ଯଦି କେବେବି ଏହି 5 ସ୍ଵପ୍ନ ଦେଖୁଛନ୍ତି ତେବେ ଭୁଲରେ ବି କାହାକୁ କହିବେ ନାହିଁ

ଏହି ୫ ଟି ସ୍ଵପ୍ନ ବିଷୟରେ ଆପଣ କାହା ରି ଆଗରେ ପ୍ରକାଶ କରନ୍ତୁ ନାହିଁ, ପ୍ରକାଶ କରିଲେ ଆପଣ ବହୁତ ବଡ ସମସ୍ୟାରେ ପଡିବେ । ଆଜି ଆମେ ଆପଣଙ୍କୁ ଏମିତି ୫ ଟି ସ୍ଵପ୍ନ ପିଷୟରେ କହିବୁ କି ଅପଣ ସେହି ସ୍ଵପ୍ନ ଗୁଡିକୁ କେବେ ନା କେବେ ନିହାତି ଦେଖିଥିବେ ଓ ଆପଣ ଏହି ସ୍ଵପ୍ନ କୁ ଦେଖିସାରିବା ପରେ ଅନ୍ୟ ଲୋକଙ୍କ ଆଗରେ କହିବା ଭୁଲ ଅଟେ । ଆମେ ଆପଣଙ୍କୁ ଜଣେଇଦେବୁ ଯେ ଆପଣ କେବେ ବି ଏହି ସ୍ଵପ୍ନ କାହାରି ଆଗରେ ପ୍ରକାଶ କରିବେ ନାହିଁ ।

ଏହି ସ୍ଵପ୍ନ କୁ ନିଜ ପରିବାର ଲୋକଙ୍କ ଆଗରେ ବି ପ୍ରକାଶ ନ କରିଲେ ଭଲ ହେବ । ଆଜି ଆପଣ ଜାଣିଯିବେ ଯେ କଣ ହୋଇଥାଏ ଏହି ସ୍ଵପ୍ନ କୁ ପ୍ରକାଶ କରିବା ଦ୍ଵାରା । ଶୋଇଥିବା ସମୟରେ ତ ସବୁବେଳେ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି, ସ୍ଵପ୍ନ ଦେଖିବା ତ ସାମାନ୍ୟ କଥା । ଆପଣ କିଛି ଏମିତି ସ୍ଵପ୍ନ ଦେଖିଥାନ୍ତି ଯେଉଁଥିରୁ କିଛି ସ୍ଵପ୍ନ ଅଛି ଯାହା ଆମେ ଶୋଇ କି ଉଠିବା ପରେ ଆମର ମନେ ନଥାଏ ଆଉ କିଛି ସ୍ଵପ୍ନ ଅଛି ଆମର ଭଲ ଭାବରେ ମନେଥାଏ ।

ଆପଣ ବହୁତ ଲୋକଙ୍କ ଠାରୁ ସୁଣିଥିବେ ଏବଂ ନିଜେ ବି କହୁଥିବେ ଜାଣିଛ ମୁ ଆଜି ଏମତି ସ୍ଵପ୍ନ ଦେଖିଲି, ଆପଣ ନିଜ ସ୍ଵପ୍ନ ବିଷୟରେ କାହାରିକୁ କହିବାକୁ ଭୁଲିନଥାନ୍ତି । କିନ୍ତୁ ଏକଥା ବହୁତ କମ ଲୋକଙ୍କୁ ଜଣା ଏମିତି କିଛି ସ୍ଵପ୍ନ ଅଛି ଯାହା ବିଷୟରେ କାହାରି ଆଗରେ ପ୍ରକାଶ କରାଯାଏ ନାହିଁ । ଶାସ୍ତ୍ର ଅନୁସାରେ ଏମିତି କରିବା ଭୁଲ ହୋଇଥାଏ । ଏହା ଦ୍ଵାରା ମିଳୁଥିବା ଶୁଭ ଫଳ ଆପଣଙ୍କୁ ମିଳେ ନାହିଁ ଆସନ୍ତୁ ଜାଣିବା ଏହି ୫ ଟି ସ୍ଵପ୍ନ କଣ ସବୁ ।

