ଏ ପର୍ଯ୍ୟନ୍ତ ଲୋକ ଯାହାଙ୍କୁ ଭାବୁଥିଲେ ଛୋଟ ମୋଟ Actress, ସେ ବାହାରିଲେ ଗବ୍ବର ସିଂହଙ୍କ ଝିଅ, ଦେଖନ୍ତୁ ଫଟୋ

ବନ୍ଧୁଗଣ ଫିଲ୍ମ “ସୋଲେ”ରେ ଅଭିନୟ କରିଥିବା ଗବାର ସିଂଙ୍କୁ ଆପଣ ମାନେ ସମସ୍ତେ ମନେ ରଖିଥିବେ । ବଲିଉଡରେ ହିରୋ ଭୂମିକାରେ ଅଭିନୟ କରୁଥିବା ଜେଟେକି ଦମଦର ହୋଇଥାଏ ସେତିକି ଖଳନାୟକ ଭୂମିକାରେ ଅଭିନୟ କରିବା ସାନଦାର ହୋଇଥାଏ ।

ଏହି ଦୁଇ ଚରିତ୍ରକୁ ଛାଡି ଦେଲେ ବଲିଉଡ ଦୁନିଆ ଅଧୁରା ହୋଇଯିବ । ଫିଲ୍ମ ଜଗତରେ ଏମିତି ଅଭିନେତା ଅଛନ୍ତି ଯେଉଁମାନେ ନିଜ ପରିଚୟର ଛାପ ଛାଡିଛନ୍ତି ତ ଆଉ କେତେକଙ୍କର ନିଜସ୍ଵ କାହାଣୀ ରହିଛି ଯାହା ଆଜି ବି ଲୋକଙ୍କ ମନରେ ଘର କରି ରହିଛି । ଆପଣ ମାନଙ୍କୁ କହି ରଖୁଚୁ ଯେ ଅମଜାନ ଖାନ ବର୍ତ୍ତମାନ ଆମ ଗହଣରେ ଆଉ ନାହାନ୍ତି । କିନ୍ତୁ ଆଜି ଆମେ ତାଙ୍କ ବିଷୟରେ ଆଲୋଚନା ନ କରି ତାଙ୍କ ଝିଅ ଅଲହମ ଖାନଙ୍କ ବିଷୟରେ କହିବାକୁ ଯାଉଛୁ ।

ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି : ଅମଜାଦ ଖାନଙ୍କ ଝିଅ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଯାହାଙ୍କର ନାଁ ଅହଲମ ଖାନ ୨୦୧୧ରେ ଜାଫ୍ରି କରାଚିବାଲାଙ୍କ ସହ ମ୍ୟାରେଜ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ବଲିଉଡକୁ ଆସି ନିଜ ସ୍ଵପ୍ନ ପୁରା କରିବାକୁ ଚାହୁଛନ୍ତି । କେବଳ ଏତିକି ନୁହେ ଅହଲମ ଦେଶପାଣ୍ଡେଙ୍କର ନାଟକ ମିସ ବିୟୁଟିଫୁଲ ଉପରେ ଆଧାରିତ ଫିଲ୍ମରେ ମିସ ସୁନ୍ଦରୀ ଭୂମିକରେ ନଜର ଆସିବେ । ଅହଲମ ବହୁତ ସମୟ ହେଲା ରଙ୍ଗମଞ୍ଚ ସହ ଜଡିତ ଅଛନ୍ତି ।

ଅମଜଦ ଖାନଙ୍କ ପରିବାରର ବଲିଉଡ ସହ ବହୁତ ପୁରୁଣା ସମ୍ପର୍କ ରହିଛି ବୋଲି ଖୁବ କମ ଲୋକ ମାନେ ଜାଣିଛନ୍ତି । ଅମଜାଦ ଖାନଙ୍କର ପିତା ଜକାରୀୟା ଖାନ ଫିଲ୍ମରେ ଖଳନାୟକ ଭୂମିକାରେ କାମ କରି ସାରିଛନ୍ତି । ଅମଜାଦ ଖାନଙ୍କର ଦୁଇ ପୁଅ ଅଛନ୍ତି ଜହଙ୍କର ନାମ ହେଉଛି ସାଦାବ ଖାନ ଓ ସୀମାବ ଖାନ ଅଟେ । ଏହି ଦୁଇ ଭାଇ ବଲିଉଡରେ ନିଜର କିଛି ଖାସ ପରିଚୟ ସୃଷ୍ଟି କରି ପରି ନ ଥିଲେ । ସେମାନେ ନିଜ ପିତାଙ୍କ ଭଳି ଖାସ ନାଁ କମେଇ ପାରି ନ ଥିଲେ ।

ସାଦାବ ଖାନଙ୍କ ଫିଲ୍ମ ହୋଇଥିଲା ପ୍ଲଫ : ଅମଜାଦ ଖାନଙ୍କ ପୁଅ ସାଦାବ ଖାନ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ସହ ଫିଲ୍ମ “ରାଜା କି ଆଏଗୀ ବାରତ” ରେ କାମ କରିଥିଲେ । ଏହି ଫିଲ୍ମରେ ସେ ଅଧିକ ନା କମାଇ ପାରି ନ ଥିଲେ । ଏହା ପରେ ତାଙ୍କୁ ଫିଲ୍ମରେ କାମ କରିବା ପାଇଁ ଅଫର ମିଳି ନ ଥିଲା ଓ ବଲିଉଡ ଠାରୁ ସେ ସବୁ ଦିନ ପାଇଁ ଦୂରେଇ ଯାଇଥିଲେ ।

ଅଭିନେତା ଅମଜାଦ ଖାନ ଆଜି ବି ଦର୍ଶକ ମାନକ ହୃଦୟରେ ଘର କରି ରହିଛନ୍ତି । ସେ ନିଜର ଜବରଦସ୍ତ ଅଭିନୟ ପାଇଁ ତାଙ୍କ ଜମାନାରେ ଖୁବ ଚର୍ଚ୍ଚାରେ ରହିଥିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।