Bollywood ର ସବୁଠୁ Mismatched Couple ଅଟନ୍ତି ଏହି 8 ଟି ଯୋଡି, କେହି କାହା ସହିତ ମେଳ ଖାଆନ୍ତି ନାହିଁ, ନମ୍ବର ୫ ଙ୍କ ସ୍ଵାମୀଙ୍କୁ ତ ତାଙ୍କର ବାପା ବୋଲି ମଧ୍ୟ କୁହାଯାଏ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରେମ ହେଉଛି ଅନ୍ଧ । ଏହି ବାକ୍ୟ ର ପୁରା ଉଦାହରଣ ହେଇ ଆସୁଛି ଆମ ବଲିଉଡ ଜଗତ । ବଲିଉଡରେ ଏମିତି ରେ ତ ବହୁତ ସୁନ୍ଦର ଯୋଡି ଅଛି । କିନ୍ତୁ ଏହା ସହ ଏମିତି କିଛି ଯୋଡି ଅଛି ଯାହାକୁ ଦେଖିଲେ ଲାଗିବ କି ଏମାନ ଙ୍କ ଯୋଡି ହେଉଛି ବେମେଳ ଯୋଡି । ଏବଂ ଆଜି ଆମେ ସେହି ବେମେଳ ଯୋଡି ଉପରେ ଚର୍ଚ୍ଚା କରିବା । ତେବେ ଚାଲନ୍ତୁ ଜାଣିନେବା ସେହି ବେମେଳ ଯୋଡି ବିଷୟରେ ।

୧-ପ୍ରଥମ ଯୋଡି ହେଉଛି ଅଭିଷେକ ଵଚନ ଓ ଐଶ୍ୱର୍ଯ୍ୟା ରାୟ ଵଚନ । ଏହି ଯୋଡି କୁ ଲୋକମାନେ ଦେଖିଲେ କୁହନ୍ତି କି ଏମାନେ ଏକାଠି ଭଲ ଦେଖା ଯାଆନ୍ତି ନାହିଁ । କାରଣ ଐଶ୍ୱର୍ଯ୍ୟା ହେଉଛନ୍ତି ମିସ ଇଣ୍ଡିଆ ଏବଂ ଖୁବ ସୁନ୍ଦରୀ ଓ ଅଭିଷେକ ହେଉଛନ୍ତି ଜଣେ ଫ୍ଲପ ଅଭିନେତା । ସେଥିପାଇଁ ଏମାନ ଙ୍କ ଯୋଡି କୁ ଦେଖିଲେ ଲୋକମାନେ ବେମେଳ ଯୋଡି କୁହନ୍ତି ।

୨- ଦ୍ୱିତୀୟ ଯୋଡି ହେଉଛ ମଲାଇକା ଏବଂ ଅର୍ଜୁନ କପୂର । ମଲାଇକା ଶରୀର ରେ ତ ବିଲକୁଲ ଫିଟ ଅଛନ୍ତି କିନ୍ତୁ ତାଙ୍କ ମୁହଁ ରେ ଝୁରିଆ ଆସିଗଲାଣି ଯାହା ବୃଦ୍ଧା ବସ୍ତା କୁ ବୁଝାଯାଏ । ଏବଂ ଅର୍ଜୁନ କପୂର ଯୁବକ ଅଛନ୍ତି କିନ୍ତୁ ନିଜର ଯତ୍ନ ସେ ବିଲକୁଲ ନେଉନାହାନ୍ତି ଏବଂ ସେ ଫିଟ ମଧ୍ୟ ନାହାନ୍ତି । ଏହି ଦୁଇ ଜଣ ଙ୍କୁ ଯେବେ ଏକାଠି ଦେଖନ୍ତି ତେବେ ଲୋକମାନେ ବିଲକୁଲ ଭି ଏହି ଯୋଡି କୁ ପସନ୍ଦ କରନ୍ତି ନାହିଁ ଏବଂ ବେମେଳ ଯୋଡି ମଧ୍ୟ କହିଦିଅନ୍ତି ।

୩- ତୃତୀୟ ଯୋଡି ହେଉଛି ଜ୍ୟାକଲିନ ଓ ସାଜିଦ ଖାନ । ଏମାନ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଚାଲିଥିଲା । ଏବଂ ଏହି ବିଷୟରେ କାହାକୁ ଜଣା ମଧ୍ୟ ନ ଥିଲା । ଏବଂ ଏବେ ସେମାନେ ଅଲଗା ମଧ୍ୟ ହୋଇଗଲେଣି । ଯେଉଁଠି ଜ୍ୟାକଲିନ ଯୁବତୀ ସୁନ୍ଦରୀ ସେଠି ସାଜିଦ ମୋଟା ଏବଂ ନିଜ କ୍ୟାରିଅର ରେ ଆଗକୁ ବଢି ଚାଲିଛନ୍ତି । ଲୋକମାନେ ଏହି ଯୋଡି କୁ ବେମେଳ ଯୋଡି କହିଥାନ୍ତି ।

