ଲେମ୍ବୁ ପାଣିରେ କେବଳ ଏହି ଗୋଟିଏ ଜିନିଷ ମିଶେଇ ପିଅନ୍ତୁ, ପୁରୁଣା ରୁ ପୁରୁଣା ଚର୍ବି ବି ମହମ ଭଳି ତରଳି ଯିବ- Health Tips

ଆପଣ ମାନେ ଜାଣିଥିବେ ଲେମ୍ବୁର ଉପକାରିତା ବିଷୟରେ ଆମେ ଯଦି ଖରାରେ କିଛି ବାଟ ଯାଉ ତେବେ ବେଳେ ବେଳେ ଆମ ମୁଣ୍ଡ ବୁଲାଇ ଥାଏ । ସେହି ସମୟରେ ଯଦି ଆମେ ଅଳ୍ପ ଲେମ୍ବୁ ପାଣି ପିଇବା ତେବେ ଆମକୁ ବହୁତ ଆରମ ଲାଗିଥାଏ । ଆଜି ଆମେ ଏପରି ଏକ ଉପାୟ କଥା କହିବୁ ଯାହାକି ବହୁତ ପୁରୁଣା ରୋଗ ଭଲ ହେବା ସହିତ ପେଟରେ ଚର୍ବି ଥିଲେ ବହୁତ ଶୀଘ୍ର କମିଯିବ । ଏହାକୁ ଯଦି ଆପଣ ପ୍ରତିଫିନ ସେବନ କରନ୍ତି ତେବେ ଆପଣଙ୍କର ଓଜନ କମାଇବା ସହିତ ଆପଣଙ୍କର ଶରୀରକୁ ବହୁତ ଶକ୍ତି ଯୋଗାଇବ ।

ଯେଉଁ ସମୟରେ ଆମେ ମାନେ ଯୋଗ କରିଥାଉ ବା ଓଜନ କମାଇବା ବେଲ୍ଟ ପିନ୍ଧିଥାଉ ସେହି ସମୟରେ ଆମେ ବହୁତ ଥକି ପଡିଥାଉ । ଆମ ମନ କରିଥାଏ ଆମେ କିଛି କାମ ନକରି ଶୋଇବାକୁ । ଯଦି ଆପଣ ଏହି ଉପାୟ ଟିକୁ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଶକ୍ତି ବହୁତ ପରିମାଣରେ ବଢିବ ଓ ଆପଣଙ୍କୁ ବହୁତ ସତେଜ ମଧ୍ୟ ଲାଗିବ । ଯଦି ଆପଣଙ୍କ ଭିତରେ ମେଟାବୋଲିଜିମ ଥିବ ତେବେ ଏହା ବହୁତ ଶୀଘ୍ର କମିଯିବ ଓ ଅଳସୁଆ ଯଦି ଲାଗୁଥିବ ତେବେ ଏହା କମିଯିବ ।

ସବୁଠୁ ଭଲ କଥା ହେଉଛି ଏହାକୁ ସବୁ ଲୋକ ଏହାର ସେବନ କରି ପାରିବେ । ଏହାକୁ ପୁରୁଷ, ମହିଳା, ଡାଇବେଟିସ ରୋଗୀ ଓ ହୃଦୟ ଜନିତ ରୋଗୀ ମଧ୍ୟ ଏହାକୁ ସେବନ କରିପାରିବେ । ଓଜନ କମାଇବା ସହିତ ଏହା ବହୁତ ଲାଭ ମଧ୍ୟ ମିଳିଥାଏ । ଯଦି ଆପଣଙ୍କର ଥାଇରଏଡ ଥାଏ ତେବେ ଆପଣଙ୍କର କେବେ ହେଲେ ଓଜନ କମୁ ନଥିବେ କିନ୍ତୁ ଆପଣ ଏହାକୁ ସେବନ କରି ଆପଣ ବହୁତ ଶୀଘ୍ର ମୁକ୍ତି ପାଇ ପାରିବେ ।

ଗର୍ଭବତୀ କରିବା ସମୟରେ ଯଦି ଆପଣଙ୍କର ଓଜନ କାମୁ ନାହି ତେବେ ଆପଣ ଏହାକୁ ଖାଇ ମଧ୍ୟ ବହୁତ ଶିଘ୍ର ନିଜର ଓଜନ କମାଇ ପାରିବେ । ଏଥିରେ ଆପଣଙ୍କ ପିଲା ବା ଆପଣଙ୍କର କୌଣସି ଅସୁବିଧା ଦେଖା ଦେବା ନାହିଁ । ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ବନାଇବେ ଓ ଏହାକୁ କିପରି ସେବନ କରିବେ । ଏହି ଜିନିଷ ବନାଇବାକୁ ହେଲେ ଆମକୁ ପ୍ରଥମେ ଜିଆଶିଷ ଆଣିବାକୁ ପଡିବ ।

ଏହା ଆପଣଙ୍କର ଓଜନ କମାଇବାରେ ବହୁତ ଭଲ ଜିନିଷ ଅଟେ । କାରଣ ଜିଆଶିଷ ଆପଣଙ୍କ ହ୍ରୁଦୟକୁ ବହୁତ ଭଲ ରଖିଥାଏ । କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବାର ରହିଥାଏ । ଆପଣଙ୍କର କୋଲୋଷ୍ଟ୍ରୋଲକୁ କମାଇଥାଏ ଓ ମେଟାବୋଲିଯିମକୁ ବଢାଇଥାଏ । ଏହା ସହିତ ଆପଣଙ୍କର ବ୍ଲଡକୁ ମଧ୍ୟ ଏହା ସଫା ରଖିଥାଏ ।  ଯାହା ଦ୍ଵାରା ଆପଣଙ୍କର ଓଜନ ବହୁତ ଶିଘ କମିବାକୁ ଲାଗେ ।

ସକାଳେ ଆପଣ ଗୋଟିଏ ଚାମଚ ଜିଆଶିଷ ନିଅନ୍ତୁ ଓ ସେଥିରେ ଅଳ୍ପ ଗରମ ପାଣି ପକାଇ କିଛି ସମୟ ସେହି ପରି ତାକୁ ଛାଡି ଦିଅନ୍ତୁ ।  ୩୦ ମିନିଟ ପରେ ଏହାକୁ ଦେଖିବେ ଏହା ଫୁଲି ଯାଇଥିବ । ଏହାପରେ ଆପଣ ଏକ ଗ୍ଳାସ ଉଷୁମ ପାଣି ଆଣନ୍ତୁ ଓ ସେଥିରେ ଛୋଟ ଲେମ୍ବୁ ଚୁପୁଡି ଦିଅନ୍ତୁ । ଲେମ୍ବୁରେ ପ୍ରଚୁର ମାତ୍ରରେ ଭିଟାମିନ ସି ଥାଏ ।

ଏହାପରେ ଯେଉଁ ଜିଆଶିଷ ଭିଯାଇଥିଲେ ସେଥିରୁ ଅଧା ସେହି ଉଷୁମ ପାଣିରେ ମିଶାନ୍ତୁ । ଏହାପରେ ସେଥିରେ ଅଳ୍ପ ମହୁ ମିଶାଇବେ । ଏହାପରେ ଆମେ ସେଥିରେ ଅଳ୍ପ ଡାଲଚିନି ମିଶାଇବା । ଡାଲଚିନି ନିଜ ଶରୀରରେ ରକ୍ତ ପ୍ରଭାହକୁ ବଢାଇ ଥାଏ ଓ ବହୁତ ପୂର୍ବରୁ ହୋଇଥିବା ଚର୍ବି ମଧ୍ୟ କମିଯାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।