ହମ ଆପକେ ହେ କନ ଫିଲ୍ମରୁ ଫେମସ ହେଇଥିବା ଏହି 6 କଳାକାର ମାନେ ଆଜି ଦେଖାଯାଉଛନ୍ତି ଏମିତି

ହମ ଆପକେ ହେ କନ ଫିଲ୍ମ ୧୯୯୪ ହୋଇଥିବା ଏକ ଶୁପର୍ ହିଟ ଫିଲ୍ମ ଟ୍ଵିଲା ଧି ଫିଲ୍ମ ର ବହୁତ ଗୀତ ଆଜିବି ଦର୍ଶକ ମାନେ ମନେ ମନେ ଗାଉଛନ୍ତି । ଏହି ଫିଲ୍ମ ର ଗୀତ’ ଦିଦି ତେରା ଦେବର ଦିବାନା ‘ ‘ ଜୁତେ ଲେଲୋ ପେସେ ଲେଲୋ ‘ ଭଳି ଗୀତ ଆଜି ବି ଦର୍ଶକମାନେ ସମୟ ସମୟରେ ଗାଈ ଖୁସି ଅନୁଭବ କରୁଛନ୍ତି । ଏହି ଫିଲ୍ମ ର ଗୀତ , କାହାଣୀ ଓ କଳାକାର ମାନଙ୍କ ଅଭିନୟ ଦ୍ୱାରା ବହୁତ ଆଦୃତ ହୋଇଥିଲା । ଏହି ଫିଲ୍ମକୁ ୨୬ ବର୍ଷ ହୋଇଗଲେ ମଧ୍ୟ ଆଜି ବି ଦର୍ଶକ ମାନେ ଏହି ଫିଲ୍ମ କୁ ଦେଖିବାକୁ ପସନ୍ଦ କରନ୍ତି । ଆଜି ଆସନ୍ତୁ ଜାଣିବା ଏହି ଫିଲ୍ମ ରେ ଅଭିନୟ କରିଥିବା କଳାକାର  ମାନେ କଣ କରୁଛନ୍ତି ଓ କିପରି ଅଛନ୍ତି ।

୧ – ଆଲୋକ ନାଥ

ଫିଲ୍ମରେ ରାଜେଶ ଓ ପ୍ରେମର କାକା ବା କୈଳାସ ନାଥ ଚରିତ୍ର ରେ ଅଭିନୟ କରିଥିବା ଆଲୋକ ନାଥ ଫିଲ୍ମ ରେ ଏତେ ଭଲ ପାଇବାର ଅଭିନୟ କରିଛନ୍ତି ଯେ ସେ ସତରେ ତାଙ୍କ ବାପା ଭଳି ଜଣା ଯାଉଛନ୍ତି । ସେ ଏବେ ୬୪ ବର୍ଷରେ ପ୍ରଦାର୍ପଣ କରିଛନ୍ତି ଓ ବୃଦ୍ଧ ଦେଖାଯାଉଛନ୍ତି । ଏବେ ସେ ଫିଲ୍ମ ଜଗତରୁ ଦୂରରେ ରହି ମୁମ୍ବାଇର ଲୋଖଣ୍ଡବାଲା ବଙ୍ଗଳାରେ ନିଜ ସ୍ତ୍ରୀ ଆସୁ ସିଂ ଓ ପିଲା ମାନଙ୍କ ସହ ଖୁସିରେ ରହୁଛନ୍ତି ।

୨ – ରିମା ଲାଗୁ

ଏହି ଫିଲ୍ମ ରେ ରିମା ଲାଗୁ କୈଳାସ ନାଥଙ୍କର ସମୁଦୁଣୀ ମିଶେଷ ଚୌଧୁରୀ ଚରିତ୍ରରେ ଅଭିନୟ କରିଥିଲେ ।ଏବେ ସେ ଏହି ଦୁନିଆ ଛାଡି ଆରପରିକୁ ଚାଲି ଯାଇଛନ୍ତି । ସେ ୫୯ ବର୍ଷ ବୟସରେ ୧୯୧୭ ରେ ମୃତ୍ୟୁ ବରଣ କରିଥିଲେ ।

