ଫଟୋରେ ନଜର ଆସିଲା ମଲାଇକାଙ୍କର ସ୍ଟ୍ରେଚ ମାର୍କ, ୟୁଜରମାନେ କହିଲେ – ଏହି ବୁଢୀ ସହ ବିବାହ କରିବାକୁ ଚାହୁଁଛନ୍ତି ଅର୍ଜୁନ, ଆଉ ତା ପରେ…

ବଲୀଉଡର ଅଭିନେତ୍ରୀ ମଲାଇକା ଅରୋଡା ବର୍ତ୍ତମାନ ମାଳଦୀପରେ ନିଜର ଛୁଟି ଦିନକୁ ଏନଜୟ କରୁଛନ୍ତି । ଏହି ଖାସ ସମୟର କିଛି ଫଟୋକୁ ମଲାଇକା ନିଜର ଇଂଷ୍ଟାରେ ବି ଶେୟାର କରିଛନ୍ତି । ସେହି ସବୁ ଫଟୋ ମଧ୍ୟରୁ ଗୋଟିଏ ଫଟୋ ଉପରେ କେତେକ ୟୁଜରମାନେ ବିଭିନ୍ନ ପ୍ରକାର କମେନ୍ଟ କରୁଛନ୍ତି । କହିବାକୁ ଗଲେ ଏହି ଫଟୋରେ ମଲାଇକା ବିକିନୀରେ ନଜର ଆସୁଛନ୍ତି । ତାହା ଉପରେ ମଲାଇକା ନେଟ ର ଟପ ପିନ୍ଧିଛନ୍ତି, ଯେଉଁଥିରେ ତାଙ୍କ ପେଟ ଉପରେ ପଡିଥିବା ସ୍ଟ୍ରେଚ ମାର୍କ ସଫା ସଫା ନଜର ଆସୁଛି ।

ବଲୀଉଡରେ ପ୍ରାୟତଃ କଳାକାରମାନେ ନିଜର ସ୍ଟ୍ରେଚ ମାର୍କ ଦେଖାନ୍ତି ନାହିଁ, କିନ୍ତୁ ଅନ୍ୟ ପଟେ ମଲାଇକାଙ୍କର ଏହି ଫଟୋରେ ସ୍ଟ୍ରେଚ ମାର୍କ ଦେଖା ଯାଉଛି । ବର୍ତ୍ତମାନ ହିଁ କିଛି ଲୋକମାନେ ମଲାଇକାଙ୍କର ଏହି ଫଟୋକୁ ପ୍ରଶଂସା କରୁଛନ୍ତି ତ କିଛି ଲୋକମାନେ ଏହି ସ୍ଟ୍ରେଚ ମାର୍କକୁ ନେଇ ମଲାଇକାଙ୍କର ଥଟ୍ଟା କରୁଛନ୍ତି ଏବଂ ଖରାପ ଖରାପ କମେନ୍ଟ ବି କରୁଛନ୍ତି ।

କହିଦେଉଛୁ ଯେ ରବିବାର ଦିନ ରାତିରେ ମଲାଇକା ଅର୍ଜୁନ ସହିତ ମାଳଦୀପରେ ନିଜର ଛୁଟିକୁ ଏନଜୟ କରି ମୁମ୍ବାଇକୁ ଫେରିଛନ୍ତି । ଏବଂ ଖବର ଆସୁଛି କି ମଲାଇକା ଏହି ମାସର ୧୯ ତାରିଖରେ ବିବାହ କରି ପାରନ୍ତି ।