Ranbir Kapoor ଙ୍କ 5ଟି ଖରାପ ଅଭ୍ୟାସ, ଆଗରୁ କେବେବି ଜାଣି ନଥିବେ

ବଲିଉଡ ର ଚକୋଲେଟ ବଏ ରଣବୀର କପୁର ଙ୍କ ବିରୁଦ୍ଧରେ ବହୁତ ପ୍ରକାରର କନ୍ଟ୍ରୋଭର୍ଶି ଦେଖିବାକୁ ମିଳିଥାଏ । ଏବେ ଆସିଛି ଖବର କି ରଣବୀର କପୁର ଏବେ ନିଜ ପ୍ରେମିକା ଆଲିଆ ଭଟ୍ଟ ଙ୍କ ସହିତ ତାଙ୍କ ଘରେ ରହୁଛନ୍ତି । ଏହା ସହିତ ରଣବୀର କପୁର ଙ୍କ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଣବୀର କପୁର ନିଶା ରେ ଥିଲେ ବୋଲି ଜଣାପଡୁଛି । ରଣବୀର କପୁର ଗୋଟେ ଇଣ୍ଟରଭିଉ ରେ କହିଥିଲେ କି ସେ ତାଙ୍କ କଲେଜ ସମୟରୁ ହିଁ ଡ୍ରଗ୍ସ ନେଉଥିଲେ ।

ତେବେ ଚାଲନ୍ତୁ ଜାଣିବା ରଣବୀର କପୁର ଙ୍କ କିଛି କନ୍ଟ୍ରୋଭର୍ଶି ବିଷୟରେ । ରଣବୀର କପୁର ଏବେ ଆଲିୟା ଭଟ୍ଟ ଙ୍କ ସହିତ ଲିଭ ଇନ ରେ ରହୁଛନ୍ତି । ଋଶି କପୁର ଙ୍କୁ ଯିବାର ଅଳ୍ପ ଦିନ ହୋଇଛି । ଏମିତିରେ ରଣବୀର କପୁର ତାଙ୍କ ମାଆ ନୀତୁ ଙ୍କ ସାହାରା ହୋଇ ରହିବା କଥା । କିନ୍ତୁ ରଣବୀର କପୁର ନିଜ ମା ଙ୍କ ଠାରୁ ଦୂରରେ ନିଜ ପ୍ରେମିକା ଆଲିଆ ଭଟ୍ଟ ଙ୍କ ସହିତ ରହୁଛନ୍ତି ।

ଏହାର କାରଣ କି ତାଙ୍କ ମାଆ ତାଙ୍କୁ ନିଶା କରିବାକୁ ମନା କରୁଥିଲେ । ସେଥିପାଇଁ ସେ ଆଲିଆ ଙ୍କ ସହ ରହୁଛନ୍ତି । ବଲିଉଡ ରେ ରଣବୀର କପୁର ଙ୍କ ଇମେଜ କୌଣସି ପ୍ଲେ ବଏ ଠାରୁ କମ ନୁହେଁ । ରଣବୀର ଏ ପର୍ଯ୍ୟନ୍ତ ବହୁତ ଜଣଙ୍କ ସହିତ ଡେଟ କରିସାରିଛନ୍ତି । କିନ୍ତୁ ସେ କାହାକୁ ବିବାହ କରିବାକୁ କହିନାହାନ୍ତି ।

ରଣବୀର କପୁର ଡ୍ରଗ୍ସ ନିଅନ୍ତି । ରଣବୀର ସବୁବେଳେ ନିଶା କରିଥାନ୍ତି । ବହୁତ ବଲିଉଡ ପାର୍ଟି ରେ ରଣବୀର ଙ୍କୁ ନିଶା ରେ ଥିବାର ଦେଖା ଯାଇଛି । ଏହା ନିଜେ ରଣବୀର କପୁର ତାଙ୍କ ଗୋଟେ ଇନ୍ତରଭିଉ ରେ କହିଥିଲେ ।

ଗୋଟେ ଥର ରଣବୀର କପୁର ନିଶା ରେ ଥିବା ବେଳେ ବଲିଉଡ ଷ୍ଟାର ସଲମାନ ଖାନ ତାଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ । ତାପରେ ରଣବୀର କପୁର ଙ୍କ ପିତା ରିଶୀ କପୁର ସଲମାନ ଖାନ ଙ୍କୁ ବହୁତ ଗାଳି ମଧ୍ୟ କରିଥିଲେ ।

ରଣବୀର କପୁର ବିବାହିତ ନାରୀ ମାନଙ୍କ ପ୍ରତି ଜଲ୍ଦୀ ମୋହିତ ହୋଇଥାନ୍ତି । ତାଙ୍କୁ ବହୁତ ଥର ପାକିସ୍ଥାନ ଅଭିନେତ୍ରୀ ମାହିରା ଙ୍କ ସହିତ ଦେଖା ଯାଇଛି । ମାହୀରା ଖାନ ବିବାହିତ ଅଟନ୍ତି । କିନ୍ତୁ ରଣବୀର ଏବଂ ମାହିରା ଡେଟ କରୁଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।