କରୋନାରେ ଦୁନିଆକୁ ଅଲବିଦା କହିଦେଲେ ଓଡିଶାର ଏହି Top 7 ସେଲିବ୍ରିଟି, ଯାହାଙ୍କ ବିୟୋଗରେ କାନ୍ଦିଲା ସାରା ଓଡିଶା

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ଏତେ ଲୋକପ୍ରିୟ ହୋଇଛନ୍ତି ଯେ ଲୋକ ମାନେ ଅତି ସହଜରେ ସେମାନଙ୍କୁ ଭୁଲି ପାରିବେ ନାହି ।

ବର୍ତ୍ତମାନ ଆମ ଦେଶରେ ବ୍ୟାପୀଥିବା କୋରୋନା ଭାଇରସ ଯୋଗୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ମାନେ କୋରୋନାର ଶିକାର ହୋଇ ମୃ-ତ୍ୟୁ-ବ-ର-ଣ କରୁଛନ୍ତି । ଆଜିର ଆମର ଏହି ଲେଖା ଏହାକୁ ଆଧାରିତ ହୋଇଛି । ଆଜି ଆମେ ଆପଣ ମାନଙ୍କୁ କୋରୋନାରେ ଆକ୍ରାନ୍ତ ହୋଇ କେଉଁ କେଉଁ ସେଲିବ୍ରେଟି ମାନେ ଆଉ ଏ ଦୁନିଆରେ ନାହାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- “ବିଜୟ ମହାନ୍ତି” : ଓଲିଉଡ ଜଗତର ଅଭିନେତା ବିଜୟ ମହାନ୍ତି ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି । ସେ ଅନେକ ଓଡିଆ ଫିଲମରେ ଅଭିନୟ କରି ନିଜର ଜବରଦସ୍ତ ପର୍ଫୋମାଂସ ଦେଇ ଆଜି ବି ଲୋକ ମାନକ ହୃଦୟରେ ଅଛନ୍ତି । ଗତ ବର୍ଷ ସେ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ନି-ଧ-ନ ହୋଇଛି ।

୨- “ରବି ମିଶ୍ର” : ଅଭିନେତା ରବି ମିଶ୍ର ଓଲିଉଡ ଜଗତରେ ଓ ଅନେକ ସିରିଏଲରେ ଅଭିନୟ କରିବାର ନଜର ଆସିଛନ୍ତି । ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ବେଶ ଚର୍ଚ୍ଚାରେ ରହିଥିଲେ । ସେ କୋରୋନାରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ-ବ-ର-ଣ କରିଛନ୍ତି ।

୩- “ଅଜିତ ଦାସ” : ଅଭିନେତା ଅଜିତ ଦାସ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି । ସେ ଟେଲିଭିଜନ ଜଗତରେ ଅନେକ ସିରିଏଲରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ଗତ ବର୍ଷ ସେ କୋରୋନାର ଶିକାର ହୋଇ ମୃ-ତ୍ୟୁ-ବ-ର-ଣ କରିଛନ୍ତି ।

୪- “ପ୍ରଦୀପ ମହାରଥୀ” : ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ପ୍ରଦୀପ ମହାରଥୀ ଯିଏ ଜଣେ ଭଲ ସମାଜ ସେବକ ଅଟନ୍ତି । ସେ ଜନ ମଙ୍ଗଳ ପାଇଁ ଅନେକ ଭଲ କାମ କରି ଯାଇଛନ୍ତି । କିନ୍ତୁ ଦୁଖର ବିଷୟ ଯେ ଗତ ବର୍ଷ ସେ କୋରୋନାରେ ଆକ୍ରାନ୍ତ ହୋଇ ଏ ଦୁନିଆରୁ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି ।

୫- “ଅଭିଷେକ” : ଟେଲିଭିଜନ ଜଗତର ପ୍ରସାରିତ ହେଉଥିବା ସିରିଏଲ “ମାୟା” ର ଡାଇରେକ୍ଟର ଅଭିଷେକ କେତେ ଯେ ସିରିଏଲରେ ନିର୍ଦେଶନା ଦେଇଛନ୍ତି । କିନ୍ତୁ ଗତ କିଛି ଦିନ ହେବ ସେ କୋରୋନାରେ ପୀଡିତ ହୋଇ ମୃ-ତ୍ୟୁ-ବ-ର-ଣ କରିଛନ୍ତି । ଏହାର ସୂଚନା ଏହି ସିରିଏଲର ମୁଖ୍ୟ ନାୟକ ସୋସିଆଲ ମିଡିଆରେ ଜଣାଇଥିଲେ ।

୬- “ଚରଣ ରାମ ଦାସ” : ଓଡିଶାର ପ୍ରସିଦ୍ଧ ପ୍ରବଚକ ଭାବେ ଚରଣ ରାମ ଦାସ ପରିଚିତ ଅଟନ୍ତି । କିନ୍ତୁ ଗତ ବର୍ଷ ସେ କୋରୋନାରେ ଆକ୍ରାନ୍ତ ହୋଇ ଏ ଦୁନିଆରୁ ସାବି ଦିନ ପାଇଁ ବିଦାୟ ନେଇଛନ୍ତି ।

୭- “ତପୁ ମିଶ୍ର” : ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ର ନିଜର କୋକିଳ କଣ୍ଠରେ ଅନେକ ସଙ୍ଗୀତରେ କଣ୍ଠ ଦାନ କରି ଲୋକପ୍ରିୟ ହୋଇ ପଡ଼ିଥିଲେ । ଗତ ଦୁଇ ଦିନ ତଳେ ସେ କୋରୋନାରେ ପୀଡିତ ଥିବାରୁ ତାଙ୍କର ନି-ଧ-ନ ହୋଇଛି ।