ଅନୁଭବଙ୍କ ପରେ ଧରା ପଡିଗଲା ଏବେ ତାଙ୍କ ବାପା ଅଭୟ ମହାନ୍ତିଙ୍କ ଅସଲ ଖେଳ, ସତ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଓଡିଆ ଜଗତର କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଲୋକପ୍ରିୟ ହେବା ସହ ନିଜର ଲୁକ, ବ୍ୟକ୍ତିତ୍ବ, ସ୍ମାର୍ଟନେସ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥାନ୍ତି ।

ଏହି କଳାକାର ମାନେ ଓଡିଆ ଜଗତରେ ଅନେକ ହିଟ ଫିଲ୍ମରେ କାମ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଅନୁଭବ ମହାନ୍ତିଙ୍କ ପିତାଙ୍କ ବିଷୟରେ କିଛି କହିବାକୁ ଯାଉଛୁ । ଓଡିଆ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ଅନୁଭବ ମହାନ୍ତିଙ୍କୁ କିଏ ନ ଜାଣିଛନ୍ତି । ସେ ଜଣେ ଅଭିନେତା ହେବା ସହ କେନ୍ଦ୍ରାପଡାରେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି ।

ବର୍ତ୍ତମାନ ଅନୁଭବଙ୍କ ପରିବାରକୁ ନେଇ ଏମିତି କିଛି କଥା ଚାଲିଛି ଯାହା ବହୁତ ଜୋରସୋରରେ ଚର୍ଚ୍ଚା ହେବାରେ ଲାଗିଛି । ତାଙ୍କ ବାପା ଅଭୟ ମହାନ୍ତିଙ୍କ ନାଁ ରେ ସାଂଘାତିକ ଅ-ଭି-ଯୋ-ଗ ହେବାର ଚର୍ଚ୍ଚା ହେଉଛି ।

କନ୍ଦରପୁର କଲେଜରେ ପାଠ ପଢାଉ ଥିବା ସମୟରେ ସିନିୟର ଅଧ୍ୟାପକରୁ ଲିଡର ଅଧ୍ୟାପକ ହେବା ପାଇଁ ତାଙ୍କ ବାପା ଜା-ଲ ସାର୍ଟିଫିକେଟ ଦେଇ ନୂଆ ପଦ ପାଇଥିଲେ । ଏଭଳି କାମ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଅନୁଭବଙ୍କ ପିତା ଅଭୟ ମହାନ୍ତିଙ୍କର ପେନସନ ଖାରଚ କରିଛନ୍ତି ।  ଚଳିତ ବର୍ଷ ୨୦୨୧ ଏପ୍ରିଲ ୭ ତାରିଖରେ ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କ ନାଁ ରେ ଜା-ଲ ସାର୍ଟିଫିକେଟ ଦେବାର ଅ-ଭି-ଯୋ-ଗ କରା ଯାଇଥିଲା ।

ଏହା ପରେ କୋ-ର୍ଟ-ରେ ଏହି ମା-ମ-ଲା ରୁଜୁ ହୋଇଥିଲା । ୧୯୯୭ରେ ଅଭୟ ମହାନ୍ତି ଜା-ଲ ସାର୍ଟିଫିକେଟ ଦେଇ ପଦୋନ୍ନତି କରିଥିବାରୁ ଉଚ୍ଚ ଶିକ୍ଷା ବିଭାଗ ତାଙ୍କ ପଦୋନ୍ନତି ଖାରଚ କରିବା ସହ ତାଙ୍କର ପେନସନ ବନ୍ଦ କରିଦିଆ ଯାଇଛି । ସୂଚନା ଅନୁଯାୟୀ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି କନ୍ଦରପୁର କଲେଜରେ ଇଂରାଜୀ ଶିକ୍ଷକ ଭାବେ ପାଠ ପଢାଉଥିଲେ ।

ସେହି ସମୟରେ ଅଭୟ ମହାନ୍ତି ଏପରି କାର୍ୟ୍ଯକଳାପ କରି ଖସି ଯାଇଥିଲେ ମଧ୍ୟ ବର୍ତ୍ତମାନ ଉଚ୍ଚ ଶିକ୍ଷା ବିଭାଗ ତାଙ୍କର ଏହି ଜା-ଲି-ଆ-ତି-କୁ ଧରି ନେଇ ଏପରି କଠୋର ନିଷ୍ପତି ନେଇଛନ୍ତି । ଏହା ସହ ଅନୁଭବ ମହାନ୍ତିଙ୍କ ନାଁ ରେ ମଧ୍ୟ ଅନେକ ଜା-ଲି-ଆ-ତି ସାର୍ଟିଫିକେଟ ରହିଛି ବୋଲି ଅ-ଭି-ଯୋ-ଗ କରା ଯାଇଛି ।

ଆଗରୁ ଅନୁଭବଙ୍କ ନାଁ ରେ ବର୍ଷାଙ୍କୁ ନେଇ ଯେଉଁ ଅ-ଭି-ଯୋ-ଗ ହୋଇଛି ବର୍ତ୍ତମାନ ଏହିଭଳି ଭାବେ ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ନାଁ ରେ ସାଂ-ଘା-ତି-କ ଅ-ଭି-ଯୋ-ଗ ହୋଇଛି ଯାହା ବର୍ତ୍ତମାନ ଓଡିଶାରେ ଚର୍ଚ୍ଚାର ବିଷୟ ହୋଇଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।