ବହୁତ ହିଁ ମତଲବି ଅଟନ୍ତି Bollywood ର ଏହି ୬ ଜଣ ହିରୋଇନ, ଫେମସ ହେବା ମାତ୍ରେ ହିଁ ଭୁଲିଗଲେ ନିଜ ପୁରୁଣା ପ୍ରେମ

ବଲିଉଡର କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଅନେକ ପରିଶ୍ରମ କରି ସଫଳତା ପାଇଥାନ୍ତି । କିନ୍ତୁ କିଛି ଏମିତି କଳାକାର ଅଛନ୍ତି ଯେଉଁ ମାନେ ନିଜର ସଫଳତା ହାସଲ ପରେ ନିଜ ଲୋକଙ୍କୁ ହିଁ ଭୁଲି ଯାଇଥାନ୍ତି ।

ଏମିତିକି କିଛି ଅଭିନେତ୍ରୀ ମାନେ ନିଜ ବଏଫ୍ରେଣ୍ଡଙ୍କର ମଧ୍ୟ ହୃଦୟକୁ ଭାଙ୍ଗି ଦେଇ ଆଜି ଏକ ନୂଆ ଚେହେରା ସହ ବଲିଉଡରେ ରାଜ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜର ସଫଳତା ପାଇବା ପରେ ନିଜ ବଏଫ୍ରେଣ୍ଡକୁ ସବୁ ଦିନ ପାଇଁ ଭୁଲି ଯାଇଛନ୍ତି ।

୧- “ଆଲିୟା ଭଟ୍ଟ” : ବର୍ତ୍ତମାନ ଅଭିନେତ୍ରୀ ଆଲିୟାଙ୍କର ଅଭିନେତା ରଣବିର କପୁରଙ୍କ ସହ ଯୋଡି ଖୁବ ଚର୍ଚ୍ଚାରେ ରହିଛି । କିନ୍ତୁ ଆଲିୟାଙ୍କର ପ୍ରଥମ ବଏଫ୍ରେଣ୍ଡ ହେଉଛନ୍ତି ଅଲ୍ଲୀ ଦାଦଲକାର ଯାହାଙ୍କ ସହ ଆଲିୟା ଫିଲ୍ମ “ଷ୍ଟୁଡେଣ୍ଟ ଅଫ ଦି ଇୟର” କରିବା ପୂର୍ବରୁ ତାଙ୍କ ସହ ଡେଟ କରୁଥିଲେ । କିନ୍ତୁ ନିଜର ପ୍ରଥମ ଫିଲ୍ମ ହିଟ ହେବା ପରେ ଆଲିୟା ନିଜ ପ୍ରଥମ ଲଭକୁ ଭୁଲି ଆଗକୁ ବଢିଥିଲେ ।

୨- “ଦୀପିକା ପାଦୁକାନ” : ଅଭିନେତ୍ରୀ ଦୀପିକା ମଡେଲିଙ୍ଗ କରିବା ସମୟରେ ନୀହାର ପାଣ୍ଡେଙ୍କ ସହ ଡେଟ କରୁଥିଲେ । କିନ୍ତୁ ଯେତେବେଳେ ବଲିଉଡରେ ଦୀପିକା ସଫଳତା ହାସଲ କରିଥିଲେ ସେତେବେଳେ ସେ ନୀହାରଙ୍କୁ ଭୁଲି ଆଗକୁ ବଢିଥିଲେ ।

୩- “ପ୍ରିୟଙ୍କା ଚୋପଡା” : ବଲିଉଡ ଓ ହଲିଉଡରେ ମସୁର ହୋଇଥିବା ଅଭିନେତ୍ରୀ ପ୍ରିୟଙ୍କାଙ୍କର ଫାଷ୍ଟ ବଏଫ୍ରେଣ୍ଡ ହେଉଛନ୍ତି ଅସିମ ମରଚେନ୍ଦ ଯାହାଙ୍କ ସହ ପ୍ରିୟଙ୍କା ରିଲେସନରେ ଥିଲେ । କିନ୍ତୁ ବଲିଉଡରେ ପାଦ ଦେବା ପରେ ପ୍ରିୟଙ୍କା ଅସିମଙ୍କୁ ଭୁଲି ଆଗକୁ ବଢିଥିଲେ ।

୪- “ଅନୁଷ୍କା ଶର୍ମା” : ଭାରତୀୟ କ୍ରିକେଟର ବିରାଟ କୋହଳିଙ୍କ ସ୍ତ୍ରୀ ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମଡଲିଙ୍ଗ କରିବା ସମୟରେ ଯୋହିବ ୟୁସୁବଙ୍କୁ ଡେଟ କରୁଥିଲେ । କିନ୍ତୁ ଅନୁଷ୍କାଙ୍କୁ ଫିଲ୍ମ “ରବ ନେ ବନା ଦି ଯୋଡି”ରେ କାମ କରିବାର ସୁଯୋଗ ମିଳିବା ପରେ ସେ ଯୋହିବଙ୍କ ଠାରୁ ଦୂରେଇ ଯାଇଥିଲେ ।

୫- “ସାରା ଅଲ୍ଲୀ ଖାନ” : ବଲିଉଡର ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କର ପ୍ରଥମ ବଏଫ୍ରେଣ୍ଡ ହେଉଛି ବୀର ପାହାଡିୟା ଯାହାଙ୍କ ସହ ବଲିଉଡରେ ପାଦ ଦେବା ପୂର୍ବରୁ ସାରା ଡେଟ କରୁଥିଲେ । କିନ୍ତୁ ପରେ ଏ ଦୁହେଁ ଅଲଗା ହୋଇଥିଲେ ।

୬- “ଐଶ୍ଵରୀୟା ରାଏ” : ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଐଶ୍ବରୀୟାଙ୍କ ଜୀବନରେ ତାଙ୍କର ପ୍ରଥମ ପ୍ରେମିକ ଭାବେ ରାଜୀବ ମୂଲଚାନ୍ଦାନି ଆସିଥିଲେ । ଐଶ୍ଵରୀୟା ଯେତେବେଳେ ମଡଲିଙ୍ଗ କରୁଥିଲେ ସେହି ସମୟରେ ରାଜୀବଙ୍କ ସହ ତାଙ୍କର ଦେଖା ହୋଇଥିଲା । କିନ୍ତୁ ଯେତେବେଳେ ଐଶ୍ଵରୀୟା ମିସ ୱାର୍ଲ୍ଡ ଜିତିଥିଲେ ସେତେବେଳେ ସେ ରାଜୀବଙ୍କ ଠାରୁ ଦୂରେଇ ଯାଇ ଆଗକୁ ବଢିଥିଲେ । ବର୍ତ୍ତମାନ ସେ ବଚ୍ଚନ ଖାନଦାନର ବୋହୁ ହେବା ସହ ନିଜ ପର୍ଶନାଲ ଲାଇଫରେ ବେଶ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