ଏମିତି ଆରମ୍ଭ ହୋଇଥିଲା malaika ଅରୋରା ଓ Arjun କପୁରଙ୍କ love ଷ୍ଟୋରୀ

ଅର୍ବାଜ ଖାନ ଏବଂ ମଲାଇକା ଅରୋରା ୧୯୯୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ୨୦୧୭ ରେ ଦୁଇଜଣ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ । ତାଙ୍କ ଡିଭୋର୍ସ ପରେ ସମସ୍ତେ ଏହା ଚର୍ଚ୍ଚା କରିଥିଲେ କି ମଲାଇକା ଏବଂ ଅର୍ବାଜ ଅର୍ଜୁନ କରୁପଙ୍କ ପାଇଁ ଅଲଗା ହୋଇଥିଲେ । ଏବେ ଅର୍ଜୁନ ଏବଂ ମଲାଇକା ସବୁବେଳେ ଏକା ସାଥିରେ ରହିବାର ଦେଖିବାକୁ ମିଳିଛି ତେବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି ଅର୍ଜୁନ ଏବଂ ମଲାଇକା ଙ୍କ ଲଭ ଷ୍ଟୋରୀ କିପରି ଆରମ୍ଭ ହୋଇଥିଲା । ତେବେ ଚାଲନ୍ତୁ ଜାଣିବା ।

ଖବର ଅନୁସାରେ ଏହା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଅର୍ଜୁନ କପୁର ସଲମାନ ଖାନ ଙ୍କ ଅଣ୍ଡରରେ କାମ କରୁଥିଲେ ଏବଂ ତାଙ୍କ ଭଉଣୀ ଅର୍ପିତା ଙ୍କୁ ଡେଟ୍ କରୁଥିଲେ । ଆଊ ତାପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା କି ଅର୍ଜୁନ କପୁର ମଲାଇକା ଙ୍କ ପାଇଁ ଅର୍ପିତା ଖାନ ଙ୍କୁ ଧୋକା ଦେଇଥିଲେ ।

ଏହି କଥାର ଆରମ୍ଭ ପ୍ରସିଦ୍ଧ ଫିଲ୍ମ୍ ନିର୍ଦ୍ଦେଶକ ରାଜୀବ ମାସନ ନିଜର ପୋଷ୍ଟ ଦ୍ଵାରା କହିଥିଲେ । ଏହା ପରେ ସଲମାନ ଏବଂ ଅର୍ଜୁନ ଙ୍କ ଭିତରେ ଝଗଡ଼ା ମଧ୍ୟ ହୋଇଥିଲା । ଆଊ ତାପରେ ଖାନ ପରିବାରଙ୍କ ଘରକୁ ଅର୍ଜୁନ ଙ୍କ ଯିବା ବନ୍ଦ ହୋଇଥିଲା ।

ଏହା ପରେ ମଲାଇକା ଆଊ ଅର୍ବାଜ ଙ୍କ ଭିତରେ ବହୁତ ଝଗଡ଼ା ହୋଇଥିଲା ଆଊ ତାପରେ ହିଁ ଦୁହେଁ ମାର୍ଚ୍ଚ ୨୦୧୬ ରେ ନିଜର ବିବାହ ବିଚ୍ଛେଦ କଥା କହିଥିଲେ । ଆଊ ୨୦୧୭ ମଇ ମାସରେ ମଲାଇକା ଏବଂ ଅର୍ଵାଜ ଙ୍କ ଡିଭୋର୍ସ ହୋଇଥିଲା । ଡିଭୋର୍ସ ହେବା ପରେ ବହୁତ ଥର ଅର୍ଜୁନ ଏବଂ ମଲାଇକା ଙ୍କୁ ଏକ ସହିତ ଦେଖିବାକୁ ମିଳିଥିଲା ।

ଯେତେବେଳେ ମିଡ଼ିଆ ମଳାଇକା ଙ୍କୁ ପଚାରିଥିଲେ ସେତେବେଳେ ସେ କହିଥିଲେ କି ଅର୍ଜୁନ ମୋର ଭଲ ସାଙ୍ଗ ଅଟେ । କିନ୍ତୁ ଏହା ବନ୍ଧୁତା ଅଟେ କି ଆଊ କିଛି ତାହା ସମସ୍ତେ ଜାଣିଛନ୍ତି । କାରଣ ଏବେ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି ।

ଏତିକି ବହୁତ ଅଟେ ତାଙ୍କର ପ୍ରେମ ସମ୍ପର୍କକୁ ଦୁନିଆ ଆଗକୁ ଆଣିବାକୁ । ମଲାଇକା ଏବଂ ଅର୍ଜୁନ ଖୁବ ଶୀଘ୍ର ନିଜର ସମ୍ପର୍କ ବିଷୟରେ ମିଡ଼ିଆ ରେ କହିବାକୁ ଯାଉଛନ୍ତି । ଆପଣଙ୍କ ମତାମତ ଆମକୁ ଜାଣନ୍ତୁ । ଏହିପରି ବଲିଉଡ ବିଷୟରେ ଆହୁରି ଜାଣିବାପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।