୩ – ସଲମାନ ଖାନ

ସଲମାନ ଖାନ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ପ୍ରେମ ଚାର୍ଟର ରେ ଅଭିନାୟ କରିଥିଲେ । ସେ ଏହି ଫିଲ୍ମ ରେ ନିଜ ଭାଉଜଙ୍କର ଭଉଣୀକୁ ନିଶାକୁ ପ୍ରେମ କରୁଥିଲା । ଏବେ ସଲମାନ ଖାନ ୫୫ ବର୍ଷ ବୟସର ଅଟନ୍ତି । କିନ୍ତୁ ସେ ଏବେବି ଯବାନ ଦେଖାଯାଉଛନ୍ତି । ଆଜି ବି ସେ ଫିଲ୍ମରେ ଅଭିନୟ ଜାରି ରଖିଛନ୍ତି । ସେ ବ୍ୟକ୍ତିଗତ ଜୀବନରେ ବହୁତ ଅଭିନେତ୍ରୀଙ୍କୁ ପ୍ରେମ କରୁଥିଲେ କିନ୍ତୁ କୌଣସି ବି ଅଭିନେତ୍ରୀ ତାଙ୍କୁ ନିଜର କରିନଥିଲେ । ଏବେ ବି ଏଥିପାଇଁ ସେ ଅବିବାହିତ ଅଛନ୍ତି ।

୪ – ମାଧୁରୀ ଦୀକ୍ଷିତ

ମାଧୁରୀ ଦୀକ୍ଷିତ ଏହି ଫିଲ୍ମରେ ପ୍ରେମ ଚରିତ୍ରର ପ୍ରେମିକା ଭାବେ ନିଶା ଚରିତ୍ର ରେ ଅଭିନୟ କରିଥିଲେ । ଏହି ଫିଲ୍ମ ରେ ସେ ଏକ ସାଧରଣ ଝିଅ ଭାବରେ ଅଭିନୟ କରିଥିଲେ । କିନ୍ତୁ ଏବେ ସେ ପୁରା ବଦଳି ଯାଇଛନ୍ତି । ସେ ଏବେ ୫୫ ବର୍ଷ ବୟସର ହୋଇବି ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏବେ ସେ ତାଙ୍କ ସ୍ବାମୀ ଶ୍ରୀ ରାମ ଓ ନିଜ ସାନ୍ତାନଙ୍କ ସହ ମୁମ୍ବାଇ ରେ ରହୁଛନ୍ତି ଓ ଅଭିନୟ ଦୁନିଆ ସହ ଜଡିତ ଅଛନ୍ତି ।

୫ – ମୋନିଷ ବାହାଲ

ସେ ଏହି ଫିଲ୍ମ ରେ ପ୍ରେମର ଭାଇ ରାଜେଶ ଚରିତ୍ର ରେ ଅଭିନୟ କରିଥିଲେ । ସେ ଏବେ ୫୯ ବର୍ଷ ବୟସର ଅଟନ୍ତି । ସେ ଏବେ ମୁମ୍ବାଇରେ ନିଜ ପରିବାର ସହ ରହୁଛନ୍ତି । ସେ ଏବେ ମୁମ୍ବାଇରେ ନିଜ ପରିବାର ସହ ରହୁଛନ୍ତି । ଏବେ ବି ସେ ଅଭିନୟ ଜାରି ରଖିଛନ୍ତି ।

୬ – ରେଣୁକା ସାହଣେ

ରେଣୁକା ଏହି ଫିଲ୍ମରେ ପ୍ରେମ ଚରିତ୍ର ର ଭାଉଜ  ଚରିତ୍ର ରେ ଅଭିନୟ କରିଥିଲେ । ସେ ଏବେ ୫୪ ବର୍ଷର ଅଟନ୍ତି । ଏବେ ସେ ବୁଢ଼ୀ ଦେଖାଯାଉଛନ୍ତି ଓ ଏବେ ସେ ତ୍ରିଭଙ୍ଗା ନାମକ ଫିଲ୍ମ ରେ ଅଭିନୟ କରିଛନ୍ତି । ସେ ତାଙ୍କ ସ୍ବାମୀ ଆଶୁତୋଷ ରାଣା ଓ  ଦୁଇ ପୁଅ ସହ ମୁମ୍ବାଇରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।