Ollywood ହିରୋଇନ Shivani ହଠାତ ରାତି ଅଧରେ Live ଆସି Swaraj ଙ୍କ ବିଷୟରେ କାହିଁକି କହିଲେ ଏମିତି, ଦେଖନ୍ତୁ ଏହି Video ରେ

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା କଳାକାର ମାନେ ନିଜର ଦମଦାର ପ୍ରଦର୍ଶନ ପାଇଁ ଆଜିକା ଡେଟରେ ଖୁବ ଲୋକପ୍ରିତା ହାସଲ କରିଛନ୍ତି । କିଛି କଳାକାର ମାନେ ନିଜର ରିୟଲ ଲାଇଫର ଷ୍ଟୋରି ସୋସିଆଲ ମିଡିଆରେ ଶେୟାର କରି ଦର୍ଶକ ମାନଙ୍କୁ ଜଣାଇଥାନ୍ତି । ଓଡିଆ ଜଗତର କଳାକାର ମାନେ ନିଜର ଷ୍ଟାଇଲ ଓ ପର୍ଶନାଲିଟି କୁ ବେଶ ଭଲ ଭାବେ ମେଣ୍ଟେନ କରିଥାନ୍ତି ।

କିଛି କଳାକାର ମାନେ ନିଜର ଜନ୍ମ ଦିବସର କିଛି ଫୋଟୋ ବା ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବାକୁ ପସନ୍ଦ କରନ୍ତି । ଠିକ ସେହି ଭଳି ଆଜିର ଆମ ଏହି ଲେଖାରେ ଅଭିନେତ୍ରୀ ଶିବାନୀ ଲାଇଭ ଭିଡିଓ ଆସି ନିଜ ଜନ୍ମଦିନ ବିଷୟରେ କିଛି ଜରୁରୀ କଥା କହିଛନ୍ତି । ତେବେ ଆସନ୍ତୁ ଜାଣିବା ଶିବାନୀ କଣ ସବୁ କହିଛନ୍ତି ।

ଅଭିନେତ୍ରୀ ଶିବାନୀ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ସେ ଅଧିକାଂଶ ଅଭିନେତା ବାବୁସାନଙ୍କ ସହ ଅନେକ ଫିଲ୍ମରେ ନଜର ଆସିଛନ୍ତି । ବର୍ତ୍ତମାନ ସେ ଲାଇଭ ଭିଡିଓ ଆସି କିଛି ମ୍ଯାସେଜ ଶେୟାର । ଏହି ଭିଡିଓ ରେ ଶିବାନୀ ଅଭିନେତା ସ୍ଵରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ସ୍ଵରାଜ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଭିଡିଓ ରେ ସ୍ଵରାଜ୍ୟ ଯେଉଁ ମ୍ଯାସେଜ କରିଛନ୍ତି ତାହା ଫେଥ ନାଁ ରିୟଲ ଆକାଉଣ୍ଟ ବୋଲି ଶିବାନୀଙ୍କର ସନ୍ଦେହ ହେଉଛି ବୋଲି କହିଛନ୍ତି । ମ୍ଯାସେଜରେ ଲେଖା ଯାଇଛି ଯେ “ଆପଣ ବହୁତ ସୁନ୍ଦର ଲାଗୁଛନ୍ତି କିଛି ଟିପ୍ସ ଦିଅନ୍ତୁ” । ଏହା ପରେ ଶିବାନୀ କହିଛନ୍ତି ଯେ ଏହା ହୁଏ ତ ସ୍ଵରାଜଙ୍କର ରିୟଲ ଆଇଡି ହୋଇପାରେ ।

ଶିବାନୀଙ୍କର ଲାଇଭ ଭିଡିଓ ଆସିବାର ଉଦେଶ୍ୟ ସେ କହିଛନ୍ତି ଯେ ରଥଯାତ୍ରାରେ ତାଙ୍କର ଜନ୍ମଦିନ ପଡିଛି ଯାହା ପାଇଁ ସେ ବହୁତ ଖୁସି ଅଛନ୍ତି । ଯେଉଁ କଳାକାର ବା ଫ୍ୟାନ୍ସ ମାନେ ତାଙ୍କୁ ତାଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ସେମାନଙ୍କୁ ଶିବାନୀ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ।

ଏହିପରି ଭାବେ ଦର୍ଶକ ମାନଙ୍କର ଆଶୀର୍ବାଦ ଓ ଭଲ ପାଇବା ତାଙ୍କ ଉପରେ ରହୁ ବୋଲି ଶିବାନୀ ଏହି ଭିଡିଓ ରେ କହିଛନ୍ତି । ଏହା ଛଡା ଯେଉଁ ଫ୍ୟାନ୍ସ ମାନେ ତାଙ୍କର ମୂଲ୍ଯବାନ ସମୟ ବାହାର କରି ଶିବାନୀଙ୍କୁ ଡେଡିକେଟ କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ସେମାନଙ୍କୁ ଶିବାନୀ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲ ରଖନ୍ତୁ ଓ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ଶିବାନୀ କହିଛନ୍ତି ।

ସ୍ଵରାଜ ତାଙ୍କୁ ଯେଉଁ ଟିପ୍ସ ଦେବାକୁ କହିଛନ୍ତି ଯେ ପୁଅ ପିଲା ଟିପ୍ସ ଦେଇ ସାରିଛନ୍ତି ବୋଲି ଶିବାନୀ ନିଜ ରାଏ ରେ କହିଛନ୍ତି । ଶିବାନୀ ନିଜ ଜନ୍ମଦିନର ପାର୍ଟି ଦେବେ ବୋଲି ଏହି ଭିଡିଓ ରେ ଶେୟାର କରିଛନ୍ତି । ଏହି ସବୁ କଥା କହିବା ପାଇଁ ସେ ଲାଇଭ ଭିଡିଓ ଆସିଥିଲେ ବୋଲି ନିଜ ରାଏ ରେ କହିଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।