ରାଖୀ ସାବନ୍ତ ହେଲେ କାଙ୍ଗାଳ, ନିଜେ କହିଲେ କେମିତି ସେ ହରେଇଲେ ସବୁ କିଛି

ବଲୀଉଡରେ ସବୁଠୁ ଅଧିକ ଚର୍ଚାରେ ରହୁଥିବା ରାଖୀ ସାବନ୍ତ ବର୍ତ୍ତମାନ ସମୟରେ ବଡ ପରଦାରେ ବହୁତ କମ ନଜର ଆସୁଛନ୍ତି । ଏମିତିରେ ରାଖୀ ସାବନ୍ତ ପୁଣି ଥରେ ଚର୍ଚାରେ ଆସି ଯାଇଛନ୍ତି । କହିବାକୁ ଗଲେ ବିଗବସର ସିଜିନ ୧୪ରେ ରାଖୀ ସାବନ୍ତ ଚ୍ୟାଲେଞ୍ଜର ରୂପରେ ଏଣ୍ଟ୍ରି କରିଛନ୍ତି ଓ ଶୋରେ ରାଖୀ ସାବନ୍ତ କମେଡି କରି ଦର୍ଶକମାନଙ୍କର ମନୋରଞ୍ଜନ କରୁଛନ୍ତି । କିନ୍ତୁ ହସୁଥିବା, ଖେଳୁଥିବା ଓ ମଜାକିୟା ରାଖୀ ସାବନ୍ତ ବର୍ତ୍ତମାନ ବହୁତ ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି ।

ଯାହାର ବ୍ୟଥା ସେ ନିଜର ଏହି ହସ ପଛରେ ଲୁଚାଇ ଦେଇଛନ୍ତି । କହିବାକୁ ଗଲେ ରାଖୀ ସାବନ୍ତ ପୂରାପୂରି ଭିକାରି ହୋଇଯାଇଛନ୍ତି ଓ ତାଙ୍କ ପାଖରେ ବର୍ତ୍ତମାନ ନିଜର ଖର୍ଚ ପାଇଁ ବି ଟଙ୍କା ନାହିଁ ।

କହିଦେଉଛୁ କି ରାଖୀ ସାବନ୍ତ ବିଗବସରେ ଏଣ୍ଟ୍ରି ନେବା ପୂର୍ବରୁ ବହୁତ ଇଣ୍ଟରଭିୟୁ ଦେଇଥିଲେ । ଯେଉଁଥିରେ ରାଖୀ ସାବନ୍ତ କହିଥିଲେ କି ବିଗ ବସ ସିଜିନ ୧୪ରେ ଏଥିପାଇଁ ଯାଉଛନ୍ତି କାରଣ ତାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି ଓ ତାଙ୍କୁ ଟଙ୍କା ଦରକାର । ଏହା ପଛରେ ଥିବା କାରଣ ବିଷୟରେ ବି ସେ କହିଥିଲେ । ରାଖୀ ସାବନ୍ତ ଇଣ୍ଟରଭିୟୁରେ କହିଲେ କି, ଲୋକମାନେ ଅଚାନକ ଚିନ୍ତା କରୁଛନ୍ତି କି ସେ କେମିତି କଙ୍ଗାଳ ହୋଇଗଲେ ।

ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି କି ମୋ ସହିତ ଯେଉଁ ବ୍ୟକ୍ତି ଧୋଖା କରିଛି, ତାହାର ଦେହାନ୍ତ ହୋଇ ଯାଇଛି । ବର୍ତ୍ତମାନ ମୋତେ ଟଙ୍କା ଦରକାର ଅଛି, ସେଥିପାଇଁ ମୁଁ ଶୋର ଅଫରକୁ ସ୍ଵୀକାର କରି ନେଇଛି । ଏତିକି ନୁହେଁ ରାଖୀ ସାବନ୍ତ ନିଜ ସ୍ଵାମୀଙ୍କ ବିଷୟରେ ବି କହିଲେ । କହିବାକୁ ଗଲେ ଗତ ବର୍ଷ ରାଖୀ ସାବନ୍ତ ନିଜର ବିବାହ କାରଣରୁ ସବୁଠୁ ଅଧିକ ଲାଇମଲାଇଟରେ ରହିଥିଲା । ରାଖୀ ସାବନ୍ତଙ୍କ ଅନୁସାରେ ସେ ରିତେଶ ନାମକ ଜଣେ ଏନଆଇଆର ବିଜନେସମ୍ୟାନଙ୍କୁ ବିବାହ କରିସାରିଛନ୍ତି ।

କିନ୍ତୁ ସେ କେବେ ବି ନିଜର ସ୍ଵାମୀଙ୍କ ଫଟୋ ଦୁନିଆ ସାମ୍ନାକୁ ଆଣି ନାହାନ୍ତି । କିନ୍ତୁ ରାଖୀ ସାବନ୍ତ ଏହି ଇଣ୍ଟରଭିୟୁରେ ନିଜର ସ୍ଵାମୀ ବିଷୟରେ କହିଛନ୍ତି । ସେ କହିଲେ କି ମୋର ସ୍ଵାମୀ ଦୁନିଆ ସାମ୍ନାକୁ ଆସିବାକୁ ଚାହାନ୍ତି ନାହିଁ । ଗୋଟିଏ ବର୍ଷରୁ ବି ଅଧିକ ସମୟ ହୋଇ ଯାଇଛି ସେ ମୋତେ ଦେଖା କରିବାକୁ ବି ଆସି ନାହାନ୍ତି । ସେ ୟୁକେରେ ଅଛନ୍ତି । ମୋର ବାହାଘର ବି ବିଭିନ୍ନ କାରଣରୁ ଅସୁବିଧାରେ ପଡି ଯାଇଛି । ଯାହା ବିଷୟରେ ମୁଁ ବିଗ ବସ ଘର ଭିତରେ କହିବି ।

ଏତିକି ନୁହେଁ ବିଗ ବସର ଘରେ ରାଖୀ ସାବନ୍ତ ରୁବିନା ଓ ଅଭିନବଙ୍କୁ କହିଥିଲେ କି ତୁମେମାନେ ପ୍ରାର୍ଥନା କର କି ମୋ ସ୍ଵାମୀ ଫେରି ଆସନ୍ତୁ । ମୁଁ ତାଙ୍କୁ କହିଥିଲି କି ମୁଁ ବହୁତ ବଡ ଶୋକୁ ଯାଉଛି । କିଛି ତ କର ମୋର ଇଜ୍ଜତକୁ ତ ରଖ । ଆପଣଙ୍କୁ କହିଦେଉଛୁ କି ରାଖୀ ସାବନ୍ତ ଏହା ନ୍ୟୁଜ ତିଆରି କରିବା ପାଇଁ କହୁ ନାହାନ୍ତି ଏହା ତାଙ୍କ ସହିତ ଅସଲରେ ହୋଇଛି ।

ଏହା ସହିତ ସେ କହିଛନ୍ତି କି ତାଙ୍କୁ ଏହି ଶୋ ସୋହେଲ ଖାନ କାରଣରୁ ମିଳିଛି । କହିବାକୁ ଗଲେ ରାଖୀ ସାବନ୍ତଙ୍କ ଏହି କାହାଣୀ ବହୁତ ଭାବୁକ ଅଟେ । କିନ୍ତୁ ଏହା ସତ୍ବେ ବି ବିଗ ବସ ଘରେ ସମସ୍ତଙ୍କୁ ମନୋରଞ୍ଜନ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।