ପ୍ରଥମେ ମୁଁ ଆପଣଙ୍କୁ ପ୍ରକୃତି ବିଷୟରେ କହିବି-

ଆପଣ ଏମିତି ସ୍ଵପ୍ନ ଦେଖିଥିବେ ଯେଉଁଥିରେ ହରା ଭରା ପ୍ରକୃତି, ପାହାଡ, ପର୍ବତ, ନଦୀ, ଝରଣା, ସମୁଦ୍ର ନଜର ଆସୁଥିବ । ଏମିତି ସ୍ଵପ୍ନ ଦେଖିଲେ ଆପଣଙ୍କ ଜୀବନରେ ବହୁତ ଶୀଘ୍ର ବଡ ଖୁସି ଖବର ଆସିବାର ଥାଏ । ଯଦି ଆପଣ ଅନ୍ୟ କାହା ଆଗରେ ପ୍ରକାଶ କରି ଦେଉଛନ୍ତି ଆଗକୁ ମିଳିବାକୁ ଥିବା ଶୁଭ ଫଳ ମିଳେ ନାହିଁ ।

ଦିତୀୟ ସ୍ଵପ୍ନ ଟି ହେଲା ମୃତ୍ୟୁ –

ଆପଣ ବେଳେବେଳେ ମୃତ୍ୟୁ ସ୍ଵପ୍ନ ଦେଖିଥାନ୍ତି, ଅନ୍ୟ କେହି ମରିଯାଉଥିବା ର ସ୍ଵପ୍ନ ଦେଖିଥାନ୍ତି । ହଠାତ ଡରିଯାଇଥାନ୍ତି ଏବଂ ବହୁତ ବ୍ୟସ୍ତ ହୋଇଥାନ୍ତି । ଆପଣ ଏହି ସ୍ଵପ୍ନ ଦେଖିବା ପରେ ଭୟ କରନ୍ତୁ ନାହିଁ । କାରଣ ମୃତ୍ୟୁ ସ୍ଵପ୍ନ ଦେଖିବା ର କାରଣ ଆପଣଙ୍କ ଜୀବନ ରୁ ଦୁଃଖ ଦୂର ହୋଇଥାଏ । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ କାହାରି ଆଗରେ ପ୍ରକାଶ କରୁଛନ୍ତି ମିଳିବାକୁ ଥିବା ଶୁଭ ଫଳ ଆଉ ମିଳେ ନାହିଁ ।

ତୃତୀୟ ରେ ସାପ ସ୍ଵପ୍ନ

ଆପଣ ସ୍ଵପ୍ନ ରେ ସାପ ଦେଖୁଥିବେ ସାପ ଦେଖି ବିଲକୁଲ ଭୟ କରନ୍ତୁ ନାହିଁ । କାରଣ ସ୍ଵପ୍ନରେ ସାପ ଦେଖିବା ହେଲା ଆପଣଙ୍କ ବ୍ୟବସାୟରେ ଲାଭ ବଢିବ ଓ ଆପଣଙ୍କର ଧନ ବଢିବ । ଏହି ସ୍ଵପ୍ନ ବିଷୟରେ କାହାରି ଆଗରେ ପ୍ରକାଶ କରିବେ ନାହିଁ ।

ଚତୃର୍ଥ ରେ ଭଗବାନଙ୍କ ସ୍ଵପ୍ନ-

ଆପଣ ଯଦି ଭଗବାନ ଙ୍କୁ ସ୍ଵପ୍ନ ରେ ଦେଖୁଛନ୍ତି ଜାଣିବେ ଯେ ଆପଣଙ୍କ ପାଖକୁ ଖୁସି ଖବର ଆସିବାର ଅଛି । ଯଦି ଆପଣ ଭଗବାନ ଙ୍କୁ ସ୍ଵପ୍ନ ରେ ଦର୍ଶନ କରୁଛନ୍ତି ଜାଣିବେ ଆପଣଙ୍କ ଜୀବନ ରେ ବହୁତ ବଡ ସଫଳତା ମିଳିବାର ଅଛି । ଏହି ସ୍ଵପ୍ନ ବିଷୟରେ ଅପଣ କାହା ଆଗରେ ପ୍ରକାଶ କରିବେ ନାହିଁ ।

ପଞ୍ଚମ ରେ ମାଛ ସ୍ଵପ୍ନ-

ଆପଣ ସ୍ଵପ୍ନ ରେ ଦେଖୁଥିବେ କେହି ମାଛ କୁ ଧରୁଥିବେ ନ ହେଲେ ଖାଉଥିବେ । ମାଛ କୁ ସ୍ଵପ୍ନରେ ଦେଖିଲେ ଅଚାନକ ଧନ ମିଳି ଥାଏ । ଆପଣ ଏହି ସବୁ ସ୍ଵପ୍ନ ବିଷୟରେ କାହାରି ଆଗରେ ପ୍ରକାଶ କରିବେ ନାହିଁ କାରଣ ଶାସ୍ତ୍ର ଅନୁସାରେ ଏହି ସ୍ଵପ୍ନ ବିଷୟରେ ପ୍ରକାଶ କରିଲେ ଫଳ ମିଳିନଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।