ବିବାହ ପରେ ନେହା ଓ ରୋହନପ୍ରୀତଙ୍କ ଲିପ ଲକ ଫଟୋ ହେଉଛି ଭାଇରାଲ, ଏବେ ଆଦିତ୍ୟ…

ବର୍ତ୍ତମାନ ଚାରିଆଡେ କେବଳ ନେହା କକ୍କଡ ଓ ରୋହନପ୍ରୀତ ସିଂହଙ୍କ ବ୍ୟବହାରର ଚର୍ଚା ଚାଲିଛି । ଏମିତିରେ ତାଙ୍କର ବିବାହର ବହୁତ ଫଟୋ ବି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ବି ହେଉଛି । ସବୁ ଷ୍ଟାର ବି ନେହା କକ୍କଡଙ୍କୁ ତାଙ୍କର ବିବାହର ଶୁଭେଚ୍ଛା ସୋସିଆଲ ମିଡିଆ ମାଧ୍ୟମରେ ଦେଉଛନ୍ତି । କହିବାକୁ ଗଲେ ଗାୟିକା ନେହା କକ୍କଡ ଓ ରୋହନପ୍ରୀତ ସିଂହଙ୍କ ବିବାହର ବହୁତ ଫଟୋ ଓ ଭିଡିଓ ଆପଣ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଦେଖି ସାରିଥିବେ ।

କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ନେହା କକ୍କଡ ଓ ରୋହନପ୍ରୀତ ସିଂହଙ୍କ ଗୋଟିଏ ଏମିତି ଫଟୋ ନେଇ ଆସିଛୁ ଯାହା ବିବାହା ଠାରୁ ନେଇ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ସାମ୍ନାକୁ ଆସି ନ ଥିଲା ।

କହିବାକୁ ଗଲେ ଆମେ ଯେଉଁ ଫଟୋ ଆପଣଙ୍କ ପାଇଁ ନେଇ ଆସିଛୁ ସେଥିରେ ନେହା କକ୍କଡ ରୋହନପ୍ରୀତ ସିଂହ ଲିପଲକ କରୁଛନ୍ତି । ଏହା ଦ୍ଵାରା ଜଣା ପଡୁଛି କି ଦୁଇ ଜଣ ପରସ୍ପରକୁ କେତେ ଭଲ ପାଆନ୍ତି । ଆପଣଙ୍କୁ କହିଦେଉଛୁ କି ନେହା ଓ ରୋହନଙ୍କ ଏହି ଫଟୋ ତାଙ୍କର ନିର୍ବନ୍ଧ ସମୟର ଅଟେ । ଯାହାକୁ ନେହା ନିଜର ଇଂସ୍ଟାଗ୍ରାମରେ ଶେୟାର କରିଥିଲେ ।

ଆପଣଙ୍କୁ କହିଦେଉଛୁ କି ରୋହନ ଯେଉଁଠି ଆଣ୍ଠୁରେ ବସି ନିଜର ପ୍ରେମିକା ନେହାଙ୍କୁ ରିଙ୍କ ପିନ୍ଧାଇଲେ ଏହା ପରେ ନେହା ରୋହନଙ୍କୁ ରିଙ୍କ ପିନ୍ଧାଇଲେ ତେବେ ନେହା ସଙ୍ଗେ ସଙ୍ଗେ ସମସ୍ତଙ୍କ ସାମ୍ନାରେ ରୋହନଙ୍କୁ କିସ କରିଦେଲେ । ଆପଣଙ୍କୁ କହିଦେଉଛୁ କି ଏହା ପୂର୍ବରୁ ରୋହନ ଓ ନେହାଙ୍କର ଏହିଭଳି କିଛି ବି ଫଟୋ ସାମ୍ନାକୁ ଆସି ନ ଥିଲେ । ଯେଉଁଥିରେ ଦୁଇ ଜଣ ପ୍ରେମରେ ପଡି ଦୁନିଆକୁ ନିଜର ପ୍ରେମ ବିଷୟରେ କହୁଛନ୍ତି ।

ଏହା ସହ ଆମେ ଆଶା କରୁଛୁ କି ତାଙ୍କର ଏହି ଭଲ ପାଇବାକୁ କାହାର ବି ନଜର ନ ଲାଗୁ । କିନ୍ତୁ ନେହା ଓ ରୋହନଙ୍କ ଭଲ ପାଇବାକୁ ଦେଖି ବିଚାରା ଆଦିତ୍ୟଙ୍କ ହୃଦୟରେ କଣ ବିତିବ । କାରଣ କିଛି ଦିନ ପୂର୍ବେ ହିଁ ନେହା ଓ ଆଦିତ୍ୟଙ୍କ ଅଫେୟାର ଚର୍ଚା ଚାଲିଥିଲା । କିଣୁ ବର୍ତ୍ତମାନ ସମୟରେ ନେହା ରୋହନଙ୍କର ହୋଇ ଯାଇଛନ୍ତି ।

ଅନ୍ୟ ପଟେ ରୋହନଙ୍କ ସହିତ ନେହାଙ୍କର ଏହି ଲିପଲକ ସିନ ଦେଖି ଆଦିତ୍ୟ ଉପରେ କଣ ବିତିଥିବ ଏହା କେବଳ ସେହି ହିଁ ଜାଣିଛନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ନେହା ଓ ରୋହନଙ୍କର ଏହି ଫଟୋକୁ ଦେଖି ତାଙ୍କର ଫ୍ୟାନମାନେ ବର୍ତ୍ତମାନ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ଓ ଏହି ଯୋଡିଙ୍କୁ ନିଜର ଭଲ ପାଇବା ଓ ଆଶୀର୍ବାଦ ଦେଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।