Bigg Boss ୧୪ରେ ନିର୍ଲଜତାର ସବୁ ସୀମା ପାର କଲେ Nikki Tamboli, ଅସଲ ଜୀବନରେ ବହୁତ ହଟ ଓ ବୋଲ୍ଡ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ବିଗ ବସ ଆରମ୍ଭ ହୋଇ ଯାଇଛି । ବିଗ ବସ ସିଜିନ ୧୪ ଗତ ବର୍ଷ ଭଳି ଏହି ବର୍ଷ ବି ନିଜର ଫ୍ୟାନମାନଙ୍କ ମଧ୍ୟରେ ବହୁତ ପପୁଳାର ହେଉଛି । ଅନ୍ୟ ପଟେ ପ୍ରତିଯୋଗୀମାନଙ୍କ ମଧ୍ୟରେ ସାମିଲ ଥିବା ନିକ୍କୀ ତଂବୋଲୀ ବହୁତ ଚର୍ଚାରେ ଅଛନ୍ତି । ସାଉଥ ଫିଲ୍ମ ଗୁଡିକରେ ନଜର ଆସିଥିବା ନିକ୍କୀ ତଂବୋଲୀ ବିଗ ବସ ସିଜିନ ୧୩ର ବିଜେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସହ କିଛି ଦିନ ତଳେ ବିଗ ବସର ଘର ଭିତରେ ରୋମାନ୍ସ କରୁଥିବାର ନଜର ଆସିଥିଲେ ।

ଯେଉଁ କାରଣରୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେ ଟ୍ରେଣ୍ଡ କରୁଛନ୍ତି । ନିକ୍କୀ ତଂବୋଲୀ ଯେଉଁ ସମୟରୁ ଘରେ ଏଣ୍ଟ୍ରି ନେଇଛନ୍ତି ସେହି ସମୟରୁ କୁହାଯାଉଛି କି ନିକ୍କୀ ତଂବୋଲୀ ବି ହିନା ଖାନଙ୍କ ଭଳି ବହୁତ ଷ୍ଟାଇଲିସ ଅଟନ୍ତି ।

ଏହା ସହିତ ଆପଣଙ୍କୁ କହିଦେଉଛୁ କି ନିକ୍କୀ ତଂବୋଲୀ ଯେତେବେଳେ ବିଗ ବସରେ ପ୍ରଥମ ଥର ନଜର ଆସିଲେ ତେବେ ସେହି ସମୟରେ ସେ ଗୋଟିଏ ବାଇଗିନୀ ରଙ୍ଗର ଡ୍ରେସ ପିନ୍ଧି ଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ନଜର ଆସୁଥିଲେ । କିନ୍ତୁ ଯେତେବେଳେ ଏହି ଡ୍ରେସରେ ନିକ୍କୀ ତଂବୋଲୀଙ୍କ ଫଟୋ ସାମ୍ନାକୁ ଆସିଲା ତେବେ ମିଡିଆରେ ତାଙ୍କୁ କପିକ୍ୟାଟ କୁହାଗଲା ।

ଏହା ସହିତ କେତେକ ଲୋକମାନେ ଖରାପ ଡ୍ରେସ ବୋଲି କହି କମେଣ୍ଟ ବି କରିଲେ । ଅର୍ଥାତ ନିକ୍କୀ ତଂବୋଲୀ ଯେଉଁ ଡ୍ରେସ ପିନ୍ଧି ଥିଲେ ସେହିଭଳି ଡ୍ରେସ ୨୦୧୩ରେ ଜଣେ ହଲିଉଡ ଅଭିନେତ୍ରୀ ପିନ୍ଧି ଥିଲେ । ପାର୍ଥକ୍ୟ କେବଳ ଏତିକି ଥିଲା କି ହଲିଉଡ ଅଭିନେତ୍ରୀଙ୍କର ଡ୍ରେସର ରଙ୍ଗ କଳା ଥିଲା ଓ ନିକ୍କୀ ତଂବୋଲୀଙ୍କ ଡ୍ରେସର ରଙ୍ଗ ବାଇଗିଣୀ ଥିଲା । କିନ୍ତୁ ଡ୍ରେସ ଦେଖିବାକୁ ପୁରା ସମାନ ଥିଲା ।

ଆପଣଙ୍କୁ କହିଦେଉଛୁ କି ନିକ୍କୀ ତଂବୋଲୀ ବିଗ ବସର ଘରେ ଷ୍ଟାଇଲିସ ଲୁକରେ ନଜର ଆସୁଛନ୍ତି । ନିକ୍କୀ ତଂବୋଲୀ ସୋସିଆଲ ମିଡିଆ ଆକାଉଣ୍ଟରେ ବି ନିଜର ହଟ ଓ ବୋଲ୍ଡ ଫଟୋ ଶେୟାର କରିଥାନ୍ତି । ଇଂସ୍ଟାଗ୍ରାମରେ ତାଙ୍କର ୫ ଲକ୍ଷରୁ ବି ଅଧିକ ଫଳଓର୍ସ ଅଛନ୍ତି । ଏହା ସହ ସେ ପଶୁପ୍ରେମୀ ବି ଅଟନ୍ତି ଓ ସେ ବହୁତ ବୁଲିବାକୁ ପସନ୍ଦ କରନ୍ତି ।

ସେ ନିଜର ଇଂସ୍ଟାଗ୍ରାମ ଆକାଉଣ୍ଟରେ କିଛି ବିକିନୀ ଫଟୋ ବି ଶେୟାର କରିଛନ୍ତି । ଆପଣ ତାଙ୍କର ହଟନେସ ବିଗ ବସର ଶୋରେ ବି ଦେଖିପାରିବେ । ଏହା ସହିତ ତାଙ୍କର ଫଟୋକୁ ଦେଖି ଆପଣ ଅନ୍ଦାଜ ଲଗାଇ ପାରିବେ କି ସେ କେତେ ବୋଲ୍ଟ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।