Twinkle Khanna ଙ୍କ ଏହି ସବୁ ଫିଲ୍ମକୁ Akshay କୁମାରବି ଦେଖିବାକୁ ଚାହାନ୍ତି ନାହିଁ, ବେଶର୍ମୀର ସବୁ ସୀମା କରିଥିଲେ ପାର

ବଲୀଉଡ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ଟ୍ୱିଂକଲ ଖନ୍ନା ବଲୀଉଡର ବହୁତ କମ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ତାଙ୍କର ଫିଲ୍ମ ଗୁଡିକ କମେଡି ଓ ରୋମାନ୍ସ ସହିତ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚାରେ ରହିଥିଲା । ଫିଲ୍ମ ମେଳାରେ ତ ଟ୍ୱିଂକଲ ଖନ୍ନା ବହୁତ ବୋଲ୍ଡ ସିନ ଦେଇଥିଲେ । ଯେଉଁ କାରଣରୁ ସେ ବହୁତ ଚର୍ଚାରେ ରହିଥିଲେ । କିନ୍ତୁ ଅକ୍ଷୟ କୁମାରଙ୍କୁ ଟ୍ୱିଂକଲ ଖନ୍ନାଙ୍କ ଏହି ବୋଲ୍ଡ ଅନ୍ଦାଜ ଖାସ ପସନ୍ଦ ଆସିଲା ନାହିଁ ଓ ଟ୍ୱିଂକଲ ଖନ୍ନାଙ୍କ ଏମିତି ବହୁତ ଫିଲ୍ମ ଅଛି ଯାହାକୁ ତାଙ୍କର ସ୍ଵାମୀ ଅର୍ଥାତ ଅକ୍ଷୟ କୁମାର ବିଲକୁଲ ବି ଦେଖିବାକୁ ପସନ୍ଦ କରନ୍ତି ନାହିଁ । ତେବେ ଚାଳନ୍ତୁ ଜାଣିବା ସେହି ଫିଲ୍ମ ଗୁଡିକ ବିଷୟରେ ।

ଜାନ

ବର୍ଷ ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ଜାନ ଆଜି ବି ଦର୍ଶକମାନଙ୍କର ପସନ୍ଦିତା ଫିଲ୍ମ ମଧ୍ୟରୁ ଗୋଟିଏ ଅଟେ । ଯେଉଁଥିରେ ଅଭିନେତା ଅଜୟ ଦେବଗନ ଓ ଟ୍ୱିଂକଲ ଖନ୍ନାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ଓ ଏହି ଫିଲ୍ମ ବହୁତ ଭଲ ଆୟ ମଧ୍ୟ କରିଥିଲା । କିନ୍ତୁ ଏହା ସତ୍ବେ ବି ଅକ୍ଷୟ କୁମାର ଏହି ଫିଲ୍ମକୁ ବିଲକୁଲ ବି ଦେଖିବାକୁ ପସନ୍ଦ କରନ୍ତି ନାହିଁ ଓ ଏହା ପଛର କାରଣ ହେଉଛି କହିବାକୁ ଗଲେ ଅଭିନେତା ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ବହୁତ ବର୍ଷ ହେବ ଶତ୍ରୁତା ଅଛି ।

ଅକ୍ଷୟ କୁମାରଙ୍କର କହିବା ଅଟେ କି ଅଭିନେତା ଅଜୟ ଦେବଗନ ରାଜ କୁମାର ସନ୍ତୋଷୀଙ୍କୁ କହି ଅକ୍ଷୟ କୁମାରଙ୍କ ହାତରୁ ବହୁତ ଫିଲ୍ମ ନେଇ ଯାଇଛନ୍ତି । ସେଥିପାଇଁ ଅକ୍ଷୟ କୁମାର ଅଜୟ ଦେବଗନ ଓ ଟ୍ୱିଂକଲ ଖନ୍ନାଙ୍କ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

ମେଳା

ଅଭିନେତ୍ରୀ ଟ୍ୱିଂକଲ ଖନ୍ନାଙ୍କ ପ୍ରସିଦ୍ଧ ଫିଲ୍ମ ‘ମେଳା’ ବର୍ଷ ୨୦୦୨ରେ ରିଲିଜ ହୋଇଥିଲା । କିନ୍ତୁ ଏହି ଫିଲ୍ମ ସେହି ସମୟରେ ବକ୍ସ ଅଫିସ ଉପରେ କିଛି ଖାସ କମାଲ ଦେଖାଇ ପାରି ନ ଥିଲା । କିନ୍ତୁ ଆଜି ଏହି ଫିଲ୍ମ ଦର୍ଶକମାନଙ୍କର ସବୁଠୁ ପସନ୍ଦିତା ଫିଲ୍ମ କୁହାଯାଏ । ଯେଉଁଥିରେ ଅଭିନେତ୍ରୀ ଟ୍ୱିଂକଲ ଖନ୍ନାଙ୍କ ଅଭିନୟକୁ ବହୁତ ଅଧିକ ପ୍ରଶଂସା କରାଯାଇଥିଲା । କିନ୍ତୁ ଏହି ସବୁ ସତ୍ବେ ବି ଅକ୍ଷୟ କୁମାରଙ୍କୁ ନିଜର ପତ୍ନୀ ଟ୍ୱିଂକଲ ଖନ୍ନାଙ୍କ ଏହି ଫିଲ୍ମକୁ ବିଲକୁଲ ବି ପସନ୍ଦ ନୁହେଁ ।

କହିବାକୁ ଗଲେ ଏହି ଫିଲ୍ମରେ ଆମିର ଖାନ ଓ ଟ୍ୱିଂକଲ ଖନ୍ନାଙ୍କ ମଧ୍ୟରେ ଏକ ରୋମାଣ୍ଟିକ ସିନ ଅଛି ସେଥିପାଇଁ ଅକ୍ଷୟ କୁମାର ଏହି ଫିଲ୍ମକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

ବାଦଶାହା

୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ବାଦଶାହାରେ ଅଭିନେତ୍ରୀ ଟ୍ୱିଂକଲ ଖନ୍ନା ଓ ଅଭିନେତା ଶାହାରୁଖ ଖାନଙ୍କ ସୁନ୍ଦର ଯୋଡି ଦେଖିବାକୁ ମିଳିଥିଲା । ଫିଲ୍ମରେ ଏହି ଦୁଇ ଜଣଙ୍କ ଲଭ ଷ୍ଟୋରିକୁ ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ । କିନ୍ତୁ ଏହା ସତ୍ବେ ବି ଅକ୍ଷୟ କୁମାର ଏହି ଫିଲ୍ମକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

ଏହା ପଛର କାରଣ ହେଉଛି ଯେତେବେଳେ ଟ୍ୱିଂକଲ ଖନ୍ନା ଓ ଅକ୍ଷୟ କୁମାରଙ୍କ ଅଫେୟାର ଚାଲିଥିବା ସେହି ସମୟରେ ଏହି ଫିଲ୍ମର ଶୁଟିଙ୍ଗ ଆରମ୍ଭ ହୋଇଥିଲା ଓ ଅକ୍ଷୟ କୁମାର ଚାହୁଁ ଥିଲେ କି ଟ୍ୱିଂକଲ ଖନ୍ନାଙ୍କ ସହ ସେ କାମ କରିବେ । କିନ୍ତୁ ଅଭିନେତା ଶାହରୁଖ ଖାନ କାରଣରୁ ଏହି ଚାନ୍ସ ବି ତାଙ୍କ ହାତରୁ ଚାଲିଗଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।