ଜଲ୍ଦି ଜଲ୍ଦିରେ ତଳେ ବିନା କିଛି ପିନ୍ଧି କେବଳ ସାର୍ଟ ରେ ନଜର ଆସିଲେ Actress Rakul Preet Singh, ଭାଇରାଲ ହେଉଛି ଫଟୋ

ବଲୀଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀମାନଙ୍କ ଲିସ୍ଟରେ ସାମିଲ ଥିବା ଅଭିନେତ୍ରୀ ରକୁଳ ପ୍ରୀତ ସିଂହ ଆଜିକାଲି ବହୁତ ଚର୍ଚାରେ ରହୁଛନ୍ତି । ଏହା ସହିତ ରକୁଳ ପ୍ରୀତ ସିଂହ ସବୁଦିନ ନିଜର ଫଟୋ ବି ସୋସିଆଲ ମିଡିଆରେ ଅପ୍ଲୋଡ କରିଥାନ୍ତି । ଏମିତିରେ ଅଭିନେତ୍ରୀଙ୍କ ଗୋଟିଏ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯେଉଁଥିରେ ରକୁଳ ପ୍ରୀତ ସିଂହ ବହୁତ ସୁନ୍ଦର ଓ ଗ୍ଲାମରସ ଅନ୍ଦାଜରେ ନଜର ଆସୁଛନ୍ତି ।

ଆପଣ ଅଭିନେତ୍ରୀଙ୍କ ଏହି ଭିଡିଓ ଆମ ପୋସ୍ଟ ମାଧ୍ୟମରେ ବି ଦେଖି ପାରିବେ । କହିଦେଉଛୁ କି ରକୁଳ ପ୍ରୀତ ସିଂହ ପ୍ରାୟତଃ ସ୍ପଟ ହୋଇ ଯାଆନ୍ତି । ଏମିତିରେ ଏଥର ସେ ଯେତେବେଳେ ବ୍ରାଉନ ରଙ୍ଗର ଶାର୍ଟ ପିନ୍ଧିଥିବାର ନଜର ଆସିଲେ ତେବେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଅଳ୍ପ ମେକଅପ ସହ ଅଭିନେତ୍ରୀଙ୍କ ଅନ୍ଦାଜ ବହୁତ ହିଁ ପ୍ରଶଂସନୀୟ ଥିଲା । କହିଦେଉଛୁ କି ଅଭିନେତ୍ରୀ ବାନ୍ଦ୍ରାର ଏକ ରେଷ୍ଟୁରାଣ୍ଟ ସାମ୍ନାରେ ସପ୍ଟ ହୋଇଥିଲେ । ଯେଉଁଠି ସେ ନିଜର ବନ୍ଧୁ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ପ୍ରଜ୍ଞା ଜୈସୱାଲଙ୍କ ସହିତ ଡିନର କରିବାକୁ ଯାଇଥିଲେ । ଯେମିତି କି ଆପଣ ଭିଡିଓରେ ଦେଖି ପାରିବେ କି ଅଳ୍ପ ମେକଅପ ଓ ସିମ୍ପଲ ଷ୍ଟାଇଲରେ ବି ରକୁଳ ପ୍ରୀତ ସିଂହ ବହୁତ ସୁନ୍ଦର ନଜର ଆସୁଛନ୍ତି । ଏହି ସମୟରେ ସେ କେବଳ ଗୋଟିଏ ସାର୍ଟ ପିନ୍ଧିବାର ନଜର ଆସୁଛନ୍ତି ।

ଏମିତିରେ କେତେକ ପ୍ରଶଂସକ ତାଙ୍କର ଏହି ଡ୍ରେସକୁ ପସନ୍ଦ କରୁଛନ୍ତି ତ ଅନ୍ୟ ପଟେ ତାଙ୍କୁ କିଛି ୟୁଜରମାନଙ୍କର ଟ୍ରୋଲିଙ୍ଗର ବି ସାମ୍ନା କରିବାକୁ ମଧ୍ୟ ପଡୁଛି । କିଛି ୟୁଜର ରକୁଳ ପ୍ରୀତ ସିଂହଙ୍କ ଏହି ଭାଇରାଲ ଭିଡିଓ ଉପରେ କମେଣ୍ଟ କରି ଲେଖିଲେ କି ରକୁଳ ପ୍ରୀତ ସିଂହ ପୁଣିଥରେ ବିନା ପ୍ୟାଣ୍ଟରେ ନଜର ଆସିଛନ୍ତି । ବୋଧେ ତାଙ୍କ ପାଖରେ ପ୍ୟାଣ୍ଟ ନାହିଁ । କିମ୍ବା ସେ ସବୁବେଳେ ମାର୍କେଟ ଯିବା ସମୟରେ ଓ ଡିନର କରିବାକୁ ଯିବା ସମୟରେ ପ୍ୟାଣ୍ଟ ପିନ୍ଧିବା ଭୁଲି ଯାଆନ୍ତି ।

ଯଦି ତାଙ୍କର ଫିଲ୍ମ ବିଷୟରେ କଥାବାର୍ତ୍ତା କରିବା ତେବେ ରକୁଳ ପ୍ରୀତ ସିଂହ ଜଲ୍ଦି ହିଁ ଅର୍ଜୁନ କପୁରଙ୍କ ସହ ଏକ ଫିଲ୍ମରେ ରୋମାନ୍ସ କରୁଥିବାର ନଜର ଆସିବେ । ଏହି ଫିଲ୍ମରେ ଜନ ଆବ୍ରାହମ ଓ ଅଦିତି ରାୱ ହୈଦରୀ ବି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହିତ ଅଜୟ ଦେବଗନଙ୍କ ସହ ରକୁଳ ପ୍ରୀତ ସିଂହ ଗୋଟିଏ ଥ୍ରୀଳର ଡ୍ରାମା ଫିଲ୍ମରେ ପାଇଲଟ ରୋଲରେ ନଜର ଆସିବେ ।

ଏହି ଫିଲ୍ମରେ ବଲୀଉଡର ମହାନୟକ ଅମିତାଭ ବଚ୍ଚନ ବି ମୁଖ୍ୟ ଭୂମିକାରେ ନଜର ଆସିବେ । କହିବାକୁ ଗଲେ ରକୁଳ ପ୍ରୀତ ସିଂହଙ୍କ ପାଖରେ ବର୍ତ୍ତମାନ ୬ ଟି ଫିଲ୍ମ ଅଛି । ଯାହା ୨୦୨୧ ଓ ୨୦୨୨ରେ ରିଲିଜ କରାଯିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।