ଯେତେବେଳେ ଏହି 6 ଡ୍ରେସ କାରଣରୁ Nushrat Bharuchaକୁ ସମସ୍ତଙ୍କ ସାମ୍ନାରେ ହେବାକୁ ପଡିଥିଲା ଲଜ୍ଜିତ, ଲୋକେ କହିଲେ ଏମିତି

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ଶେଷ ଥର ଫିଲ୍ମ ଡ୍ରିମ ଗର୍ଲରେ ନଜର ଆସିଥିବା ଅଭିନେତ୍ରୀ ନୁସରତ ଭରୁଚା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ବର୍ତ୍ତମାନ ବଲୀଉଡରେ ବି ଜଣେ ଜଣା ଶୁଣା ଅଭିନେତ୍ରୀ ହୋଇସାରିଛନ୍ତି । କହିବାକୁ ଗଲେ ବର୍ତ୍ତମାନ ହିଁ ନୁସରତ ଭରୁଚାଙ୍କ କିଛି ଏମିତି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକି ବହୁତ ହିଁ ଅଧିକ ଆପତ୍ତି ଜନକ ଅଟେ ।

ନିଜର ବୋଲ୍ଡ ଓ ବିକିନୀ ଫଟୋ ଠାରୁ ନେଇ ସୋସିଆଲ ମିଡିଆରେ ନିଜର ଆପତ୍ତି ଜନକ ଡ୍ରେସ ପିନ୍ଧିବାର ଫଟୋକୁ ସେୟାର କରି ନୁସରତ ଭରୁଚା ପ୍ରାୟତଃ ଚର୍ଚାରେ ରହିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ନୁସରତ ଭରୁଚାଙ୍କ କିଛି ଡ୍ରେସ ବିଷୟରେ କହିବୁ । ଯାହା କି ଅଧିକ ବୋଲ୍ଡ ଥିଲା ।

ଏହି ଲିସ୍ଟରେ ପ୍ରଥମ ନମ୍ବରରେ ଯଦି କଥାବାର୍ତ୍ତା କରିବା ତେବେ ମୁମ୍ବାଇରେ ହୋଇଥିବା ଫିଲ୍ମ ଫେୟାର ଫଙ୍କସନରେ ନୁସରତ ଭରୁଚା ବହୁତ ହିଁ ଆପତ୍ତି ଜନକ ଡ୍ରେସ ପିନ୍ଧି ଆସିଥିଲେ । ଯେଉଁଥିରେ ତାଙ୍କର ଶରୀରର ଗୋଟିଏ ପାର୍ଶ୍ଵ ବହୁତ ହିଁ ନଜର ଆସୁଥିଲା । ଏହି ଡ୍ରେସର ରଙ୍ଗ ସବୁଜ ଥିଲା । ଏହିଭଳି ଡ୍ରେସ ପିନ୍ଧିବାକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ନୁସରତ ଭରୁଚାଙ୍କୁ ବହୁତ ଅଧିକ ଟ୍ରୋଲ ବି କରିଲେ । କାରଣ ତାଙ୍କର ଶରୀରର ଗୋଟିଏ ପାର୍ଶ୍ଵ ବହୁତ ଅଧିକ ନଜର ଆସୁଥିଲା ।

ଏହି ଲିସ୍ଟରେ ଦ୍ଵିତୀୟ ନମ୍ବରରେ ଆସିଥାଏ ନୁସରତ ଭରୁଚାଙ୍କ ଭାଇରାଲ ହୋଇଥିବା କିଛି ଫଟୋ । ଯେଉଁଥିରେ ନୁସରତ ଭରୁଚା ବହୁତ ହଟ ଓ ବୋଲ୍ଡ ଅନ୍ଦାଜରେ ନଜର ଆସୁଥିଲେ । ଖୋଲା କେସରେ ବି ସେ ବହୁତ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ଯେଉଁଠି କିଛି ଲୋକମାନେ ନୁସରତ ଭରୁଚାଙ୍କ ଏହି ଲୁକର ପ୍ରଶଂସା କରିଲେ ଅନ୍ୟ ପଟେ ନୁସରତ ଭରୁଚାଙ୍କୁ କେତେକ ଲୋକମାନେ ଟ୍ରୋଲ ବି କରିଲେ ।

ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ ନୁସରତ ଭରୁଚା ଏହି ଫଟୋରେ ନିଜର ଘରର ଝରକା ପାଖରେ ବସି ଥିବାର ନଜର ଆସୁଛନ୍ତି । ଏହି ଫଟୋରେ କିଛି ୟୁଜରମାନେ ତାଙ୍କୁ ଟ୍ରୋଲି କରି କହିଲେ କି ବୋଧେ ନୁସରତ ଭରୁଚା ପ୍ୟାଣ୍ଟ ପିନ୍ଧିବା ଭୁଲି ଯାଇଛନ୍ତି । କିନ୍ତୁ ଅନ୍ୟ କିଛି ୟୁଜରମାନଙ୍କୁ ନୁସରତ ଭରୁଚାଙ୍କ ଏହି ବୋଲ୍ଡ ଷ୍ଟାଇଲ ବହୁତ ଅଧିକ ପସନ୍ଦ ଆସିଲା ।

ଏହି ଲିସ୍ଟରେ ନ୍ମବାର ୩ରେ କଥାବାର୍ତ୍ତା କରିବା ନୁସରତ ଭରୁଚାଙ୍କ ଏହି ଗୋଲ୍ଡେନ ରଙ୍ଗର ଡ୍ରେସ ବିଷୟରେ । ଏହି ଡ୍ରେସରେ ନୁସରତ ଭରୁଚାଙ୍କ ଲୁକ ବହୁତ ଅଧିକ ବୋଲ୍ଡ ଅଟେ । କହିଦେଉଛୁ କି ନୁସରତ ଭରୁଚାଙ୍କ ଏହି ଫଟୋରେ ତାଙ୍କର ଫ୍ୟାନମାନେ ବହୁତ କମେଣ୍ଟ ବି କରିଛନ୍ତି । ଏହା ସହିତ ଅନ୍ୟ ଏକ ଫଙ୍କସନରେ ନୁସରତ ଭରୁଚା ସିଲିଭର ରଙ୍ଗର ଏକ ଗାଉନ ପିନ୍ଧି ଯାଇଥିଲେ । ଯେଉଁଥିରେ ବି ତାଙ୍କର ଶରୀରର କିଛି ଅଂସ ବହୁତ ଅଧିକ ଦେଖା ଯାଉଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।