ଦିଶା ପଟାନୀଙ୍କ ଲେଟେସ୍ଟ ଫୋଟୋଶୁଟ କରିଲା ହଙ୍ଗାମା, ଫଟୋରେ ଦେଖାଗଲା ‘ଟଶନ କ୍ୱୀନ’ଙ୍କ ଅଦ୍ଭୁତ ଅନ୍ଦାଜ, ଦେଖନ୍ତୁ

ଏମଏସ ଧୋନୀଙ୍କର ବାୟୋପିକରୁ ବଲୀଉଡରେ ଡେବ୍ୟୁ କରିଥିବା ଦିଶା ପଟାନୀ ବହୁତ କମ ସମୟରେ ହିଁ ଲୋକମାନଙ୍କ ହୃଦୟରେ ରାଜ କରିବା ଆରମ୍ଭ କରିଦେଇଛନ୍ତି । ଯେଉଁ କାରଣରୁ ସବୁଦିନ ତାଙ୍କର କୌଣସି ନା କୌଣସି ଫଟୋ ସୋସିୟାଲ ମିଡିଆରେ ଭାଇରାଲ ହୋଇଥାଏ । ଫିଲ୍ମ ଛଡା ଦିଶା ପଟାନୀ ନିଜର ଫିଟନେସକୁ ନେଇ ବି ଚର୍ଚାରେ ରହିଥାନ୍ତି । ଏହା ଛଡା ଦିଶା ପଟାନୀଙ୍କର ନାମ ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ନିଆଯାଏ,

ଯେଉଁମାନେ ଫିଲ୍ମରେ ନିଜର ସ୍ଟଂଟ ନିଜେ କରିବାକୁ ପସନ୍ଦ କରନ୍ତି, ଯେଉଁଥି ପାଇଁ ସେମାନେ ବହୁତ ପରିଶ୍ରମ ବି କରିଥାନ୍ତି ଓ କେବେ କେବେ ସେମାନଙ୍କୁ ଆଘାତ ବି ଲାଗିଥାଏ ।

ବଲୀଉଡରେ ଟଶନ କ୍ୱୀନ ନାମରେ ଜଣାଯାଉଥିବା ଦିଶା ପଟାନୀ ପ୍ରାୟତଃ ନିଜର ଟଶନବାଜୀ ଫଟୋ ସୋସିଆଲ ମିଡିଆରେ ପୋସ୍ଟ କରିଥାନ୍ତି । କହିଦେଉଛୁ କି ଦିଶା ପଟାନୀ ନିଜର ଫ୍ୟାନମାନଙ୍କ ସହିତ ଯୋଡି ହୋଇ ରହିବା ପାଇଁ ପ୍ରାୟତଃ ଭିଡିଓ ଓ ଫଟୋ ଶେୟାର କରିଥାନ୍ତି । ଏହି ଆଧାରରେ ସେ ବର୍ତ୍ତମାନ ହିଁ କିଛି ଫଟୋ ଶେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି ।

ଗ୍ରୀନ କଲର ର ଆଉଟଫିଟରେ ନଜର ଆସିଲେ ଦିଶା ପଟାନୀ

କହିବାକୁ ଗଲେ ଦିଶା ପଟାନୀଙ୍କର ଲେଟେସ୍ଟ ଫୋଟୋଶୁଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ ଗ୍ରୀନ କଲର ର ଆଉଟଫିଟରେ ନଜର ଆସୁଛନ୍ତି । ଏହି ଆଉଟଫିଟରେ ଦିଶା ପଟାନୀ ବହୁତ ସୁନ୍ଦର ଲାଗୁଛନ୍ତି । ଏହାକୁ ତାଙ୍କର ଫ୍ୟାନମାନେ ପ୍ରଶଂସା ବି କରୁଛନ୍ତି ।

ଖରାରେ ଦିଶା ପଟାନୀଙ୍କର ଗ୍ଲୈମରସ ଅନ୍ଦାଜ

ଏହି ଫୋଟୋଶୁଟରେ ଦିଶା ପଟାନୀ ଭଲ ଭଲ ପୋଜ ଦେଉଛନ୍ତି । କିନ୍ତୁ ଖରାରେ ଛିଡା ହୋଇ ପୋଜ ଦେବା ତାଙ୍କର ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସୁଛି । ଦିଶା ପଟାନୀ ଏହି ଫୋଟୋଶୁଟରେ ପୋନୀଟେଲ ବାନ୍ଧି ରଖିଛନ୍ତି । ଏହା ସହିତ ସେ ବେକରେ ଏକ ନେକଲେସ ଚେନ ବି ପିନ୍ଧିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।