Bollywood ର ଏହି ବଡ ହୀରୋ ହେବେ Tiger 3 ରେ ଭିଲେନ, ଜାଣନ୍ତୁ କିଏ ସେହି ସେହି ହୀରୋ ଯିଏ Salman ଙ୍କୁ ଦେବେ ଟକ୍କର

ଆପଣ ମାନେ ସମସ୍ତେ ସଲମାନ ଖାନଙ୍କ ଅଭିନୀତ ବଲିଉଡର ହିନ୍ଦୀ ଫିଲ୍ମ  ଟାଇଗର ୩ ଏବେ ଏବେ ଆସିବାକୁ ଯାଉଛି । ମାର୍ଚ ମାସରେ ସଲମାନ ଖାନ ଏହି ଫିଲ୍ମ ର ଶୁଟିଂ ବିଷୟରେ ପ୍ରଚାର କରିବାକୁ ଯାଉଛନ୍ତି । ଏହି ଫିଲ୍ମ ରେ ସଲମାନ ଖାନଙ୍କ ସହ କଟ୍ରିନା କାଇଫ ମନ୍ଧ୍ୟ ଏହି ଫିଲ୍ମରେ ଏକ ଲିଡ଼ ରୋଲରେ ଅଭିନୟ କରିବାକୁ ଯାଉଛନ୍ତି । ବହୁତ ଜଲ୍ଦି ଏହି ଫିଲ୍ମର ଶୁଟିଂ ମୁମ୍ବାଇରେ ହେବାକୁ ଯାଉଛି ।

ଏହି ଫିଲ୍ମ ର ଏକ ମୁଖ୍ୟ କଥା ହେଲା ଏହି ଫିଲ୍ମ ରେ ଭିଲିଆନ ଭାବେ ଅଭିନୟ କରିବାକୁ ଯାଉଛନ୍ତି ବଲିଉଡର ଜଣେ ଫେମସ କଳାକାର ବା କହିବାକୁ ଗଲେ ସେ ଜଣେ ସବୁ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିବା କଳାକାର ।

ଏହି ଲୋକପ୍ରିୟ ଅଭିନେତା ଜଣକ ହେଲେ ଇମ୍ରାନ ହାସମୀ । ଏକ ନିଉଜ ପେପର ଟାଇମସ ଅଫ ଇଣ୍ଡିଆ ମୁତାଵକ ଏହି ୟସ ରାଜ ଫିଲ୍ମ ର ଭିଲିଆନ ଭାବରେ ପୁରା ଫିଟ ହୋଇପାରିବେ । ସେ ଏହି ଫିଲ୍ମରେ ଭଲ ଅଭିନୟ କରିପାରିବେ ବୋଲି ଭାବୁଛନ୍ତି । କିନ୍ତୁ ଇମ୍ରାନ ହାସମୀଙ୍କ ତରଫରୁ ଏହି ଭିଲିଆନ ଭାବରେ ଅଭିନୟ ବିଷୟରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଖବର ଅନୁସାରେ ପ୍ରଥମ ଫିଲ୍ମର ଶୁଟିଙ୍ଗ ମୁମ୍ବାଇରେ ହୋଇପାରେ ମାର୍ଚ ୨୦୨୧ର ତୃତୀୟ ସପ୍ତାହ ଅନ ଫ୍ଲୋର ହେବ ।

ପ୍ରଥମ ସ୍କେଡିଉଲ ଶୁଟିଙ୍ଗ ୟଶ ରାଜ ଷ୍ଟୂଡିଓରେ ହେବ । ଇମରାନ ,କ୍ୟାଟ୍ରିନା, ସଲମାନ ଖାନଙ୍କ କିଛି ମିନିଟର ସୁଟ ହେବ । ଦ୍ଵିତୀୟ ସ୍କେଡିଉଲ ମିଡିଲ୍ଲେ ଇଷ୍ଟରେ ସୁଟ ହେବ । ପୁଣି ତୃତୀୟ ସୁଟ ମୁମ୍ବାଇରେ ହେବ । ଇମ୍ରାନ ଟାଇଗର ୩ ପାଇଁ ଫାଇନାଲ ହେବ । ତ ଏହା ପ୍ରଥମ ଥର ପାଇଁ ହେବ ।  ସଲମାନ ଖାନ ଓ ଇମ୍ରାନ ହାସମୀ ଷ୍ଟାର ଏକା ସହିତ ସ୍କ୍ରିନ ଶେୟାର କରିବେ । କହିବାକୁ ଗଲେ ଇମ୍ରାନ ହାସମୀ ବହୁତ ଫିଲ୍ମରେ ନେଗେଟିଭ ରୋଲରେ ଅଭିନୟ କରିସାରିଛନ୍ତି ।

ମାର୍ଡର ,ଗ୍ୟାଙ୍ଗଷ୍ଟାର, ଓୟାନ୍ସ ଅପ ଏ ଟାଇମ ମୁମ୍ବାଇ ଏହି ସବୁ ଏଭଳି ନେଗେଟିବେ ରୋଲରେ ଅଭିନୟ କରଛନ୍ତି । ଯାହାକି ଫ୍ୟାନ୍ସମାନେ ଅଭିନୟରେ ଫିଦା ହୋଇଯାଇଛନ୍ତି । ଏମିତିରେ ଟାଇଗର ୩ ଇମ୍ରାନ , ସଲମାନ ସହିତ ଦୋ ଦୋ ହାତରେ ନଜର ଆସିବେ ଯାହାକି ମଜା ଆସିଯିବ । ଏଥର ଟାଇଗର ୩ ଆଗ ଅପେକ୍ଷା ଫିଲ୍ମଠାରୁ ଧମକାଦାର ହେଉଛି ।

କହୁଛନ୍ତି କି ଟାଇଗର ୩ ସାରୁଖାନଙ୍କ ପଠାନ ଫିଲ୍ମ ସହିତ ସମ୍ପର୍କ ଅଛି । କୁହାଯାଉଛି କି ଟାଇଗର ୩ ଆରମ୍ଭ ହବ ଯେଉଠାରେ ସାରୁଖାନ ପଠାନ ଫିଲ୍ମର ଶେଷ ହୋଇଛି । ସେହି ଫିଲ୍ମରେ ସଲମାନ ଖାନ  କେମେଇଓ ଅଭିନୟ କରିଛନ୍ତି । ବର୍ତମାନ ସ୍ଥିତିରେ ଟାଇଗର ୩ ଟିକେ ଧମାକଦାର ହେବ । ଯଦି ଇମ୍ରାନ ହାସିମ ଭିଲିୟାନ ରୋଲରେ ପକ୍କା ମୋହର ଲାଗିଯାଉ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।