ଯାହାକୁ ସମସ୍ତେ ଭାବୁଥିଲେ ଜଣେ ସାଧାରଣ ଅଭିନେତା ବୋଲି ସେ ହେଉଛନ୍ତି ବିଗ ବି ଙ୍କ ଜ୍ଵାଇଁ, ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ବଲୀଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କିଏ ବା ନ ଜାଣିଛି ଓ ତାଙ୍କ ସହିତ ଜଡିତ ସମସ୍ତ ଖବର ତାଙ୍କର ଫ୍ୟାନମାନଙ୍କ ପାଇଁ ବହୁତ ଖାସ ଅଟେ । ଏହା ଛଡା ତାଙ୍କର ପତ୍ନୀ, ପୁଅ ଓ ବୋହୁ ବିଷୟରେ ବି ସମସ୍ତେ ଜାଣି ଛନ୍ତି କାରଣ ସେମାନେ ବି ବଲୀଉଡର ଷ୍ଟାର ଅଟନ୍ତି ।କିନ୍ତୁ ଆଜି ଆମେ ଅମିତାଭ ବଚ୍ଚନ ଓ ତାଙ୍କ ପରିବାର ବିଷୟରେ ନୁହେଁ ଆଜି ଆମେ ଆପଣଙ୍କୁ ଏକ ଏମିତି ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ଯାହାର ନାମ ଓ କାମ ବିଷ ୟରେ ଆପଣ ସମସ୍ତଙ୍କୁ ଜଣା ଅଛି ।

କିନ୍ତୁ ସେ ବଲୀଉଡର କେଉଁ ପରିବାର ସହ ସମ୍ବନ୍ଧ ରଖନ୍ତି ତାହା ବିଷୟରେ ଜାଣିଲେ ଆପଣଙ୍କର ହୋସ ଉଡିଯିବ ଓ ତାଙ୍କର ଅମିତାଭ ବଚ୍ଚନଙ୍କ ସହ କଣ ସମ୍ପର୍କ ଅଛି ସେହି ବିଷୟରେ ବି କହିବୁ । ଆମେ ଯେଉଁ ବ୍ୟକ୍ତି ବିଷୟରେ କଥା ହେଉଛୁ ସେ ବି ବଲୀଉଡର ଛୋଟ – ମୋଟ ଅଭିନେତା ଅଟନ୍ତି ।

Image courtesy: Google

କହିବାକୁ ଗଲେ ସେ ଅମିତାଭ ବଚ୍ଚନଙ୍କର ଜ୍ଵାଇଁ ଅଟନ୍ତି । ଆମେ କଥା ହେଉଛୁ କୁଣାଲ କପୁରଙ୍କ ବିଷୟରେ ଯିଏକି ଜଣେ ଅଭିନେତା ଅଟନ୍ତି ଓ ସେ ‘ମିନାକ୍ଷୀ’ ଫିଲ୍ମରୁ ବଲୀଉଡରେ ଡେବ୍ୟୁ କରିଥିଲେ ।

ଏହା ପରେ ସେ ‘ରଂଗ ଦେ ବସଂତୀ’ ଭଳି ଦେଶଭକ୍ତି ଫିଲ୍ମ ବି କରି ଛନ୍ତି । ଏହି ଫିଲ୍ମରେ କୁଣାଲ କପୂରଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । କୁଣାଲ କପୂର ଅମିତାଭ ବଚ୍ଚନଙ୍କର ଭାଈ ଅଜିତାଭ ବଚ୍ଚନଙ୍କର ଝିଅକୁ ବିବାହ କରିଛନ୍ତି । ଏହି ହିସାବରେ ସେ ବଚ୍ଚନ ପରିବାରର ଜ୍ଵାଇଁ ଅଟନ୍ତି ।

Image courtesy: Google

ନୈନା ବଚ୍ଚନ ଓ କୁଣାଲ କପୁର ପରସ୍ପରକୁ ୨ ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ ଓ ଏହା ପରେ ପରିବାର ଲୋକମାନଙ୍କର ସହମତି ଆଣି ଦୁଇ ଜଣ ବିବାହ କରିନେଲେ । ନୈନା ବଚ୍ଚନ ଅଜିତାଭ ବଚ୍ଚନ ଓ ରମୋଲା ବଚ୍ଚନଙ୍କର ଝିଅ ଅଟନ୍ତି ଓ ସେ ଇଂଭେଷ୍ଟମେଂଟ ବ୍ୟାଙ୍କର ବି ଅଟନ୍ତି । ଏମାନଙ୍କର ବିବାହ ୯ ଫେବୃୟାରୀ ୨୦୧୫ରେ ହୋଇ ଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।