ଏହି ଯୁବତୀ ଜଣକ ଅଟେ କଟରିନାଙ୍କ କାର୍ବନ କପି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ, ଦେଖନ୍ତୁ

ଇଣ୍ଟର୍ନେଟ ଓ ବହୁତ ସୋସିଆଲ ମିଡିଆ ପ୍ଲାଟଫର୍ମ ଆସିଯିବା ଦ୍ଵାରା ଲୋକମାନେ ଟିଭି ବଦଳରେ ଫେସବୁକ ଓ ଇଂସ୍ଟାଗ୍ରାମରେ ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି । ଆଜି ଲୋକମାନଙ୍କ ଜୀବନରେ ବହୁତ ନୂତନ ଜିନିଷ ଆସି ଯାଇଛି । ଏହି କଥାର ଅନ୍ଦାଜ ଆପଣ ଟିକଟକରେ ଦେଖି ପାରିବେ । ଟିକଟକରେ ସବୁଦିନ କିଛି ନା କିଛି ଭିନ୍ନ ପ୍ରକାରର ଭିଡିଓ ଶେୟାର ହୋଇଥାଏ । କହିବାକୁ ଗଲେ ଏହି ମୋବାଇଲ ଆପ ଟିକଟକ ରେ ଏକ ଝିଅ ବହୁତ ଜଲ୍ଦି ଭାଇରାଲ ହେଉଛି ।

ଯାହାର ନାମ ଏଲିନା ରାୟ ବୋଲି କୁହାଯାଉଛି । ଏହି ଝିଅ ଜଣକ ନିଜର ଟିକଟକ ଭିଡିଓ ଛଡା ନିଜ ଚେହେରାକୁ ନେଇ ବହୁତ ଚର୍ଚାରେ ଅଛି । କାରଣ ଏଲିନା ରାୟ ର ଟିକଟକ ପ୍ରୋଫାଇଲ ଓ ଇଂସ୍ଟାଗ୍ରାମ ଆକାଉଣ୍ଟରେ କମେନ୍ଟ କରି ଲୋକମାନେ ତାଙ୍କୁ ବଲୀଉଡର ଅଭିନେତ୍ରୀ କଟରିନାଙ୍କ ଡୁପ୍ଲିକେଟ ବୋଲି କହୁଛନ୍ତି ।

କହିବାକୁ ଗଲେ ଏଲିନା ରାୟଙ୍କର ଚେହେରା ଅଭିନେତ୍ରୀ କଟରିନାଙ୍କ ସହ ପୂରାପୂରି ମିଶି ଯାଉଛି । ଯାହାକୁ ଦେଖି କଟରିନାଙ୍କର ଫ୍ୟାନ କଂଫ୍ୟୁଜ଼ ହୋଇ ଯାଉଛନ୍ତି । ଆପଣ ନିଜେ ବି ଦେଖି ପାରିବେ । କହିଦେଉଛୁ କି ଏଲିନା ମୁମ୍ବାଇରେ ଏକ Fashion Blogger ଅଟନ୍ତି । ତାଙ୍କର ଇଂସ୍ଟାଗ୍ରାମରେ ୩୦ ହଜାରରୁ ବି ଅଧିକ ଫଲୋୱର୍ସ ଅଛନ୍ତି ।

ଦେଖନ୍ତୁ ଏଲିନା ରାୟଙ୍କର କିଛି ଫଟୋ

ଆପଣଙ୍କୁ କହିଦେଉଛୁ କି ଏହା ପ୍ରଥମ ଥର ନୁହେଁ ଯେତେବେଳେ କୌଣସି ଅଭିନେତ୍ରୀଙ୍କର ଡୁପ୍ଲିକେଟ କିମ୍ବା ଲୁକ-ଅ-ଲାଇକ ର ଫଟୋ ସୋସିଆଲ ମିଡିୟାରେ ଭାଇରାଲ ହୋଇଛି । ଏହା ପୂର୍ବରୁ ଅନୁଷ୍କା ଶର୍ମାଙ୍କ ଡୁପ୍ଲିକେଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାଙ୍କର ନାମ ଜୁଲିୟା ରବର୍ଟ୍ସ ଥିଲା । କହିବାକୁ ଗଲେ ଜୁଲିୟା ରବର୍ଟ୍ସ କୌଣସି ସାଧାରଣ ଝିଅ ନୁହନ୍ତି ସେ ଆମେରିକାର ଜଣେ ଗାୟିକା ଅଟନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।