୪- ଚତୁର୍ଥ ଯୋଡି ହେଉଛି ରାନୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପ୍ରା । ଯେଉଁଠି ରାନୀ ମୁଖାର୍ଜୀ ଏବେବି ସୁନ୍ଦରୀ ଓ ଯୁବତୀ ନଜର ଆସୁଛନ୍ତି । ସେଠି ଆଦିତ୍ୟ ବୁଢ଼ାଙ୍କ ପରି ଦେଖା ଯାଉଛନ୍ତି । ଏବଂ ଏକାଠି ଏହି ଦୁଇ ଜଣ ଙ୍କୁ ଦେଖିଲେ ଲୋକମାନେ ତାଙ୍କୁ ବେମେଳ ଯୋଡି କୁହନ୍ତି ।

 

୫-ପଞ୍ଚମ ଯୋଡି ହେଉଛି ବୋନି କପୂର ଓ ଶ୍ରୀ ଦେବୀ । ଏମାନେ ମଧ୍ୟ ଏକ ବେମେଳ ଯୋଡି କାରଣ ବୋନି ଶ୍ରୀ ଦେବୀଙ୍କ ଠାରୁ ବହୁତ ବଡ଼ । ଯେଉଁଠି ଶ୍ରୀ ଦେବୀ ଯୁବତୀ ସୁନ୍ଦରୀ ନଜର ଆସନ୍ତି ସେଠି ବୋନି ବୁଢା ଦେଖା ଯାଆନ୍ତି । ସୋସିଆଲ ମିଡ଼ିଆ ରେ ବୋନି ଙ୍କୁ ଶ୍ରୀଦେବୀ ଙ୍କ ବାପା ବୋଲି କହି ଲୋକ ପରିହାସ କରନ୍ତି ।

୬- ଷଷ୍ଠ ଯୋଡି ହେଉଛି ଫରାନ ଅଖତର ଓ ଶିବାନୀ ଦାଣ୍ଡେକର । ଫରାନ ନିଜ ପ୍ରଥମ ପତ୍ନୀ ଙ୍କୁ ଛାଡି ଏବେ ଶିବାନୀ ଙ୍କ ସହ ନିଜର ପ୍ରେମ ସମ୍ପର୍କ କୁ ଆଗକୁ ନେଉଛନ୍ତି । କିନ୍ତୁ ଯେଉଁଠି ଶିବାନୀ ଜଣେ ପ୍ରସିଦ୍ଧ ମଡେଲ ଓ ସୁନ୍ଦରୀ ସେଠି ଫରାନ ଏବେ ବୁଢ଼ା ହୋଇ ଯାଉଛନ୍ତି । ଏମାନ ଙ୍କୁ ମଧ୍ୟ ବେମେଳ ଯୋଡି କୁହାଯାଏ ।

୭-ସପ୍ତମ ଯୋଡି ହେଉଛି ତୁଲୀପ ଯୋଶୀ ଓ ବିନୋଦ ନାୟର । ବିନୋଦ ତୁଲୀପ ଙ୍କ ଠାରୁ ଉଚ୍ଚତା ରେ ମଧ୍ୟ କମ ଏବଂ ସୁନ୍ଦରତା ରେ ମଧ୍ୟ ବହୁତ କମ । ଏବଂ ତୁଲୀପ ଜଣେ ସୁନ୍ଦରୀ ଅଭିନେତ୍ରୀ ଓ ମଡେଲ । ଲୋକମାନେ ଏମାନ ଙ୍କୁ ବେମେଳ ଯୋଡି କୁହନ୍ତି ।

୮- ଅଷ୍ଟମ ଯୋଡି ହେଉଛି ନର୍ଗିସ ଫକ୍ରେ ଓ ଉଦୟ ଚୋପ୍ରା । ଏମାନେ ନିଜର ସମ୍ପର୍କ କୁ ଲୁଚେଇ ବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଏହା ଲୁଚି ନଥିଲା । ଉଦୟ ଏବେ ମୋଟା ହୋଇ ଯାଇଛନ୍ତି ଏବଂ ନିଜର ବଲିଉଡ କ୍ୟାରିଅର କୁ ମଧ୍ୟ ଛାଡି ଦେଇଛନ୍ତି । ଏବଂ ନର୍ଗିସ ଯିଏ କି ବହୁତ ସୁନ୍ଦରୀ ଓ ନିଜର ବଲିଉଡ କ୍ୟାରିଅର ରେ ଏବେ ଧ୍ୟାନ ଦେଉଛନ୍ତି । ଉଦୟ ଏବେ ବୁଢା ହୋଇଗଲେଣି ଏବଂ ନର୍ଗିସ ଏବେ ଯୁବତୀ ଅଛନ୍ତି ଏବଂ ଲୋକମାନେ ତାଙ୍କୁ ବେମେଳ ଯୋଡ଼ି ରୂପେ ଦେଖନ୍ତି ଏବଂ ଯୋଡି କୁ ପସଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ଏବେ ସେମାନେ ଅଲଗା ହୋଇ ଗଲେଣି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।