Gk Questions & Answers- ତାହା କଣ ଅଟେ ? ଯାହା ଏକ ରାଜାର ନାମ, ଏକ ଗଛର ନାମ, ଏକ ଫିଲ୍ମ ର ନାମ ଓ ଏକ ଔଷଧର ନାମ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

ପ୍ରଶ୍ନ – ଭାରତୀୟ ମୁଦ୍ରାର ନାମ ରୂପାୟ ବୋଲି କିଏ ରଖିଥିଲେ ?

ଉତ୍ତର – ଶେରସାହା ସୂରୀ

ପ୍ରଶ୍ନ – ବିଶ୍ଵର ପ୍ରଥମ ପରମାଣୁ ବୁଦ୍ୟତ ଘର କେଉଁ ଦେଶର ଅବସ୍ଥିତ ?

ଉତ୍ତର – ରୁଷ

ପ୍ରଶ୍ନ – ଦାଦା ସାହେବ ଫାଳକେ ପୁରସ୍କାର କେଉଁଥି ପାଇଁ ଦିଆ ଯାଇଥାଏ ?

ଉତ୍ତର – ଚଳଚିତ୍ର କ୍ଷେତ୍ରରେ

ପ୍ରଶ୍ନ – ଭରତର ମାର୍ଟିନ ଲୁଥର କାହାକୁ କୁହାଯାଇ ଥାଏ ?

ଉତ୍ତର – ଦୟାନନ୍ଦ

ପ୍ରଶ୍ନ – ବିଶ୍ଵର ସବୁଠୁ ସୁରକ୍ଷିତ ଦେଶ କାହାକୁ କୁହାଯାଏ ?

ଉତ୍ତର – ଆଇସଲାଣ୍ଡ

ପ୍ରଶ୍ନ – ଭାରତର ସବୁଠୁ ଚଉଡା ନନ୍ଦୀର ନାମ କଣ ଅଟେ ?

ଉତ୍ତର – ବ୍ରହ୍ମପୁତ୍ର ନନ୍ଦୀ

ପ୍ରଶ୍ନ – ଭାରତରେ କେଉଁ ଖାଦ୍ୟ ସବୁ ଠାରୁ ଅଧିକ ଖାଇଥାନ୍ତି ?

ଉତ୍ତର – ଚାଉଳ

ପ୍ରଶ୍ନ – କପା ଚାଷ କେଉଁ ଠାରେ ସବୁ ଠାରୁ ଅଧିକା ଉତ୍ପାଦନ କରାଯାଏ ?

ଉତ୍ତର – ଆମେରିକା

ପ୍ରଶ୍ନ – କଲମର ଯାଦୁଗର କାହାକୁ କୁହାଯାଏ ?

ଉତ୍ତର – ରାମବୃକ୍ଷ ବେନିପୁରୀ

ପ୍ରଶ୍ନ – କେଉଁ ଦେଶରେ ଇନ୍ଟାରନେଟ ମାଗଣା ଦିଆଯାଉଛି ?

ଉତ୍ତର – ଡେନମାର୍କ

ପ୍ରଶ୍ନ – ବୌଦ୍ଧ ଧର୍ମର ସଂସ୍ଥାପକ କିଏ ଥିଲେ ?

ଉତ୍ତର – ଗୌତମ ବୁଦ୍ଧ

ପ୍ରଶ୍ନ –  ଭାରତର ସବୁଠୁ ପୁରୁଣା ଥିବା ବିଶ୍ଵବିଦ୍ୟାଳୟର ନାମ କଣ ଅଟେ ?

ଉତ୍ତର – ନାଳନ୍ଦା ବିଶ୍ୱବିଦ୍ୟାଳୟ

ପ୍ରଶ୍ନ –  ଅନ୍ତରାଷ୍ଟ୍ରିୟ ନ୍ୟାୟଳୟର ମୁଖ୍ୟ କାର୍ଯ୍ୟଲୟ କେଉଁ ଠାରେ ଅବସ୍ଥିତ ?

ଉତ୍ତର – ଦ ହେଗ

ପ୍ରଶ୍ନ – ସବୁଠୁ ଅଧିକା କରଜ ନେଇଥିବା ଦେଶର ନାମ କଣ ଅଟେ ?

