କେମିତି ଗୋଟେ ଟପଲେସ ଫଟୋ ପାଇଁ ରାତାରାତି ଷ୍ଟାର ବନି ଯାଇଥିଲେ Kajal Agarwal, କିଛି ଏମିତି ଥିଲା ପୁରା ଘଟଣା

ଆଜିକାଲି ନିଜର ବିବାହକୁ ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲ ବହୁତ ଚର୍ଚାରେ ଅଛନ୍ତି । ଏମିତିରେ ବର୍ତ୍ତମାନ ତାଙ୍କର କିଛି ଫଟୋ ବି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । କାଜଲ କେବଳ ସାଉଥ ଇଣ୍ଡଷ୍ଟ୍ରି ନୁହେଁ ବଲୀଉଡ ଇଣ୍ଡଷ୍ଟ୍ରିର ବି କେତେକ ଫିଲ୍ମରେ ନଜର ଆସିସାରିଛନ୍ତି । କହିବାକୁ ଗଲେ କାଜଲ ଅଗ୍ରୱାଲ କେବଳ ନିଜର ସୁନ୍ଦରତା ଓ ଅଭିନୟ ପାଇଁ ନୁହେଁ ଏହା ଛଡା ସେ ନିଜର ଅନ୍ୟମାନଙ୍କ ପ୍ରତି ଦୟାର ଭାବନା ପାଇଁ ବି ଜଣା ଯାଆନ୍ତି ।

ତାଙ୍କର ଫ୍ୟାନମାନେ ବି ତାଙ୍କର ଏହି ଗୁଣ ଯୋଗୁ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । କାଜଲ ଅଗ୍ରୱାଲ ବହୁତ ପପୁଲାର ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ କାଜଲ ଅଗ୍ରୱାଲ ଗୋଟିଏ ମାଗାଜିନ ଫଟୋସୁଟ ପାଇଁ ବି ଅଧିକ ଚାଚାରେ ଅଛନ୍ତି ।

କହିବାକୁ ଗଲେ ୨୦୧୧ରେ ଗୋଟିଏ ମାଗାଜିନ ଫ୍ରନ୍ଟ ପେଜରେ ଛପି ଥିବା ତାଙ୍କର ଟପଲେସ ଫଟୋ ସେହି ସମୟରେ ବହୁତ ଭାଇରାଲ ହୋଇଥିଲା ଓ ଫ୍ୟାନମାନେ ତାଙ୍କର ଏହି ବୋଲ୍ଡ ଅନ୍ଦାଜକୁ ଦେଖି ବହୁତ ଆଶ୍ଚର୍ଯ୍ୟ ବି ହୋଇ ଯାଇଥିଲେ । ଏମିତିରେ ପୁଣି ଥରେ ତାଙ୍କର ବିବାହ ପୂର୍ବରୁ ଏହି ଫଟୋ ଭାଇରାଲ ହେଉଛି । ଏହା ପରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏକ ବୟାନ ଜାରି କରିଥିଲେ । ସେ କହିଥିଲେ କି ସେ ଫଟୋସୁଟ ପାଇଁ କେବେ ବି ଟପଲେସ ହୋଇ ନ ଥିଲେ ।

ମାଗିଜିନ ତାଙ୍କର ଫଟୋକୁ ଖରାପ ରୂପରେ ଦର୍ଶାଇଛି । କଜାଲ ଅଗ୍ରୱାଲଙ୍କୁ ଏହି ଫଟୋ କାରଣରୁ ବହୁତ ଟ୍ରୋଲ ହେବାକୁ ପଡିଲା । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କିଛି ଦିନ ତଳେ ହିଁ କାଜଲ ଅଗ୍ରୱାଲ ନିଜର ବିବାହ ବିଷୟରେ ସମସ୍ତଙ୍କୁ କହିଥିଲେ । କାଜଲ ସୋସିଆଲ ମିଡିଆ ଜରିଆରେ ଏହା ବି କହିଦେଇଛନ୍ତି କି ତାଙ୍କର ବିବାହ କେଉଁଠି ଓ କେଉଁ ତାରିଖରେ ହେବ । ଆପଣଙ୍କୁ କହିଦେଉଛୁ କି କିଛି ଦିନ ପୂର୍ବେ ଖବର ଆସିଥିଲା କି କାଜଲ ଅଗ୍ରୱାଲ ଚୁପଚାପ ନିର୍ବନ୍ଧ କରିସାରିଛନ୍ତି ।

କିନ୍ତୁ ବର୍ତ୍ତମାନ କାଜଲ ନିଜର ବିବାହର ଖବର ସମସ୍ତଙ୍କୁ ଦେଇ ନିଜର ଖୁସି ଜାହିର କରିଛନ୍ତି । ଯଦି କାଜଲଙ୍କର ସ୍ଵାମୀ ବିଷୟରେ କହିବା ତେବେ ତାଙ୍କର ଭାବି ସ୍ଵାମୀ ଜଣେ ବିଜନେସମ୍ୟାନ ଓ ଇଣ୍ଟିରିୟର ଡିଜାଇନର ଅଟନ୍ତି । ଯଦି କାଜଲ ଅଗ୍ରୱାଲଙ୍କ କ୍ୟାରିୟର ବିଷୟରେ କହିବା ତେବେ ସେ ୨୦୦୪ରେ ‘କ୍ଯୋଂ ହୋ ଗୟା ନା’ ଫିଲ୍ମରୁ ନିଜର ବଲୀଉଡ କ୍ୟାରିୟର ଆରାମ୍ଭ କରିଥିଲେ । ବିବେକ ଓବରୋୟ ଓ ଐଶ୍ୱର୍ୟା ରାୟ ବଚ୍ଚନ ଷ୍ଟାରର ଫିଲ୍ମରେ ସେ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ଭଉଣୀର କିରଦାରରେ ନଜର ଆସିଥିଲେ ।

ଏହି ଫିଲ୍ମରେ ଅମିତାଭ ବଚ୍ଚନ ବି ନଜର ଆସିଥିଲେ । ଏହା ପରେ କାଜଲ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚାଲି ଗଲେ । ଏହା ପରେ ସେ ତେଲୁଗୁ ଓ ତାମିଲ ଭାଷାରେ ବି ବହୁତ ହିଟ ଫିଲ୍ମରେ କାମ କରିଲେ । ଆପଣଙ୍କୁ କହିଦେଉଛୁ କି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଜଲଙ୍କ ବହୁତ ଫ୍ୟାନ ଫୋଲଇଙ୍ଗ ବି ଅଛି । କିନ୍ତୁ ୨୦୧୧ରେ କାଜଲ ପୁଣି ଥରେ ଫିଲ୍ମ ସିଙ୍ଘମ ଜରିଆରେ ବଲୀଉଡକୁ କମବ୍ୟାକ କରିଥିଲେ । ଏହା ପରେ ବି ସେ ବଲୀଉଡରେ ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିଛନ୍ତି । ଏହା ଛଡା ଆସନ୍ତା ଇଛି ଦିନ ମଧ୍ୟରେ ସେ ପାଖାପାଖି ୫ଟି ଫିଲ୍ମରେ ନଜର ଆସିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।