bollywood ର 5 ଫ୍ଲପ ହିରୋଙ୍କ ଝିଅମାନେ ଦେଖିବାକୁ ବହୁତ ହଟ ଓ ସୁନ୍ଦର

ଫିଲ୍ମ ଦୁନିଆରେ ଏବେ ଷ୍ଟାର କିଡ୍ସ ମାନଙ୍କ ଜଲୱା ଦେଖିବାକୁ ମିଳିସାରିିଛି । ୯୦ ମସିହାର ଅଭିନେତା ଏବଂ ଅଭିନେତ୍ରୀ ଏବେ ଫିଲ୍ମ ଦୁନିଆରେ କିଛି ଖାସ କରି ପାରିନାହାନ୍ତି । ଏମିତିରେ ବହୁତ ଫିଲ୍ମ ଅଭିନେତା ଅଭିନେତ୍ରୀ ଙ୍କ ପିଲାମାନେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଆସିବାକୁ ଚାହିଁ ବସିଛନ୍ତି । ଆଜି ଆମେ ବଲିଉଡ ର କିଛି ଫ୍ଲପ ଅଭିନେତା ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯାହାର ଝିଅମାନେ ବହୁତ ସୁନ୍ଦର ଅଟନ୍ତି । ଏବଂ ସେ ଆସନ୍ତା ସମୟରେ ବଲିଉଡ ଇଣ୍ଡଷ୍ଟ୍ରି ରେ ଡେଵ୍ୟୁ ମଧ୍ୟ କରିପାରନ୍ତି । ତେବେ ଚାଲନ୍ତୁ ଜାଣିବା ।

ଚଙ୍କି ପାଣ୍ଡେ ଙ୍କ ଝିଅ ଅନନ୍ୟା ପାଣ୍ଡେ

ଚଙ୍କି ପାଣ୍ଡେ ନିଜ କ୍ୟାରିୟର ରେ ଫିଲ୍ମ ତ ବହୁତ କରିଛନ୍ତି କିନ୍ତୁ ତାଙ୍କର କ୍ୟାରିୟର ସେତିକି ଆଗକୁ ବଢ଼ିନଥିଲା । ତାଙ୍କ ଝିଅ ଅନନ୍ୟା ପାଣ୍ଡେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସେ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟର ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଅନନ୍ୟା ଲାଇମ ଲାଇଟ ରେ ସବୁବେଳେ ରହିଛନ୍ତି । ତାଙ୍କୁ ସବୁବେଳେ ଷ୍ଟାର ପାର୍ଟି ରେ ଦେଖିବାକୁ ମିଳିଥାଏ ।

ଆଦିତ୍ୟ ପଞ୍ଚୋଲି ଙ୍କ ଝିଅ ସନା ପଞ୍ଚୋଲି

ଆଦିତ୍ୟ ପଞ୍ଚୋଲି ଙ୍କ ଦୁଇଟି ପିଲା ଅଛନ୍ତି । ତାଙ୍କ ପୁଅ ସୁରଜ ପଞ୍ଚୋଲି ତ ବଲିଉଡ ରେ ଡେବ୍ୟୁ କରିସାରିଛନ୍ତି । କିନ୍ତୁ ଏବେ ତାଙ୍କ ଝିଅ ସନା ପଞ୍ଚୋଲି ବହୁତ ସୁନ୍ଦର ଅଟନ୍ତି । ଆଊ ସେ ଏବେ ବଲିଉଡ ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ସଂଜୟ କପୁର ଙ୍କ ଝିଅ ସାନାୟା କପୁର

ସଂଜୟ କପୁର ଅନିଲ କପୁର ଙ୍କ ଭାଇ ଅଟନ୍ତି ସେ ମଧ୍ୟ ଫିଲ୍ମ ରେ କାମ କରିସାରିଛନ୍ତି କିନ୍ତୁ ବେଶି ଆଗକୁ ବଢିପାରିନାହନ୍ତି । ତାଙ୍କ ଝିଅ ର ନାମ ସନାୟା କପୁର ଅଟେ । ସନାୟା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତାଙ୍କୁ ସବୁବେଳେ ଷ୍ଟାର ପାର୍ଟି ରେ ଦେଖିବାକୁ ମିଳିଥାଏ । ସନାୟା ଖୁବ ଶୀଘ୍ର ବଲିଉଡ ରେ ଦେଖାଯିବେ ।

ମିଥୁନ ଚକ୍ରବର୍ତ୍ତୀ ଙ୍କ ଝିଅ ଦିସାନୀ ଚକ୍ରବର୍ତ୍ତୀ

ମିଥୁନ ଚକ୍ରବର୍ତ୍ତୀ ବଲିଉଡ ରେ ଫ୍ଲପ ତ ରହି ନାହାନ୍ତି କିନ୍ତୁ ବଲିଉଡ ର ଫେମସ ଷ୍ଟାର କିଡସ ରେ ତାଙ୍କ ଝିଅ ଦିଶାନି ଚକ୍ରବର୍ତ୍ତୀ ଙ୍କ ନା ସାମିଲ ରହିଛି । ଦିସାନୀ ଙ୍କୁ ମିଥୁନ ଝିଅ ଭାବେ ଗ୍ରହଣ କରିଥିଲେ । ଏବଂ ତାଙ୍କୁ ବହୁତ ଜଲ୍ଦୀ ବଲିଉଡ ରେ ଦେଖିବାକୁ ମିଳିପାରେ ।

ଗୋବିନ୍ଦା ଙ୍କ ଝିଅ ଟିନା

ଗୋବିନ୍ଦା ନିଜ ଫିଲ୍ମ କ୍ୟାରିୟର ରେ ବହୁତ ଫେମ କମାଇଚନ୍ତି । କିନ୍ତୁ ତାଙ୍କ ଝିଅ ଟିନା ଦେଖିବାକୁ ବହୁତ ସୁନ୍ଦର ହୋଇଥିବା ସହିତ ଆକ୍ଟିଂ ରେ ରୁଚି ମଧ୍ୟ ରଖିଛନ୍ତି । ଟିନା ଲାଇମ ଲାଇଟ ଠାରୁ ଦୂରେଇ ରୁହନ୍ତି କିନ୍ତୁ ସେ ନିଜକୁ ଏବେ ପ୍ରସ୍ତୁତି କରୁଛନ୍ତି ଏବଂ ଖୁବ ଶୀଘ୍ର ସେ ଫିଲ୍ମ କରିବେ ବୋଲି ଜଣା ପଡ଼ୁଛି ।

ଆପଣଙ୍କ ପସନ୍ଦ ଷ୍ଟାର କିଡ କିଏ ଆମକୁ କମ୍ମେନ୍ଟ ରେ ଜାଣନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।