ଲିଭ-ଇନ ରିଲେସନ ରେ ରହିବା ସମୟରେ ପ୍ରେଗନେଣ୍ଟ ହେଇ ଯାଇଥିଲେ Bollywood ର ଏହି ୭ ହିରୋଇନ, ନମ୍ବର 6 ଙ୍କ ନାମ ଜାଣିଲେ ତ ଆପଣ ବିଶ୍ଵାସ ବି କରି ପାରିବେନି

ବଲିଉଡରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରି ପାରିବାରେ ସଫଳହୋଇଛନ୍ତି । ବଲିଉଡରେ କଳାକାର ମାନେ ମ୍ୟାରେଜ କରି ସେପାରେଟ ହେବା ବହୁତ ସାଧାରଣ କଥା ଅଟେ ।

ଆଜି ଆମେ ଆପଣ ମାନକୁ ବଲିଉଡର ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ମ୍ୟାରେଜ ପୂର୍ବରୁ ହିଁ ପ୍ରେଗନେଣ୍ଟ ହୋଇଛନ୍ତି । ୧- “ସୁସ୍ମିତା ସେନ” : ବଲିଉଡର ଜଣାଶୁଣା ମସୁର ଅଭିନେତ୍ରୀ ସୁସ୍ମିତା ସେନ ନିଜର ଲଭ ରିଲେସନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୁସ୍ମିତା ନିଜ ବଏଫ୍ରେଣ୍ଡ ରୋମାନ ସଲଙ୍କ ସହ ଲିଭିଙ୍ଗ ରିଲେସନରେ ଅଛନ୍ତି । ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ଯାହାକୁ ସୁସ୍ମିତା ଆଡପ୍ଟ ନେଇଥିଲେ । କିନ୍ତୁ ଖବର ଅନୁଯାୟୀ ସୁସ୍ମିତା ଲିଭିଙ୍ଗ ରିଲେସନରେ ରହି ପ୍ରେଗନେଣ୍ଟ ହୋଇଥିଲେ ।

୨- “ଗ୍ରେବିଲା” : ବଲିଉଡର ଅଭିନେତା ଅର୍ଜୁନ ରାମପାଳଙ୍କର ଗାର୍ଲଫ୍ରେଣ୍ଡ ଗ୍ରେବିଲା ବହୁତ ଦିନ ହେବ ତାଙ୍କ ଲିଭିଙ୍ଗ ରିଲେସନରେ ରହୁଛନ୍ତି । ଦୁହିଙ୍କର ଗୋଟିଏ ପୁଅ ଅଛି । କିନ୍ତୁ ଆଜି ଯାଏଁ ଦୁହେଁ ମ୍ୟାରେଜ କରି ନାହାନ୍ତି ।

୩- “ଏଲିୟାନା” : ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଏଲିୟାନ ଫୋଟୋଗ୍ରାଫର ବଣ୍ଡଜକିଙ୍କ ସହ ଲିଭିଙ୍ଗ ରିଲେସନରେ ରହୁଛନ୍ତି । ଏହା ପରେ ଏଲିୟାନାଙ୍କୁ ପ୍ରେଗନେଣ୍ଟ ଥିବା ସମୟରେ ସ୍ପଟ କରା ଯାଇଥିଲେ ମଧ୍ୟ ଏହା ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା ।

୪- “ମାହି ଗିର” : ଅଭିନେତ୍ରୀ ମାହି ଗିର ମ୍ୟାରେଜ ନ କରି ଗୋଟେ ଝିଅର ମା ହୋଇଛନ୍ତି । ସେ ତାଙ୍କର ଲିଭିଙ୍ଗ ରିଲେସନ ବାବଦରେ କିଛି ଖୁଲାସା କରି ନାହାନ୍ତି ।

୫- “ଏମି ଜ୍ୟକସନ” : ସାଉଥ ଓ ବଲିଉଡ ଇଣ୍ଡଷ୍ଟ୍ରିରେ ନଜର ଆସିଥିବା ଏମି ଜ୍ୟକସନ ମଧ୍ୟ ଗୋଟେ ପୁଅର ମା ହୋଇ ସାରିଛନ୍ତି । ସେ ତାଙ୍କ ବଏଫ୍ରେଣ୍ଡ ଜର୍ଜଙ୍କ ସହ ଲିଭିଙ୍ଗ ରିଲେସନରେ ରହୁଥିଲେ ମଧ୍ୟ ଦୁହେଁ ଏ ଯାଏଁ ମାରେଜ କରି ନାହାନ୍ତି ।

୬- “ନୀନା ଗୁପ୍ତା” : ଅଭିନେତ୍ରୀ ସିନା ଗୁପ୍ତା ବବନ ରିଚର୍ଡଙ୍କ ସହ ରିଲେସନରେ ଥିବା ସମୟରେ ଏକ ଝିଅର ମା ହୋଇଥିଲେ । କିନ୍ତୁ ଦୁହିଙ୍କର ସମ୍ପର୍କ ଅଧିକ ଦିନ ଯାଏଁ ତିଷ୍ଠି ନ ଥିଲା । ଏହା ପରେ ନିନା ଦିଲ୍ଲୀର ଚ୍ୟାଟ ଆକାଉଣ୍ଟଟ ବିବେକ ମେହେରାଙ୍କ ସହ ୨୦୦୮ରେ ମ୍ୟାରେଜ କରିଥିଲେ ।

୭-  “ସାରିକା ଠାକୁର” : ମସୁର ଅଭିନେତ୍ରୀ ସାରିକା ଠାକୁର ଅଭିନେତା କମଲ ହାସନଙ୍କ ସହ ଲାମ୍ବା ସମୟ ଯାଏଁ ରିଲେସନରେ ରହିଥିଲେ । ଏହା ପରେ ସାରିକା ପ୍ରେଗନେଣ୍ଟ ହେବା ପରେ ସେ କମଲ ହାସନଙ୍କ ମାରେଜ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