ଯେତେବେଳେ ପବନରେ ଉଡିଗଲା Hansika Motwani ଙ୍କ ଟପ, Airport ରେ ସମସ୍ତଙ୍କ ସାମ୍ନାରେ ହେଲେ ଲଜ୍ଜିତ, ଭାଇରାଲ ହେଉଛି ଭିଡିଓ

ଟିଭି ଇଣ୍ଡଷ୍ଟ୍ରିରେ ଶିଶୁ କଳାକାର ଭାବେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ହଂସିକା ମୋଟବାନି ଆଜିକା ଡେଟରେ ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି ।

ସାଉଥ ଫିଲ୍ମ ଜଗତରେ ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସେ ନିଜର ବୋଲ୍ଡ ଲୁକ୍ସ ଓ ସୁନ୍ଦରତା ପାଇଁ ସମସ୍ତଙ୍କୁ ନିଜର ଫ୍ୟାନ କରି ପାରିଛନ୍ତି । କିନ୍ତୁ କିଛି ସମୟରେ ଅଭିନେତ୍ରୀ ନିଜର ବୋଲ୍ଡନେସ ଲୁକ ପାଇଁ ଟ୍ରେଲିଙ୍ଗର ହୋଇଥାନ୍ତି । ବର୍ତ୍ତମାନ ଅଭିନେତ୍ରୀ ହଂସିକା ମୋଟବାନିଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ସେ ବହୁତ ବୋଲ୍ଡ ଦେଖା ଯାଉଛନ୍ତି । ଏହି ଭିଡିଓ ହଂସିକା ଯେବେତେବେଳ ମୁମ୍ବାଇ ଏୟାରପୋର୍ଟରେ ଥିଲେ ଯେଉଁଠାରେ ସେ କାଜୱାଲ ଲୁକରେ ନଜର ଆସିଥିଲେ । କିନ୍ତୁ ଗାଡିରୁ ବାହରିବା ପରେ ପବନ ଅଧିକ ତେଜ ଥିବାରୁ ସେ ନିଜର ବୋଲ୍ଡନେସ ପାଇଁ ଟ୍ରୋଲ ହୋଇଥିଲେ ଯାହା ପାଇଁ ତାଙ୍କୁ ଅ-ପ-ମା-ନି-ତ ହେବାକୁ ପଡିଥିଲା ।

ସୂଚନା ଅନୁସାରେ ତେଜ ପବନ ଯୋଗୁ ସେ ପିନ୍ଧିଥିବା ଟପ ଉପରକୁ ଉଡିଯିବା ଯୋଗୁ ତାଙ୍କର କିଛି ପ୍ରା-ଇ-ଭେ-ଟ ପା-ର୍ଟ ଦେଖା ଯାଇଥିଲା ଯାହା ଦ୍ଵାରା ସେ ଅ-ପ-ମା-ନି-ତ ଅନୁଭବ କରିଥିଲେ । ଯାହା କ୍ୟାମେରାରେ ରେକର୍ଡ ହୋଇଥିଲା । ଏହା ପରେ ହଂସିକା ପୋଜ ନ ଦେଇ ସେଠାରୁ ତୁରନ୍ତ ଚାଲି ଯାଇଥିଲେ ।

ଏହି ଭିଡିଓ ରେ ହଂସିକା ବ୍ଲାକ ଚଷମା, ପିଂକ ରଙ୍ଗର ଟପ ପିନ୍ଧି ସେ ବହୁତ ଗରଜେସ ଦେଖା ଯାଉଛନ୍ତି । ଏହା ଛଡା ସେ ଲାଇଟ ମେକପ ନେବା ସହ ପୋନିଟାଲ ହେୟାର ଷ୍ଟାଇଲରେ ଏହି ଭିଡିଓ ରେ ନଜର ଆସୁଛନ୍ତି । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ହଂସିକା ଟିଭି ଜଗତରେ ଅନେକ ସିରିଏଲରେ ନଜର ଆସିଛନ୍ତି । ଏହା ସହ ସେ କାନାଡା, ହିନ୍ଦୀ, ମାଲାୟଲମ ଫିଲ୍ମରେ ମଧ୍ୟ ଅଭିନୟ କରିବାର ନଜର ଆସିଛନ୍ତି । ସେ ଟିଭି ସିରିଏଲ “ସାକା ଲାକା ବୁମ ବୁମ” ରେ କମ ବୟସରେ କାମ କରି ଖୁବ ଲୋକପ୍ରିୟତା ହାସଲ କରିଥିଲେ ।

ଆଜିକାଲି ସେ ନିଜର କିଛି ହଟଓ ବୋଲ୍ଡ ଫୋଟୋ ସୋ-ସି-ଆ-ଲ ମି-ଡି-ଆ-ରେ ସେୟାର କରିବାର ନଜର ଆସୁଛନ୍ତି । ତାଙ୍କୁ ସୋ-ସି-ଆ-ଲ ଆକାଉଣ୍ଟରେ କୋଟି କୋଟି ଲୋକ ମାନେ ଫଲୋ କରୁଛନ୍ତି ତ ହଂସିକା ମଧ୍ୟ ନିଜର କିଛି ଫୋଟୋ ବା ଭିଡିଓ ଫ୍ୟାନ୍ସ ମାନଙ୍କ ସହ ଶେୟାର କରିବାର ନଜର ଆସୁଛନ୍ତି । ଏହା ଛଡା ସେ ନିଜର ବିକିନି ଫୋଟୋକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି ।

ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ କମେଣ୍ଟ ଦେବା ସହ ତାଙ୍କୁ ପ୍ରତିକ୍ରିୟା ଦେବାର ନଜର ଆସୁଛି । ଏହି ଭଳି ଭାବେ ଅଭିନେତ୍ରୀ ହଂସିକା ମୋଟବାନିଙ୍କର ଭିଡିଓ ଖୁବ ଜୋରସୋରରେ ଭାଇରାଲ ହେଉଛି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।