ମା ହେବା ପୂର୍ବରୁ କଣ କହିଲେ ଅନିଶା ଶର୍ମା ଜାଣି ଆଶ୍ଚର୍ଯ୍ୟ ହେଇଯିବେ ! -Ollywood Update

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଜଗତର କଲକାରା ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଠିକ ସେହି ପରି ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚାରେ ରହିଥାନତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି ଯାହା ଫଳରେ ସିରିଏଲ ଗୁଡିକ ବେଶ ଲୋକପ୍ରିୟତା ହାସଲ କରି ପାରୁଛି ।

ଆଜି ଆମେ ଆପଣ ମାନଙ୍କୁ ଟିଭି ଜଗତର ଅଭିନେତା ଶୁଭାଶିସ ଶର୍ମା ଓ ଅଭିନେତ୍ରୀ ଆନିଶା ଶର୍ମାଙ୍କ ଜୀବନରେ କେଉଁ ନୂଆ ଖୁସିର ଆଗମନ ହେବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଅଭିନେତା ଶୁଭାଶିସ ଶର୍ମା ଓ ଅଭିନେତ୍ରୀ ଅନିଶା ଶର୍ମାଙ୍କୁ ଅନେକ ସିରିଏଲ ଓ ଫିଲ୍ମରେ ଏକାଠି ଅଭିନୟ କରିବାର ନିଶ୍ଚୟ ଦେଖିଥିବେ ।

ଶୁଭାଶିସ ଓ ଅନିଶା ସିରିଏଲରେ ଅଭିନୟ କରିବା ସମୟରେ ପରସ୍ପର ସହ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇ ଯୋଡି ଅନ ସ୍କ୍ରିନରେ ଯେତିକି ଲୋକପ୍ରିୟ ହୋଇଥିଲେ ଠିକ ସେତିକି ରିୟଲ ଲାଇଫରେ ମଧ୍ୟ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି ।

ବର୍ତ୍ତମାନ ସୂଚନା ଅନୁସାରେ ଏକ ଖୁସି ଖବର ଆସି ପହଞ୍ଚିଛି । ଖୁସି ଖବର ହେଉଛି ଅଭିନେତ୍ରୀ ଅନିଶା ମା ହେବାକୁ ଯାଉଛନ୍ତି । ଅନିଶା ନିଜର ମା ହେବାର ଖୁସି ନିଜର ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି । ବର୍ତ୍ତମାନ ସେ କଣ ଅନୁଭବ କରୁଛନ୍ତି ସେ ସବୁ କିଛି ନିଜ ସୋସିଆଲ ଆକାଉଣ୍ଟରେ ନିଜର ଫ୍ୟାନ୍ସ ମାନଙ୍କୁ ଶେୟାର କରିଛନ୍ତି । ବର୍ତ୍ତମାନ କୋରୋନା ଯୋଗୁ ଅନିଶା ଘରେ ରହି ନିଜର ଓ ନିଜ ବେବିର କେୟାର ନେଉଛନ୍ତି ।

ଅନ୍ୟ ପକ୍ଷେ ଅଭିନେତା ଶୁଭାଶିଷ ନିଜର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ସାର୍ଥକ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ହେ ପ୍ରଭୁ” ରେ କମେଡି କରି ନିଜର ଅଭିନୟ ଜାରି ରଖିଛନ୍ତି । ଶୁଭାଶିସଙ୍କର ଅତି ସୁନ୍ଦର ଅଭିନୟ ପାଇଁ “ହେ ପ୍ରଭୁ” ସିରିଏଲଟି ଖୁବ ଲୋକପ୍ରିୟତା ହାସଲ କରି ପାରିଛି । ଆଗକୁ ଏହି ସିରିଏଲଟି ଏମିତି ଜାରି ରହିବ ବୋଲି ଆଶା କରା ଯାଉଛି ।

ତେବେ ଅନିଶା ମା ହେବାର ଖୁସିକୁ ବହୁତ ଉଶ୍ଚାହାର ସହ ଆନନ୍ଦ ନେଉଛନ୍ତି । ସେ ପ୍ରେଗନେଣ୍ଟ ଥିବାରୁ ବର୍ତ୍ତମାନ କୌଣସି ଫିଲ୍ମ ବା ସିରିଏଲରେ ଅଭିନୟ କରୁ ନାହାନ୍ତି । ବରଂ ଘରେ ରହି ନିଜର ପ୍ରେଗନେନସିକୁ ଏଞ୍ଜୟ କରୁଛନ୍ତି ।

ବନ୍ଧୁଗଣ ଅଭିନେତା ଶୁଭାଶିଷ ଓ ଅଭିନେତ୍ରୀ ଆନିଶା ଶର୍ମାଙ୍କର ଯୋଡି ଆପଣ ମାନଙ୍କୁ କିପରି ଲାଗେ ଆମକୁ କମେଣ୍ଟ କରି ଜଣାଇବେ । ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।