ଜାଣନ୍ତୁ କେମିତି ଏକ ଭୁଲ ନିଷ୍ପତ୍ତି କାରଣରୁ ବର୍ବାଦ ହେଇଗଲା Bollywood ର ଫେମସ ହିରୋଇନ Ayesha Jhulka ଙ୍କ କ୍ଯାରିୟର ଓ ହେଇଗଲେ ଗୁମନାମ

ନବେ ଦଶକର ଜଣେ ସୁନ୍ଦରୀ ଅଭିନେତ୍ରୀ ଆୟେଶା ଝୁଲକା ନିଶ୍ଚୟ ଆପଣଙ୍କର ମନେ ଥିବେ । ସେ ନିଜ ଅଭିନୟ ସହ ନିଜ ସୈାନ୍ଦର୍ଯ୍ୟରେ ସମସ୍ତଙ୍କ ମନ ଜିତିଥିଲେ । ଅନେକ ହିଟ୍ ଫିଲ୍ମ ଦେଲା ପରେ ଆୟେଶା ଅଚାନକ କ୍ୟାମେରାରୁ ଗାୟବ ହୋଇଯାଇଥିଲେ ।

ମାତ୍ର ଏହା ପଛର କାରଣ ବହୁତ କମ୍ ଲୋକଙ୍କୁ ଜଣା । ତେବେ ଆଜି ଆମେ ଜାଣିବା ଆୟେଶା ଏପରି କଣ ଭୁଲ୍ କରିଥିଲେ ଯେ ତାଙ୍କୁ ଇଣ୍ଡଷ୍ଟ୍ରିରୁ ଏମିତି ଗାୟବ ହେବାକୁ ପଡ଼ିଥିଲା । ୨୮ ଜୁଲାଇ ୧୮୭୨ ମସିହାରେ ଶ୍ରୀନଗରରେ ଜନ୍ମ ହୋଇଥିବା ଆୟେଶା ଝୁଲକା ଫିଲ୍ମ କୁର୍ବାନ ରୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ । ଏହି ଫିଲ୍ମରୁ ତାଙ୍କୁ କୌଣସି ଖାସ୍ ପରିଚୟ ମିଳି ନ ଥିଲା ।

ମାତ୍ର ଏହା ପରେ ସେ ଫିଲ୍ମ ‘ହେ ମେରି ଜାନ୍’ ଓ ‘ମାସୁକ୍’ ରେ କାମ କରିଥିଲେ । ତେବେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଖିଲାଡ଼ି’ ଆୟେଶାଙ୍କ ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ । ଏହା ପରେ ଅମିର୍ ଖାନ୍ ଙ୍କ ଫିଲ୍ମ ‘ଜୋ ଜୀତା ୱହି ସିକନ୍ଦର’ ରେ ମଧ୍ୟ ତାଙ୍କୁ କାମ କରିବାକୁ ସୁଯୋଗ ମିଳିଥିଲା । ଏହି ଫିଲ୍ମ ତାଙ୍କ କ୍ୟାରିଅରକୁ ଶିଖରରେ ପହଞ୍ଚାଇ ଦେଇଥିଲା ।

କିନ୍ତୁ ଏହା ପରେ ତାଙ୍କ ଫିଲ୍ମ ‘ଦଲାଲ’ ବିବାଦ ଘେରରେ ରହିଥିଲା । ସେ ସମୟରେ ଆୟେଶା ଇଣ୍ଡଷ୍ଟ୍ରିରେ ସବୁଠୁ ବୋଲ୍ଡ ଓ ଗ୍ଲାମରସ୍ ହିରୋଇନଙ୍କ ତାଲିକାରେ ସାମିଲ ହେବାକୁ ଲାଗିଥିଲେ । ତାଙ୍କ ସୁନ୍ଦରତା ଯୋଗୁଁ ତାଙ୍କୁ ଅନେକ ଫିଲ୍ମ ମିଳିଥିଲା ଓ ଅନେକ ଫିଲ୍ମ ହିଟ୍ ମଧ୍ୟ ହୋଇଥିଲା । ମାତ୍ର ଫିଲ୍ମ ‘ଦଲାଲ’ ର ବିବାଦ ତାଙ୍କ ଜୀବନରେ ଏବେ ପର୍ଯ୍ୟନ୍ତ ମଧ୍ୟ ପିଛା ଛାଡ଼ି ନାହିଁ ।

