ଏହି ଅଭିନେତ୍ରୀ ୪ଟି ଅଫେୟର ଏବଂ ଗୋଟିଏ ବିବାହ ପରେ ୫ମ ଜଣଙ୍କ ସହିତ ବନେଇବାକୁ ଯାଉଛନ୍ତି ସମ୍ବନ୍ଧ, କୋଟି କୋଟି ଟଙ୍କାର ସମ୍ପତି ଅଛି ୟାଙ୍କ ନାଁରେ

ବଲୀଉଡରେ ସବୁଦିନ କୌଣସି ନା କୌଣସି ଖବର ଚର୍ଚାର ବିଷୟ ହୋଇଯାଏ । ଏହି ଇଣ୍ଡଷ୍ଟ୍ରିର ଏମିତି ବହୁତ ଷ୍ଟାରମାନେ ଅଛନ୍ତି ଯେଉଁମାନେ ନିଜର ଫିଲ୍ମ କାରଣରୁ ଚର୍ଚିତ ହୋଇଥାନ୍ତି କିନ୍ତୁ କିଛି ଷ୍ଟାର ଏମିତି ବି ଅଛନ୍ତି ଯେଉନମାନଙ୍କର ନିଜର ରିୟଲ ଲାଇଫ କାରଣରୁ ସେମାନେ ମିଡିୟାରେ ବହୁତ ଚର୍ଚିତ ହୋଇଥାନ୍ତି ।

ଏହି କଳାକାରମାନଙ୍କ ମଧ୍ୟରୁ କିଛି କାଳକାରମାନେ ନିଜର ଅସଲ ଜୀବନ ପାଇଁ ଖବରରେ ଛାଇ ଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ଯାହାର ୪ଟି ଅଫୟର ପରେ ଗୋଟିଏ ବାହାଘର ମଧ୍ୟ ହୋଇଥିଲା ଏହା ସତ୍ବେ ସେ ପଞ୍ଚମ ବ୍ୟକ୍ତି ସହ ସମ୍ପର୍କ ଯୋଡିବାକୁ ଯାଉଛନ୍ତି ।

ଆମେ ବଲୀଉଡର ଅଭିନେତ୍ରୀ କିମ ଶର୍ମାଙ୍କ ବିଷୟରେ କହିବାକୁ ଯାଉଛୁ । ବର୍ତ୍ତମାନ ଏହି ଅଭିନେତ୍ରୀ ନିଜର ଅଫେୟର ପାଇଁ ବହୁତ ଚର୍ଚାରେ ରହୁଛନ୍ତି । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ କିମ ଶର୍ମା ଏକ ପୋଷ୍ଟ କରିଛନ୍ତି ସେଥିରେ ସେ ହର୍ଷୱର୍ଧନ ରାଣେଙ୍କ ସହିତ ମୁମ୍ବାଇ ରାସ୍ତାରେ ସ୍କୁଟିରେ ବୁଲୁଛନ୍ତି ।

କହିଦେଉଛୁ ଯେ ହର୍ଷୱର୍ଧନ ରାଣେ ବଲୀଉଡର ଫିଲ୍ମ “ସନମ ତେରି କସମ”ରେ ନଜର ଆସିଥିଲେ । କିନ୍ତୁ ଯଦି କିମ ଶର୍ମାଙ୍କ କଥା କୁହାଯାଏ ତେବେ ସେ ବଲୀଉଡରେ ସେମିତି କିଛି ସଫଳତା ପାଇ ନାହାନ୍ତି । ସେ ବଲୀଉଡରେ ନିଜର କାରିୟର ୨୦୦୦ରେ ଆସିଥିବା “ମୋହବ୍ବତେଂ” ଫିଲ୍ମରୁ ଆରମ୍ଭ କରିଥିଲେ । ଦର୍ଶକମାନଙ୍କ ଦ୍ଵାରା ଏହି ଫିଲ୍ମ ବହୁତ ପସନ୍ଦ କରାଯାଇଥିଲା । ଏହି ଫିଲ୍ମ କାରଣରୁ କିମ ଶ୍ରମ ବଲୀଉଡରେ ବହୁତ ଜଲ୍ଦି ନାଁ କରିଥିଲେ ଏବଂ ଟପ ଅଭିନେତ୍ରୀ ହୋଇ ଯାଇଥିଲେ ।

ଫିଲ୍ମ “ମୋହବ୍ବତେଂ”ରେ କାମ କରିବା ପରେ ସେ ବଲୀଉଡର ଅନ୍ୟ ଫିଲ୍ମ ଗୁଡିକରେ ମଧ୍ୟ ବହୁତ କାମ କରିଛନ୍ତି । କିନ୍ତୁ ତାଙ୍କୁ ସେହିଭଳି ସଫଳତା ମିଳିଲା ନାହିଁ । ଏହା ପରେ ଅଭିନେତ୍ରୀ କିମ ଶର୍ମା କ୍ରିକେଟର ୟୁବରାଜ ସିଂହ ସହିତ ଅଫେୟରକୁ ନେଇ ବହୁତ ଚର୍ଚାର ବିଷୟ ହୋଇଥିଲେ । ଏମାନଙ୍କର ସମ୍ପର୍କ ପାଖାପାଖି ଚାରି ବର୍ଷ ଚାଲିଲା ଏବଂ ଏହାପରେ ସେମାନଙ୍କର ବ୍ରେକଅପ ହୋଇ ଯାଇଥିଲା ।

ଏହା ପରେ କିମ ଶର୍ମା ୨୦୧୦ରେ କେନିୟାର ରହୁଥିବା ବିଜନେସମ୍ୟାନ ଅଲି ପୂଜାନି ସହିତ ମୋମ୍ବାସାରେ ବିବାହ କରିଥିଲେ । କିନ୍ତୁ ୨୦୧୭ ରେ ଡିବୋର୍ସ ପାଇଁ ଆପଲାଏ କରି ଦେଇଥିଲେ । ଅଲି ପୂଜାନି ପ୍ରଥମରୁ ହିଁ ବିବାହଇତ ଥିଲେ ଏବଂ ତାଙ୍କର ତିନୋଟି ପିଲା ବି ଅଛନ୍ତି ସେ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଡିବୋର୍ସ ଦେଇ ଅଭିନେତ୍ରୀ କିମ ଶର୍ମାଙ୍କୁ ବାହା ହୋଇଥିଲେ ।

ଅଭିନେତ୍ରୀ କିମ ଶର୍ମା ଯେତେବେଳ ଅଲି ପୂଜାନିଙ୍କ ଠାରୁ ଅଲଗା ହେଲା ପରେ ସେ ମୁମ୍ବାଇର ଫୈଶନ ଡିଜାଇନର ଅର୍ଜୁନ ଖନ୍ନାଙ୍କୁ ଡେଟ କରୁଥିଲେ । କିନ୍ତୁ ଖବର ଅନୁସାରେ ତାଙ୍କର ବି ବର୍ତ୍ତମାନ ବ୍ରେକ ଅପ ହୋଇଯାଇଛି ।