ତପୁ ମିଶ୍ରଙ୍କ Last Video, ଶେଷ ସୁ-ଟି-ଙ୍ଗ ସେଟ ରେ Tapu କହିଥିଲେ କିଛି ଏମିତି, ଯାହା ଶୁଣି ଆଖିରେ ଲୁହ ଆସିଯିବ-ଦେଖନ୍ତୁ Video

ବନ୍ଧୁଗଣ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେ ଜଣେ ସୁନାମଧାନ୍ୟ କଣ୍ଠଶିଳ୍ପୀ ଭାବେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ସେ ନିଜର ସୁମଧୁର କଣ୍ଠରେ କେତେ ଯେ ଗୀତାରେ ସଂଗୀତ ଦାନ କରିଛନ୍ତି ତାହା ଗଣନା କରିବା ସମ୍ଭବ ନୁହେ । ଓଲିଉଡ ଜଗତରେ ସେ ଅନେକ ଓଡିଆ ଭଜନ ସହ ଆଲବମ ଓ ଫିଲ୍ମ ଗୀତାରେ କଣ୍ଠ ଦାନ କରି ଖୁବ ଲୋକପ୍ରିୟ ହାସଲ କରିଛନ୍ତି । ସେ ଓଡିଆ ଫିଲ୍ମ କୁଳ ନନ୍ଦନ ରେ ପ୍ରଥମ ଥର ପାଇଁ କଣ୍ଠ ଦାନ କରି ଲୋକପ୍ରିୟତା ହାସଲ କରିବା ସହ ଓଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଥିଲେ ।

ଆଜି ଆମେ ଆପଣ ମାନଙ୍କୁ ତପୁ ମିଶ୍ରଙ୍କର ଶେଷ ଭିଡିଓ ଯାହା ସେ ଶୁ-ଟି-ଙ୍ଗ ସେଟରେ କରିଥିଲେ ସେହି ନ୍ବିଷୟରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ । କଣ୍ଠଶିଳ୍ପୀ ତପୁ ମିଶ୍ର ନିଜର କୋକିଳ କଣ୍ଠରେ କେତେ ଯେ ସଙ୍ଗୀତରେ କଣ୍ଠ ଦାନ କରିଛନ୍ତି ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

ସେ ନିଜର ଶେଷ ଗୀତାରେ ଶୁ-ଟି-ଙ୍ଗ କରିବା ସମୟରେ ଏକ ଭିଡିଓ ଜରିଆରେ ନିଜର ଫ୍ୟାନ୍ସ ମାନଙ୍କୁ ତାଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି ଯେ ତାଙ୍କୁ ମେକପ ହେବାକୁ ବହୁତ ଭଲ ଲାଗେ । ଏହା ସହ ଏହି ଭିଡିଓରେ ସେ ମ୍ୟାଚିଙ୍ଗ କରି ଡ୍ରେସ ପିନ୍ଧିବା ସହ ଗହଣା ମଧ୍ୟ ପିନ୍ଧିଛନ୍ତି ଯାହା ତାଙ୍କର ଡିଜାଇନ ଅଟେ । ସେ ନିଜ ଡ୍ରେସ ଓ ଗହଣା ନିଜେ ଡିଜାଇନ କରିବାକୁ ଭଲ ପାଆନ୍ତି ।

ତାଙ୍କରତା ଫ୍ୟାନ୍ସ ମାନେ ତାଙ୍କର ଲୁକ, ଡ୍ରେସ ଓ ମେକପନୁ ପ୍ରଶଂସା କରନ୍ତି ବୋଲି ସେ ଦରସାଇଛନ୍ତି । ସେଥୀ ପାଇଁ ସେ ଏହି ଭିଡିଓଟି ନିଜର ମେକପ ଓ ଡ୍ରେସକୁ ଆଧାର କରି କରିଛନ୍ତି । ସେ ଏହି ଭିଡିଓରେ ତାଙ୍କର ଶୁ-ଟି-ଙ୍ଗ ସେଟର ଲୋକେସନ ଦେଖାଇଛନ୍ତି ।

ତାଙ୍କର ଏହି ଶେଷ ଗୀତାଟି ବହୁତ ସିମ୍ପଲ ହୋଇଥିବାରୁ ସେ ମଧ୍ୟ ସିମ୍ପଲ ଗେଟଅପରେ ନଜର ଆସୁଛନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ଲାଗୁଛନ୍ତି । ଏହି ଲୋକେସନଟି ଏତେ ସୁନ୍ଦର ହୋଇଛି ଯେ ତପୁ ମିଶ୍ର ଏହାକୁ ଦେଖି ବହୁତ ଖୁସି ହୋଇ ଥିବାର ଏହି ଭିଡିଓରେ ନଜର ଆସୁଛନ୍ତି ।

ଏହି ଭଳି ଭାବେ ଓଡିଶାର କଣ୍ଠ ଶିଳ୍ପୀ ନିଜର ଶୁ-ଟି-ଙ୍ଗ ସେଟର ଶେଷ ଭିଡିଓ ନିଜର ଫ୍ୟାନ୍ସ ମାନକ ସହ ଶେୟାର କରିଛନ୍ତି । ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