ବହୁତ ହିଁ ମହଙ୍ଗା ଘରେ ରୁହନ୍ତି South ର ଏହି ଷ୍ଟାରମାନେ, ୫ ନମ୍ବର ଷ୍ଟାର ଙ୍କ ଘରର ଦାମ ଶୁଣିଲେ ତ ଆପଣଙ୍କର ହୋସ ଉଡିଯିବ

ବନ୍ଧୁଗଣ ବଲିଉଡ ରେ ଯେପରି ନିଜର ଜୀଵନ ଶୈଳୀ କୁ ବହୁତ ଆଡ଼ମ୍ବରର ସହିତ ଯାପନ କରି ଥାନ୍ତି । ସେହିପରି ଦକ୍ଷିଣ ରେ କିମ୍ବା ସାଉଥ ସିନେମା ଜଗତ ରେ ମଧ୍ୟ କଳାକାର ମାନେ ବହୁତ ସୁଖ ସୁବିଧା ଓ ଆଡ଼ମ୍ବର ର ଜୀଵନ ଯାପନ କରିଥାନ୍ତି । ସାଉଥ ର ଅନେକ କଳାକାର ଙ୍କ ଘର କୁ ଦେଖିଲେ ତାଙ୍କ ଜୀବନ ଶୈଳୀ ବିଷୟରେ ମଧ୍ୟ ଜଣା ଯାଇଥାଏ । ଆଜି କାଲି ଦର୍ଶକ ମାନେ ବଲିଉଡ ର ସିନେମା ଓ କଳାକାର ଙ୍କୁ ଅଧିକ ପସନ୍ଦ କରିଥାନ୍ତି । ଏବଂ ସେମାନଙ୍କ ଅଭିନୟ କୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି । ଆଜି ଆମେ ସେହି ଦାମୀ କଳାକାର ଙ୍କ ଜୀଵନ ଶୈଳୀ ଓ ତାଙ୍କ ଘର ର ଦାମ ବିଷୟରେ ଆଲୋଚନା କରିବା । ତେବେ ଚାଲନ୍ତୁ ଜାଣିନେବା ସେମାନଙ୍କ ବିଷୟରେ ।

୧- ପ୍ରଥମ କଳାକାର ହେଲେ ଚିରଞ୍ଜିବି । ଚିରଞ୍ଜିବି ଙ୍କୁ ସାଉଥ ର ମେଘାଷ୍ଟାର ମଧ୍ୟ କୁହନ୍ତି । ସେ ସାଉଥ ର ଅନେକ ସିନେମା କରିଛନ୍ତି । ଏବଂ ନିଜର ସୁନ୍ଦର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ନିଜର ଘର କରି ପାରିଛନ୍ତି ଏବଂ ସେମାନଙ୍କୁ ନିଜ ପ୍ରତି ଆକର୍ଷିତ ମଧ୍ୟ କରି ପାରିଥିଲେ । ୨୨ ଅଗଷ୍ଟ ୧୯୫୫ ରେ ଆନ୍ଧ୍ରପ୍ରଦେଶ ରେ ଜନ୍ମ ଗ୍ରହଣ କରିଥିଲେ । ଏବଂ ଏବେ ସେ ୬୪ ବର୍ଷ ର ହୋଇ ଗଲେଣି । ଚିରଞ୍ଜିବି ଙ୍କ ଘର ବହୁତ ସୁନ୍ଦର ଓ ସେ ତାଙ୍କ ଘରକୁ ବହୁତ ସୁନ୍ଦର ଭାବେ ସଜାଇ ଛନ୍ତି । ତାଙ୍କ ଘର ର ମୁଲ୍ୟ ହେଉଛି ୩୮ କୋଟି ଟଙ୍କା ।

