ଅସଲ ଜୀବନରେ ପରସ୍ପରର ବେସ୍ଟଫ୍ରେନ୍ଡ TVର ଏହି ଫେମସ 10 ହିରୋଇନ

ଆମ ଜୀବନରେ ଆମେ ସବୁ ସମ୍ପର୍କ ସହ ଜଡିତ ହୋଇଥାଉ ଓ ସେହି ସମସ୍ତ ସମ୍ପର୍କ ମଧ୍ୟରୁ ଏମିତି ଏକ ସମ୍ପର୍କ ଅଛି ଯାହା ଆମ ସମସ୍ତ ପାଇଁ ବହୁତ ମହତ୍ଵ ରଖିଥାଏ ଓ ସେହି ସମ୍ପର୍କର ନାଁ ହେଉଛି ବନ୍ଧୁତା । ଯାହାକୁ ଜଣେ ବ୍ୟକ୍ତି ନିଜେ ହିଁ ବାଛିଥାଏ ଓ ଏହି ସମ୍ପର୍କ ମଧ୍ୟରେ ଆପଣଙ୍କୁ ଭଲ ପାଇବା ସହିତ ବେଳେ ବେଳେ ଝଗଡା ମଧ୍ୟ ଦେଖିବାକୁ ମିଳିଥାଏ । ସେଥିପାଇଁ ତ ବନ୍ଧୁତାର ଏହି ସମ୍ପର୍କ ମଧ୍ୟରେ ଟିଭି ଇଣ୍ଡଷ୍ଟ୍ରିର କିଛି କଳାକାରମାନେ ବି ସାମିଲ ଅଛନ୍ତି ।

ଯେଉଁମାନେ ପରଦାରେ ନିଜର ସବୁ ସମ୍ପର୍କକୁ ଭଲ ଭାବରେ ନିଭାଇଥାନ୍ତି । ଏହା ସହିତ ଅସଲ ଜୀବନରେ ବି ନିଜର ସବୁ ସମ୍ପର୍କକୁ ମହତ୍ଵ ଦେଇଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନଙ୍କର ଅସଲ ଜୀବନରେ ଥିବା ତାଙ୍କର ବେସ୍ଟ ଫ୍ରେନ୍ଡ ସହ ସାକ୍ଷାତ କରାଇବୁ ।

ଅନିତା ହସ୍ସନଂଦନୀ ଓ ଏକତା କପୁର

ଅନିତା ହସ୍ସନଂଦନୀ ଓ ଏକତା କପୁରଙ୍କ ବନ୍ଧୁତା ବିଷୟରେ ସମସ୍ତେ ଜାଣିଛନ୍ତି । ଏମାନଙ୍କର ବନ୍ଧୁତା ବହୁତ ବର୍ଷ ପୁରୁଣା ଅଟେ । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଛି । ଏମାନେ ଦୁଇ ଜଣ ସବୁବେଳେ ପରସ୍ପରକୁ ପର୍ସନାଳ ଲାଇଫ ସହିତ ପ୍ରୋଫେସନାଲ ଲାଇଫରେ ବି ସାଥ ଦେଇଛନ୍ତି । ଏହା ଛଡା ଏମାନେ ପ୍ରାୟତଃ ନିଜର ଫଟୋ ସୋସିଆଲ ମିଡିଆରେ ବି ଶେୟାର କରିଥାନ୍ତି । ଯେଉଁଥିରୁ ଅନ୍ଦାଜ ଲଗାଇ ହେବ କି ଏମାନଙ୍କ ସମ୍ପର୍କ କେତେ ନିବିଡ ଅଟେ ।

ଜନ୍ନତ ଜୁବୈର ରହମାନୀ ଓ ଅଶ୍ନୂର କୌର

ଟିଭି ଇଣ୍ଡଷ୍ଟ୍ରିର ଛୋଟ କଳାକାରମାନଙ୍କର ସବୁଠୁ ଫେମସ ଅଭିନେତ୍ରୀମାନଙ୍କ ମଧ୍ୟରେ ଜନ୍ନତ ଜୁବୈର ରହମାନୀ ଓ ଅଶ୍ନୂର କୌରଙ୍କ ନାଁ ବି ସାମିଲ ଅଛି । ଯେତିକି ଏମାନେ ଫେମସ ଅଟନ୍ତି ସେତିକି ଏମାନଙ୍କର ବନ୍ଧୁତା ବି ଫେମସ ଅଟେ । ଏହା ସହିତ ପ୍ରାୟତଃ ପାର୍ଟି ଓ ଇଭେଣ୍ଟରେ ଏମାନେ ଏକତ୍ରିତ ନଜର ଆସିଥାନ୍ତି ।

ଅଦା ଖାନ ଓ ମୌନୀ ରୟ

ଅଦା ଖାନ ଓ ମୌନୀ ରୟ ପରଦାରେ ବହୁତ ଧମାଳା କରନ୍ତି । ଏହା ସହିତ ଏମାନେ ଅସଲ ଜୀବନରେ ବି ପରସ୍ପରର ବହୁତ ଭଲ ବନ୍ଧୁ ଅଟନ୍ତି । ଏମାନେ ସବୁବେଳେ ସୁଖ ଦୁଖଃରେ ପରସ୍ପର ସହିତ ଛିଡା ବି ହୋଇଥାନ୍ତି । ଏମାନଙ୍କର ବନ୍ଧୁତା ଆପଣ ଏମାନଙ୍କର ଫଟୋରେ ଦେଖି ଜାଣି ପାରିବେ ।

ସୁରଭି ଚନ୍ଦନା ଓ ଶିବାଙ୍ଗୀ ଜୋଶୀ

ଦୁଇ ଜଣ କେବେ ବି ଏକତ୍ରିତ କାମ କରି ନାହାନ୍ତି । କିନ୍ତୁ ପ୍ରଥମ ଥରର ସାକ୍ଷାତରେ ହିଁ ଏମାନେ ପରସ୍ପରକୁ ନିଜର ବନ୍ଧୁ କରି ନେଇଥିଲେ । ଏହା ପରେ ନିଜର ବ୍ୟସ୍ତ ଜୀବନରେ ବି ପରସ୍ପର ସହିତ ମସ୍ତି କରୁଥିବାର ଓ ଟାଇମ ସ୍ପେନ୍ଡ କରୁଥିବାର ନଜର ଆସିଥାନ୍ତି ।

ଦ୍ରଷ୍ଟି ଧାମି ଓ ସନୟା ଇରାନୀ

ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ସୁନ୍ଦର ଓ ପ୍ରସିଦ୍ଧ କଳାକାରମାନଙ୍କ ମଧ୍ୟରେ ସାମିଲ ଥିବା ଅଦା ଖାନ ଓ ମୌନୀ ରୟଙ୍କ ବନ୍ଧୁତା ବହୁତ ପୁରୁଣା ଅଟେ । ଏମାନେ ଆଜି ବି ପରସ୍ପରର ସହିତ ବହୁତ ଭଲ ବନ୍ଧୁତା ଶେୟାର କରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।