ଉତ୍ତର – ଚୀନ

ପ୍ରଶ୍ନ – ଦସମଲବ ପ୍ରଧତି ଜନକ କେଉଁ ଦେଶର ଅଟନ୍ତି ?

ଉତ୍ତର – ଭାରତ

ପ୍ରଶ୍ନ – ଲବଣ ସତ୍ୟାଗ୍ରହ କେଉଁ ସମୟରେ ହୋଇଥିଲା ?

ଉତ୍ତର – ୧୯୩୦ ମସିହାରେ

ପ୍ରଶ୍ନ – ବଗିଚାର ସହର କାହାକୁ କୁହାଯାଇ ଥାଏ ?

ଉତ୍ତର –  କପୂର ଥଲା

ପ୍ରଶ୍ନ – ବୁର୍ଜ ଖାଲିଫା କେଉଁଠାରେ ଅବସ୍ଥିତ ?

ଉତ୍ତର – ଦୁବାଇ

ପ୍ରଶ୍ନ – ସବୁଠାରୁ ବୃଦ୍ଧିମାନ ମାଛର ନାମ କଣ ଅଟେ ?

ଉତ୍ତର – ଡଲଫିନ

ପ୍ରଶ୍ନ – ତେଲେଙ୍ଗାନା ଦିବସ କେଉଁ ସମୟରେ ପାଳନ କରାଯାଇ ଥିଲା ?

ଉତ୍ତର – ୨ ଜୁନ

ପ୍ରଶ୍ନ – ସୂର୍ଯ୍ୟ ମଣ୍ଡଳରେ କେଉଁ ଗ୍ରହ ସବୁ ଠାରୁ ଅଧିକ ଗରମ ଗ୍ରହର ନାମ କଣ ଅଟେ ?

ଉତ୍ତର – ଶୁକ୍ର ଗ୍ରହ
ପ୍ରଶ୍ନ – ଦୁନିଆରେ ସବୁଠୁ ଅଧିକା ବଡ ମୂର୍ତି କେଉଁଠାରେ ଅବସ୍ଥିତ ?

ଉତ୍ତର – ଗୁଜୁରାଟ ରେ ଅବସ୍ଥିତ

ପ୍ରଶ୍ନ – ମକ୍କା କେଉ ଠାରେ ଅବସ୍ଥିତ ?

ଉତ୍ତର –  ସାଉଦି ଆରାବ

ପ୍ରଶ୍ନ – ଇଣ୍ଟେଲିଜେନ୍ସ ବୁରୋ ମୁଖ୍ୟ କାର୍ଜ୍ୟଳୟ କେଉଁ ଠାରେ ଅବସ୍ଥିତ ?

ଉତ୍ତର – ନୂଆ ଦିଲ୍ଲୀରେ ଅବସ୍ଥିତ

ପ୍ରଶ୍ନ – ମହାଭାରତର ରଚୟିତା କରିଥିବା ଲୋକର ନାମ କଣ ଅଟେ ?

ଉତ୍ତର – ବେଦବ୍ୟାସ

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?

ଉତ୍ତର – ତାମିଲନାଡ

ପ୍ରଶ୍ନ – ସବୁ ଠାରୁ ଲମ୍ବାଥିବା ତଟ ରେଖା କେଉଁଠାରେ ଅବସ୍ଥିତ ?

ଉତ୍ତର – ଗୁଜୁରାଟ

ପ୍ରଶ୍ନ – ଖାଲି ଥିବା ସ୍ଥାନ ପୂରଣ କରନ୍ତୁ

ଏକ ରାଜାର ନାମ ମଧ୍ୟ ——- ଅଟେ ।

ଏକ ଗଛର ନାମ ମଧ୍ୟ ——– ଅଟେ ।

ଏକ ଔଷଧର ନାମ ମଧ୍ୟ ——- ଅଟେ ।

ଏକ ଚଳଚିତ୍ରର ନାମ ମଧ୍ୟ ——- ଅଟେ ।

ଉତ୍ତର – ଅଶୋକ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।