ଏହି ଫିଲ୍ମରେ ଆୟେଶାଙ୍କ ବ-ଳା-ତ୍କା-ର ଦୃଶ୍ୟକୁ ନେଇ ଖୁବ୍ ବିବାଦ ଉଠିଥିଲା । ତେବେ ଏହି ଦୃଶ୍ୟକୁ ଆୟେଶାଙ୍କ ଇଚ୍ଛା ବିରୁଦ୍ଧରେ ସୁ-ଟିଂ କରା ଯାଇଥିଲା । ଫିଲ୍ମ ସାଇନ୍ କରିବା ଆଗରୁ ସେ କୌଣସି ଅ-ନ୍ତ-ର-ଙ୍ଗ ମୁ-ହୂ-ର୍ତ୍ତ ସୁ-ଟିଂ କରିବେ ନାହିଁ ବୋଲି ପରିଷ୍କାର ଭାବେ ଜଣାଇ ଦେଇଥିଲେ । ମାତ୍ର ଆୟେଶାଙ୍କୁ ନ ଜଣାଇ ବଡି ଡବଲ ମାଧ୍ୟମରେ ଫିଲ୍ମର ନିର୍ଦ୍ଦେଶକ ପାର୍ଥ ଘୋଷ ଏହି ଦୃ-ଶ୍ୟ-କୁ ସୁ-ଟିଂ କରିଥିଲେ ।

ଏହା ଜାଣିବା ପରେ ଆୟେଶା ଆ-ଇ-ନ-ଗ-ତ ନୋ-ଟି-ସ ପଠାଇ ସେହି ଦୃଶ୍ୟକୁ କା-ଟି-ବା ପାଇଁ ଦାବି କରିଥିଲେ । ମାତ୍ର କୌଣସି କାରଣରୁ ତାଙ୍କୁ ଏହି କେ-ସ ଫେରସ୍ତ ନେବାକୁ ପଡ଼ିଥିଲା । ତଥାପି ଆୟେଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବଡ଼ ଲୋକଙ୍କ ପାଖରେ ଗୁହାରି କରିଥିଲେ, ମାତ୍ର କେହି ତାଙ୍କ ଗୁହାରି ଶୁଣି ନ ଥିଲେ । ସେହି ସମୟରେ ଆୟେଶାଙ୍କ କ୍ୟାରିଅର ଶିଖରରେ ଥିଲା ।

ଆୟେଶାଙ୍କ ଏହି ଗୋଟିଏ ଭୁଲ୍ ଯୋଗୁଁ ତାଙ୍କ କ୍ୟାରିଅର ଖୁବ୍ ପ୍ରଭାବିତ ହୋଇଥିଲା ଓ ସେ ନିଜ ଅଧିକାର ପାଇଁ ଲ-ଢି-ଥି-ଲେ ମଧ୍ୟ ତାଙ୍କୁ ହା-ରି-ବାକୁ ପଡ଼ିଥିଲା । ତା ପରେ ସେ ଅନ୍ୟ ଫିଲ୍ମ ରେ କାମ କରିଥିଲେ ମଧ୍ୟ ଏପରି ବୋ-ଲ୍ଡ ଦୃ-ଶ୍ୟ ଦେଇ ନ ଥିଲେ । ଏବଂ ଧୀରେ ଧୀରେ ବଲିଉଡ୍ ରୁ ଗାୟବ ହୋଇ ଯାଇଥିଲେ । ଏବେ ଆୟେଶା ବଲିଉଡ୍ ଓ ଅଭିନୟ କ୍ୟାରିଅର ଠୁ ଦୂରକୁ ଯାଇ ଏକ ନିର୍ମାଣକାରୀ କମ୍ପାନୀର ମାଲିକାଣୀ ହୋଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