୨- ଦ୍ଵିତୀୟ କଳାକାର ହେଉଛନ୍ତି ପ୍ରଭାସ । ବାହୁବଳୀ ଭଳି ଉଚ୍ଚ କୋଟି ର ସିନେମା କରି ନିଜର ଏକ ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ସାଉଥ ଜଗତରେ ଅନେକ ସିନେମା ରେ ନିଜର ଯୋଗ ଦାନ ଦେଇଛନ୍ତି । ତାଙ୍କ ଘର ହାଇଦ୍ରାବାଦ ରେ ଯୁବଲି ହିଲ୍ସ ରେ ତାଙ୍କ ଘର ଅବସ୍ଥିତ । ତାଙ୍କ ଘରର ମୁଲ୍ୟ ହେଉଛି ୬୦ କୋଟି ଟଙ୍କା । ତାଙ୍କ ଘରେ ସମସ୍ତ ସୁବିଧା ମାନ ମଧ୍ୟ ରହିଛି । ଏବଂ ତାଙ୍କ ଗାଡି ଏକ ଲକ୍ଷ ରୁ ଆରମ୍ଭ ହୋଇ କୋଟି କୋଟି ପର୍ଯ୍ୟନ୍ତ ହେବ ।

୩- ତୃତୀୟ କଳାକାର ହେଉଛନ୍ତି ନାଗାର୍ଜୁନ । ନାଗାର୍ଜୁନ ସାଇଥ ର ଜଣେ ସଫଳ ଓ ଲୋକ ପ୍ରିୟ ଅଭିନେତା । ସେ କେବଳ ସାଉଥ ରେ ନୁହେଁ ବରଂ ହିନ୍ଦୀ ସିନେମା ଜଗତରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ମଧ୍ୟ ହାଇଦ୍ରାବାଦ ର ଯୁବଲୀ ହିଲ୍ସ ରେ ରୁହନ୍ତି । ସେଠାରେ ତାଙ୍କ ର ଏକ ବିଶାଳ ମହଲ ଅବସ୍ଥିତ । ଏବଂ ସେ ଘରେ ତାଙ୍କ ର ସମସ୍ତ ପ୍ରକାରର ସୁଖ ସୁବିଧା ରହିଛି । ତାଙ୍କ ଘର ର ମୁଲ୍ୟ ହେଉଛି ୪୨ କୋଟି ଟଙ୍କା ।

୪- ଚତୁର୍ଥ କଳାକାର ହେଉଛନ୍ତି ମହେଶ ବାବୁ । ସେ ସାଉଥ ର ଜଣେ ଲୋକପ୍ରିୟ ଓ ପରିଚିତ ଅଭିନେତା । ସେ ସାଉଥ ଜଗତରେ ଅନେକ ସିନେମା ମାନ କରିଛନ୍ତି । ଏବଂ ନିଜର ସୁନ୍ଦର ଅଭିନୟ ରେ ସମସ୍ତଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ଛନ୍ତି । ତାଙ୍କ ଘର ମଧ୍ୟ ଦେଖିବାକୁ ବହୁତ ସୁନ୍ଦର । ଏବଂ ତାଙ୍କ ଘରର ମୁଲ୍ୟ ହେଉଛି ୨୮ କୋଟି ଟଙ୍କା ।

୫- ପଞ୍ଚମ କଳାକାର ହେଉଛନ୍ତି ପବନ କଲ୍ୟାଣ । ପବନ କଲ୍ୟାଣ ଚିରଞ୍ଜିବି ଙ୍କର ଭାଇ ହେବେ । ସେ ମଧ୍ୟ ସାଉଥ ର ଜଣେ ସଫଳ ଅଭିନେତା । ସେ ତାଙ୍କ ଘରକୁ ବହୁତ ସୁନ୍ଦର ଭାବେ ରଖିଛନ୍ତି ଏବଂ ତାହାର ମୁଲ୍ୟ ହେଉଛି ୧୩୦ କୋଟି ଟଙ୍କା ।

୬- ଷଷ୍ଠ କଳାକାର ହେଉଛନ୍ତି ଅଲ୍ଲୁ ଅର୍ଜୁନ । ସାଉଥ ର ସବୁଠାରୁ ଲୋକପ୍ରିୟ ଓ ସବୁଠାରୁ ପ୍ରସିଦ୍ଧ ଅଭିନେତା ହେଉଛନ୍ତି ଅଲ୍ଲୁ ଅର୍ଜ୍ଜୁନ । ସେ ନିଜର ନୃତ୍ୟ ଓ ଅଭିନୟ ରେ ସମସ୍ତ ଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ପାରିବ । ତାଙ୍କ ଘର ର ମୁଲ୍ୟ ହେଉଛି ୧୦୦ କୋଟି ଟଙ୍କା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।