Kajol ଙ୍କ ସମେତ ଟିକଟକ ରେ ଫେମସ ହୋଇଛନ୍ତି Bollywood ର ଏହି 6 ଫେମସ ହିରୋଇନ ମାନଙ୍କର ଡୁପ୍ଳିକେଟ, ନମ୍ବର 4 ଙ୍କୁ ଦେଖିଲେ ତ ଖାଇଯିବେ ଧୋକା

ବନ୍ଧୁଗଣ ବଲିଉଡରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଦୁନିଆରେ ଏକା ଚେହେରା ଥିବା ମଣିଷ ଖୁବ କମ ଦେଖା ଯାଇଥାନ୍ତି । ଠିକ ସେହିଭଳି ବଲିଉଡରେ ବି ହୋଇଛି ।

ଏମିତି କିଛି କଳାକାର ମାନଙ୍କ ଚେହରା ଭଳି ଦେଖା ଯାଉଥିବା ମଣିଷ ଯେଉଁମାନେ ଟିକଟକରେ ନଜର ଆସୁଛନ୍ତି ଯାହାକୁ ହୁଏ ତ ଆପଣ ମାନେ କେବେ ଦେଖି ନ ଥିବେ ବା ତାଙ୍କ ବିଷୟରେ ଶୁଣି ନ ଥିବେ । ତେବେ ଆସନ୍ତୁ ଜାଣିବା ସେହି ଏକା ଚେହେରା ଥିବା ମଣିଷ ମାନେ କିଏ ଅଟନ୍ତି । “କରିସ୍ମା କପୁର” : ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଭାବେ କରିସ୍ମା କପୁର ପରିଚିତ ଅଟନ୍ତି ଯିଏ ନିଜ ଅଭିନୟ ବଳରେ ଦର୍ଶକ ମାନଙ୍କ ହୃଦୟରେ ଆଜି ବି ରାଜ କରନ୍ତି । କରିସ୍ମାଙ୍କ ଭଳି ଏକା ଚେହେରା ଥିବା ବ୍ରିଟେନର ବେବୋ ଜୁଡୱା ଯିଏ ବର୍ତ୍ତମାନ ଟିକଟକରେ କରିସ୍ମାଙ୍କ ଭଳି ଟିକଟକରେ ଲିପ୍ସ ଓ ଲୁକ ଷ୍ଟାଇଲ କରି ବିଡିଓରେ ବହୁତ ଚର୍ଚ୍ଚାରେ ରହିଛନ୍ତି ।

“ପ୍ରିୟଙ୍କା ଚୋପ୍ରା” : ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ଦେଶୀ ଗାର୍ଲ ଭାବେ ପ୍ରିୟଙ୍କା ଚୋପ୍ରା ପରିଚିତ ଅଟନ୍ତି । ତାଙ୍କ ଭଳି ଏକା ଚେହେରା ଥିବା ଜଣେ ମହିଳା ଯାହାଙ୍କର ନାଁ ଅମାୟା ଡାଙ୍ଗରେ ଯିଏ ପ୍ରିୟଙ୍କାଙ୍କ ଭଳି ଲୁକ ଓ ଭଏସ ଲିପ୍ସ କରି ଟିକଟକରେ ଖୁବ ଭାଇରାଲ ହେଉଛନ୍ତି ।

“ଆଲିୟା ଭଟ୍ଟ” : ବଲିଉଡରେ ସବୁଠାରୁ କମ ସମୟରେ ନିଜର ପରିଚୟ ସୃଷ୍ଟି କରିଥିବା ଆଲିୟା ଭଟ୍ଟ ଜଣେ ଭଲ ଅଭିନେତ୍ରୀ ଅଟନ୍ତି । ତାଙ୍କ ଭଳି ଏକା ଚେହେରା ଥିବା ଜଣେ ମହିଳା ଯିଏ ଉତ୍ତରାଖଣ୍ଡର ଅଟନ୍ତି ଯାହାଙ୍କର ନାଁ ହେଉଛି ସମାୟା ଆଶୁ ଯିଏ ଆଲିୟାଙ୍କର “ଗଲି ବଏ” ଫିଲ୍ମର ଲୁକକୁ ଫଲୋ କରି ଟିକଟକରେ ଖୁବ ଚର୍ଚ୍ଚାରେ ରହିଛନ୍ତି ।

“ଐଶ୍ଵରୀୟା ରାଏ” : ବିଶ୍ଵ ସୁନ୍ଦରୀ ତାଜ ହାସଲ କରିଥିବା ଐଶ୍ଵରୀୟା ବଲିଉଡରେ ନିଜର ସାନଦାର ଅଭିନୟ ପାଇଁ ପରିଚିତ ଅଟନ୍ତି । ତାଙ୍କ ଚେହେରା ଭଳି ଦେଖା ଯାଉଥିବା ଜଣେ ମହିଳା ଟିକଟକରେ ବେଶ ଚର୍ଚ୍ଚାରେ ରହିଛନ୍ତି । ସେ ପୂରାପୂରି ଐଶ୍ଵରୀୟାଙ୍କ ଭଳି ଲୁକ ଓ ଗେଟପ କରି ସମସ୍ତଙ୍କ ହୃଦୟରେ ଛାଇ ଯାଇଛନ୍ତି ।

“କ୍ଯାଟ୍ରିନା କେଫ” : ବଲିଉଡର ସଫଳ ଅଭିନେତ୍ରୀ ନିଜର ଜବରଦସ୍ତ ଅଭିନୟ ପାଇଁ କ୍ଯାଟ୍ରିନା ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ତାଙ୍କ ଭଳି ଏକା ଚେହେରା ଥିବା ଏଲିନା ରଏ ଯିଏ ଲଣ୍ଡନରେ ମଡେଲିଙ୍ଗ କରନ୍ତି । ଏଲିନା କ୍ଯାଟ୍ରିନାଙ୍କ ଭଳି ଦେଖିବାକୁ ପୁରା ସେମ ଅଟନ୍ତି ଯିଏ ବର୍ତ୍ତମାନ ଟିକଟକରେ କ୍ଯାଟ୍ରିନାଙ୍କ ଭଳି ବହୁତ ବିଡିଓ କରି  ଭାଇରାଲ ହେବାରେ ଲାଗିଛନ୍ତି ।


“କାଜଲ” : ହିନ୍ଦୀ ସିନେମା ଜଗତର ଚୂଲବୁଲି ଅଦାକାରା ଭାବେ ଅଭିନେତ୍ରୀ କାଜଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଲଗା ଜାଗା ସୃଷ୍ଟି କରିଛନ୍ତି । ତାଙ୍କ ଭଳି ଏକା ଚେହେରା ଥିବା ପିଙ୍କି ସା କାଜଲଙ୍କର ସବୁ ଡାଇଲଗ ଓ ଲୁକକୁ ଫଲୋ କରି ଟିକଟକରେ ଅନେକ ବିଡିଓ କରି ଭାଇରାଲ ହେଉଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।