗ ଜୋକ୍ସ ନେଇ ଆସିଛୁ । ଡବଲ ମୀନିଂଗ ଜୋକ୍ସର ଅର୍ଥ କୌଣସି ବି ଶବ୍ଦର ଦୁଇଟି ଅର୍ଥ ବାହାର କରିବା ।

୧ – ଗୋଟିଏ ଛାତ୍ର ଭଗବାନଙ୍କୁ କହିଲା –

ଟଙ୍କାର ମୂଲ୍ୟ ୭୬ ହେଲା, କ୍ଷୀରର ମୂଲ୍ୟ ୫୦ ହେଲା,

ପେଟ୍ରୋଲର ୮୦ ହେଲା, ଓ ପିଆଜର ୧୦୦ ପହଞ୍ଚିଲା ।

ତଥାପି ଧନ୍ୟବାଦ ଭଗବାନ,

ମନ୍ଦିର ପୂଜାରୀ – କଣ ପାଇଁ ??

ଛାତ୍ର – କାରଣ ଆଜି ବି ପାସ ମାର୍କ ୩୫ ହିଁ ଅଛି….

୨ – ଯଦି କାମ ହିସାବରେ, ଭାରତୀୟମାନଙ୍କ ନାମ ରଖାଯିବ

ତେବେ ୯୦ % ଭାରତୀୟଙ୍କ, ନାମହେବ ରାୟଚନ୍ଦ

ଓ ବାକି ବଞ୍ଚିଥିବା ୧୦% ର ନାମ ହୁକୁମଚନ୍ଦ

୩ – ଶଶୁର ଜ୍ଵାଇଁକୁ କହିଲେ – କାଲି ଆମେ ଗପୁ ପାଇଁ ଝିଅ ଦେଖିବାକୁ ଯିବୁ

ତେବେ କାଲି ଆପଣଙ୍କୁ ବି ମୋ ସହିତ ଯିବାର ଅଛି

ଜ୍ଵାଇଁ – ଆପଣ ନିଜ ହିସାବରେ ଦେଖିନେବେ

ମୋର ନିଜର ତ Decision, ଭୁଲ ହେଇ ପଡିଛି….

୪ – ଚୋର ବ୍ୟାଙ୍କର କ୍ୟାସିୟରକୁ ବାନ୍ଧି ଦେଲା,

ଏହା ପରେ ଚୋର ବ୍ୟାଙ୍କ ଲୁଟି ଚାଲି ଯାଉ ଥିଲା

କ୍ୟାସିୟର କହିଲା – ସାଙ୍ଗ ଦୟା କରି ରେଜିଷ୍ଟର ବି ନେଇ ଯାଆ

ମୋ ହିସାବରେ ଲକ୍ଷେ ଟଙ୍କା ଗଡବଡ ଅଛି…..

୫ – ସ୍ଵାମୀ – ତୁମେ ଜାଣିଛ, ବିଦେଶରେ ତଲାକ ନେବା ବହୁତ ସହଜ ଅଟେ

ସ୍ତ୍ରୀ – ଜାଣିଛି, ସେଥିପାଇଁ ତ, ସେଠି ବାହଘର ସମୟରେ

ଝିଅ କାନ୍ଦେ ନାହିଁ….

୬ – ପପୁ ହଷ୍ଟେଲରେ ବସି କାନ୍ଦୁ ଥିଲା

ତାହାର ବନ୍ଧୁ ଗପୁ ପଚାରିଲା – କଣ ହେଲା ??

ପପୁ – ସାଙ୍ଗ, ମୋ ସହିତ ବଡ ଧୋଖା ହେଇଗଲା

ମୁଁ ବାପାଙ୍କୁ ବହି ପାଇଁ ଟଙ୍କା ମାଗିଥିଲି, କିନ୍ତୁ ବାପା ବହି କିଣି ପଠେଇ ଦେଲେ…..

୭ – ଭଡାଟିଆ – ଆପଣ କେମିତି ଘର ଭଡାରେ ଦେଲେ

ଘରେ କେବଳ ମୂଷା ଦଉଡୁ ଛନ୍ତି

ଘର ମାଲିକ – ତେବେ କଣ ତୁମେ ଏତେ କମ ଟଙ୍କାରେ

ଘୋଡା ଦୌଡ ଦେଖିଥାନ୍ତ…

୮ – ମାଳିକିଆଣୀ – ତୁ ଫ୍ରିଜ ସଫା କରି ଦେଇଛୁ ?

ଚାକରାଣୀ – ହଁ, ମୁଁ ସବୁ ସଫା କରି ଦେଇଛି

ଫ୍ରିଜରେ ପଡିଥିବା ଆଇସକ୍ରିମ, ସବୁଠୁ ଟେଷ୍ଟି ଥିଲା !!

୯ – ସ୍ତ୍ରୀ – ଜାନୁ ତୁମେ ମୋତେ, କେତେ ଭଲ ପାଅ ?

ସ୍ଵାମୀ – ବହୁତ

ସ୍ତ୍ରୀ – ତଥାପି କେତେ ?

ସ୍ଵାମୀ – ଏତେ କି ଇଚ୍ଛା ହେଉଛି…. ତୁମ ଭଳି ଆଉ ଗୋଟିଏ ନେଇ ଆସିବି…..

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।