ଓଡିଆ ସିରିଏଲ “ତୁ ମୋ ଜୀବନ ସାଥି” ର କଳାକାର ମାନଙ୍କ ଗୋଟିଏ ଦିନର ଫୀସ କେତେ ? ଜାଣନ୍ତୁ କିଏ ନିଅନ୍ତି ସବୁଠୁ ଅଧିକ ଫୀସ

ବଲିଉଡ ପରି ଓଲିଉଡରେ ମଧ୍ୟ ତାରକା ମାନଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । କେହି କେହି ନିଜର ନୂଆ ଚଳଚିତ୍ର ପାଇଁ ତ ଆଉ କେହି କେହି ନିଜର ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

ଓଲିଉଡ ଭଳି ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଅଭିନୟ କରୁଥିବା କଳାକାର ମାନେ ଠାରେ ଗୋଟିଏ ସିରିଏଲ ପାଇଁ ଫ୍ୟାମସ ହେବା ପରେ ଆଉ ପଛକୁ ଫେରନ୍ତି ନାହି । ସେହି କଳାକାର ମାନଙ୍କ ଭାଗ୍ୟ ତାଙ୍କୁ ବହୁତ ଆଗକୁ ନେଇ ଯାଇଥାଏ । ଏହି ନୂଆ କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଦର୍ଶକ ମାନକ ଦିଲରେ ରାଜ କରି ପାରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ “ତୁ ମୋ ଜୀବନ ସାଥି” ସିରିଏଲରେ ଅଭିନୟ କରୁଥିବା କଳାକାର ମାନେ ଦିନକୁ କେତେ ଟଙ୍କା ଇନକମ କରିଥାନ୍ତି ସେହି ବିଷୟରେ ବିସ୍ତୃତ ବିବରଣୀ ଦେବାକୁ ଯାଉଛୁ ।

ସାର୍ଥକ ଚ୍ଯାନେଲରେ ପ୍ରସାରିତ ହେଉଥିବା “ତୁ ମୋ ଜୀବନ ସାଥି” ସିରିଏଲଟି ଘରେ ଘରେ ଖୁବ ଲୋକପ୍ରିୟ ହୋଇ ପାରିଛି । ଏହା ସହ ଏଥିରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ନିଜର ସାନଦାର ଅଭିନୟ ପାଇଁ ବେଶ ଚଚ୍ଚାରେ ରହିଛନ୍ତି ।

“ଭକ୍ତି” : “ଜୀବନ ସାଥି” ସିରିଏଲରେ ଭକ୍ତି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ଶୁଟିଙ୍ଗ ପାଇଁ ୯,୦୦୦ ଟଙ୍କା ନେଇଥାନ୍ତି ।

“ଆଦି” : ଏହି ସିରିଏଲରେ ମୁଖ୍ୟ ଭୂମିକାରେ ଆଦି ଅଭିନୟ କରିବାର ନଜର ଆସନ୍ତି । ସେ ଗୋଟିଏ ଦିନ ଶୁଟିଙ୍ଗ ପାଇଁ ୭,୦୦୦ ଟଙ୍କା ନେଇଥାନ୍ତି ।

“ମାୟା” : ଏହି ସିରିଏଲରେ ଭକ୍ତିଙ୍କର ଜା ଭୂମିକାରେ ମାୟା ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ଶୁଟିଙ୍ଗ ପାଇଁ ୩,୫୦୦ ଟଙ୍କା ନେଇଥାନ୍ତି ।

“ଆଦିଙ୍କ ବାପା” : ଏହି ସିରିଏଲରେ ଆଦିଙ୍କ ବାପା ଭୂମିକାରେ ଅଭିନୟ କରୁଥିବା ଅଭିନେତା ଜଣକ ଗୋଟିଏ ଦିନରେ ଶୁଟିଙ୍ଗ ପାଇଁ ୩,୫୦୦ ଟଙ୍କା ନେଇଥାନ୍ତି ।

“ଅମୁ” : ଏହି ସିରିଏଲରେ ଆଦିଙ୍କ ଦାଦା ଭୂମିକାରେ ଅମୁ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ଶୁଟିଙ୍ଗ ପାଇଁ ୩,୦୦୦ ଟଙ୍କା ନେଇଥାନ୍ତି ।

“ଏଲି” : ଏହି ସିରିଏଲରେ ଆଦିଙ୍କ ଭଉଣୀ ଭୂମିକାରେ ଏଲି ନଜର ଆସୁଛନ୍ତି । ସେ ଗୋଟିଏ ଦିନ ଶୁଟିଙ୍ଗ ପାଇଁ ୩,୫୦୦ ଟଙ୍କା ନେଇଥାନ୍ତି ।

“ଭୈରବୀ” : ଏହି ସିରିଏଲରେ ଆଦିଙ୍କ ଖୁଡି ଚରିତ୍ରରେ ଭୈରବୀ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ଶୁଟିଙ୍ଗ ପାଇଁ ୫,୦୦୦ ଟଙ୍କା ନେଇଥାନ୍ତି ।

“ରୂପା” : ଏହି ସିରିଏଲରେ ଆଦିଙ୍କ ଗାର୍ଲଫ୍ରେଣ୍ଡ ଭୂମିକାରେ ରୂପା ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ଶୁଟିଙ୍ଗ ପାଇଁ ୨,୦୦୦ ଟଙ୍କା ନେଇଥାନ୍ତି ।

“ସତୀ”ଶ : ଏହି ସିରିଏଲରେ ଆଦିଙ୍କ ଜିଜା ଭୂମିକାରେ ସତିଶ ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ଶୁଟିଙ୍ଗ ପାଇଁ ୩,୫୦୦ ଟଙ୍କା ନେଇଥାନ୍ତି ।

“ଛାୟା” : ଏହି ସିରିଏଲରେ ଭକ୍ତିଙ୍କ ଜା ଚରିତ୍ରରେ ଛାୟା ଅଭିନୟ କରୁଛନ୍ତି । ସେ ଗୋଟିଏ ଦିନ ଶୁଟିଙ୍ଗ ପାଇଁ ୪,୦୦୦ ଟଙ୍କା ନେଇଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